Tuesday, June 06, 2023
anthu

ଗୋଟେ ରାତିରେ ଆଣ୍ଠୁ ବିନ୍ଧା ଭଲ ହୋଇଯିବ I

HEALTH

ଆଜିକା ସମୟରେ ଆଣ୍ଠୁ ଗଣ୍ଠି ବିନ୍ଧା ବହୁତ ସାମାନ୍ୟ ରୋଗ ଅଟେ, ଏହା ପ୍ରାୟତଃ ବୁଢା ବୁଢୀ ମାନଙ୍କୁ ହୋଇଥାଏ କିନ୍ତୁ ଦୁର୍ବଳତା ଆଉ ଅଧିକ କାମ କରିବା ଦ୍ଵାରା କୌଣସି ଶ୍ରେଣୀ ଲୋକଙ୍କୁ ମଧ୍ୟ ହୋଇପାରେ ତେବେ କଣ ଆପଣ ଏହା ଜାଣିଛନ୍ତି କି ଆଣ୍ଠୁ ଗଣ୍ଠି ବିନ୍ଧା ବା ହାଡ ଦରଜ ପାଇଁ ଆୟୁର୍ବେଦରେ ଏମିତି କିଛି କୁହା ଯାଇଛି ଯାହା ବହୁତ ଲୋକ ଜାଣି ନଥିବେ |

ଆଜି ଆମେ ଆପଣଙ୍କୁ କିଛି ଖାଇବା ଉପାୟ କହିବୁ ଓ ଏହା ସହ କିଛି ଲଗେଇବା ଉପାୟ ମଧ୍ୟ କହିବାକୁ ଯାଉଛୁ ।ଆପଣ ମାନେ ସମସ୍ତେ ଘରେ ରୋଷେଇ ପାଇଁ ମେଥି ବ୍ୟବହାର କରନ୍ତି ତେବେ ବଜାରରୁ ଗୋଟା ମେଥି ଆଣନ୍ତୁ ଆଉ ତାକୁ ବାଟି ଦିଅନ୍ତୁ ମନେ ରଖିବେ ଆମେ ଆପଣଙ୍କୁ ଯାହା ଯାହା ମିଶେଇବା ପାଇଁ କହିବୁ ତାହା ସବୁ ୫୦ – ୫୦ଗ୍ରାମ ହାବା ଆବଶ୍ୟକ ତେବେ ୫୦ ଗ୍ରାମ ମେଥି ତା ପରେ ୫୦ ଗ୍ରାମ ସୁଣ୍ଠି ପାଉଡର ତେବେ ଆପଣ ଗୋଟା ସୁଣ୍ଠି ବାଟିକି ରଖନ୍ତୁ ଆପଣଙ୍କ ପାଇଁ ଅଧିକ ଲାଭକାରୀ ଅଟେ ।

knee

ଏହା ପରେ ଆପଣ ୫୦ ଗ୍ରାମ ହଳଦୀ ମିଶାନ୍ତୁ ଓ ତାହଜ ପରେ ସେଥିରେ ୫୦ ଗ୍ରାମ ଅଶ୍ଵଗନ୍ଧା ପାଉଡର ମିଶାଇ ଦିଅନ୍ତୁ ।ତେବେ କଣ ଆପଣ ଜାଣିଛନ୍ତି ଅଶ୍ଵଗନ୍ଧାର କେତେ ଲାଭ ହୋଇଥାଏ, କେବଳ ଅଶ୍ଵଗନ୍ଧା ସବୁଦିନ ସେବନ କଲେ ଆପଣଙ୍କ ଶରୀର ୯୦ ପ୍ରତିଶତ ରୋଗ ର ନିବାରଣ ହୋଇଯିବ କାହିଙ୍କିନା ଅଶ୍ଵଗନ୍ଧା ଆମ ପେଟକୁ ସଫଡା ରଖିବାରେ ଆଉ ପାଚନ ପ୍ରକ୍ରିୟା ସଠିକ ରଖିବାରେ ସାହାଜ୍ଯ କରିଥାଏ ଯାହା ଦ୍ଵାରା ଆମ ଶରୀରରେ ଊର୍ଜା ବ୍ୟର୍ଥ ନଷ୍ଟ ହୁଏ ନାହିଁ ଆଉ ରୋଗ ପ୍ରତି ରୋଧକ କ୍ଷମତା ବଢାଇଥାଏ ।

ତେବେ ଏହି ସବୁ ଜିନିଷ ମିଶାଇ ତିଆରି କରିଥିବା ପାଉଡର ଆପଣ ପ୍ରତି ଦିନ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଗୋଟେ ଚାମଚ ମିଶାଇ ସେବନ କରନ୍ତୁ ଦେଖିବେ ବହୁତ ଭଲ ଫଳ ଆପଣଙ୍କୁ ଦେଖିବାକୁ ମିଳିବ ।

ତେବେ ଆପଣଙ୍କୁ ଯଦି ଆଣ୍ଠୁ ଗଣ୍ଠି ଦରଜ ସହ ଥଣ୍ଡା ମଧ୍ୟ ସବୁବେଳେ ରହୁଛି ଆଉ ଥଣ୍ଡା ପାଇଁ ଶରୀରରେ ଦରଜ ରହୁଛି ତେବେ ଆପଣଙ୍କୁ ୫୦ଗ୍ରାମ ରାଶି ତେଲ ନବାକୁ ହବ ତାକୁ ଭଲ ଭାବରେ ଫୁଟାଇ ନିଅନ୍ତୁ ଏହା ପରେ କିଛି ରସୁଣ ଛେଚି ସେଥିରେ ଫୁଟାଇ ଦିଅନ୍ତୁ ଆଉ ରାତିରେ ଶୋଇବା ଆଗରୁ ଏହାକୁ ଆଫା ଆଣ୍ଠୁ ଗଣ୍ଠିରେ ମାଳିଶ କରନ୍ତୁ ଦେଖିବେ ଆପଣଙ୍କ ସମସ୍ୟା କିଛି ଦିନ ଭିତରେ ସେଶ ହୋଇଯିବ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *