ବନ୍ଧୁଗଣ ବହୁତ ଲୋକ ମାନେ ମୋଟା ରୁ ପତଳା ହେବାକୁ ଚାହାଁନ୍ତି ଏବଂ ସେମାନଙ୍କର ବଢିଯାଇଥିବା ଓଜନକୁ ସେମାନେ କମ୍ କରିବା ପାଇଁ ଚାହାଁନ୍ତି ହେଲେ ଏମିତି ଅନେକ ଲୋକ ମାନେ ରହିଥାନ୍ତି ଯେଉଁ ମାନେ ପତଳା ରୁ ମୋଟା ହେବାକୁ ଚାହାଁନ୍ତି କାରଣ ପତଳା ଶରୀର ଆପଣ ମାନଙ୍କ ପରସନ୍ୟାଲକୁ ମୋଟେ ବି ଫିଟ୍ କରେ ନାହିଁ । ସେ ବିବାହ ହେଉ କିମ୍ବା ଚାକିରୀ କ୍ଷେତ୍ର ରେ ଆପଣ ମାନଙ୍କୁ ଗୋଟିଏ ସୁଡଳ ଶରୀର ବା ଶକ୍ତିଶାଳୀ ଶରୀରର ବହୁତ ପରିମାଣ ରେ ଆବଶ୍ୟକତା ରହିଛି |
ସେହିଥିପାଇଁ ବନ୍ଧୁଗଣ ପତଳା ଶରୀର ପାଇଁ ବହୁତ ଲୋକ ମାନେ ଅଧିକ ଚିନ୍ତିତ ରହିଥାନ୍ତି ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଗୋଟିଏ ହେଲଥ ଡ୍ରିଂକ୍ସ ନେଇ କରି ଆସିଛୁ ଯାହାକୁ ଆପଣ ମାନେ ଘରେ ପ୍ରସ୍ତୁତ କରି ଆପଣ ମାନେ ନିଶ୍ଚିତ ଭାବେ ନିଜର ଶରୀର କୁ ସୁଢଳ ଏବଂ ଓଜନ ଦାର କରି ପାରିବେ। ତେବେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ଏହାକୁ ଆପଣ ମାନେ କେମିତି ବନେଇବେ ତେବେ ବନ୍ଧୁଗଣ ଏହାକୁ ବନେଇବା ପାଇଁ ପ୍ରଥମେ ଆପଣ ମାନଙ୍କୁ ଦୁଇଟି କଦଳୀର ଜରୁରୀ ପଡିବ।
ପ୍ରଥମେ ଗୋଟିଏ ପାତ୍ର ରେ ଆପଣ ମାନେ ଏହାକୁ ଛଡେଇ କରି ଛୋଟ କରି ପିସ୍ କରି ଦିଅନ୍ତୁ ତାପରେ ଆପଣ ମାନେ ସେହି ସବୁକୁ ଗ୍ରାଇଣ୍ଡିଂ ଜଗ୍ ରେ ପକାନ୍ତୁ ଏବଂ ପରେ ଆପଣ ମାନେ ୧୦୦ ଗ୍ରାମ୍ କିସମିମ୍ ଆଣନ୍ତୁ ଏବଂ ସେହି ଥିରେ ଦୁଇ ଚାମଚ କିସକିମ୍ ପକାନ୍ତୁ ଏବଂ ପରେ ଆପଣ ମାନଙ୍କୁ ଏକ ଗ୍ଲାସ୍ କ୍ଷୀର ଆଣନ୍ତୁ ଏମିତି ରେ ଏହି ଥିରେ ସବୁ କିଛି ରହିଛି ଜାହା |
ଆପଣ ମାନଙ୍କ ଶରୀର ର ଓଜନ ବଢେଇବାରେ ବହୁତ ପରିମାଣ ରେ ସାହାଯ୍ୟ କରେ ଆପଣ ମାନେ ସେହି କଦଳୀ ଏବଂ କିିସମିସ୍ ରେ ଏକ ଗ୍ଲାସ୍ କ୍ଷୀର ର ବ୍ୟବହାର କରି ଗ୍ରାଇଣ୍ଡ କରନ୍ତୁ ଏବଂ ପରେ ତାହା ଭଲ ଭାବେ ଗ୍ରାଇଣ୍ଡ ହେବା ପରେ ଆଣି ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କ ଓଜନ ବୃଦ୍ଧି କରିବାରେ ଏହା ଆପଣ ମାନଙ୍କୁ ବହୁତ ପରିମାଣ ରେ ସାହାଯ୍ୟ କରିବ ଏବଂ ଏହାକୁ ଆପଣ ମାନେ ପ୍ରତି ଦିନ ସକାଳେ ଖାଆନ୍ତୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |