Friday, January 21, 2022
us

ଲିଭର ଜନିତ କୌଣସି ସମସ୍ୟା ପାଇଁ କେବଳ ଏହି ଜୁସ ପିଅନ୍ତୁ, ତାପରେ ଦେଖନ୍ତୁ କମାଲ ।

HEALTH

ବନ୍ଧୁଗଣ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଶରୀର ପ୍ରତି ଆମେ ଅବହେଳା କରିଥାଉ । ଟଙ୍କା ସଞ୍ଚୟ କରିବା ଲାଳସାରେ ସ୍ୱାସ୍ଥ୍ୟକୁ ଖରାପ କରିଦେଉ । ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିଥାଏ । ଏହି ଜୀବନନାଶକ ରୋଗ ପ୍ରଥମେ ହାର୍ଟ,ଲିଭର୍ ଭଳି ଆଭ୍ୟନ୍ତରୀଣ ଅଙ୍ଗକୁ ନିଜ କବଳରେ କବଳିତ କରିଥାନ୍ତି ।

liverr

କିନ୍ତୁ ସମ୍ପୁର୍ଣ୍ଣ ରୂପେ ନହେଲେ ମଧ୍ୟ କିଛି ଉପାୟ ଆପଣାଇଲେ ଆପଣ ଏହି ସମସ୍ୟାରୁ ବାହାରିଆସି ପାରିବେ ।ଆପଣଙ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରଣୀୟ ଅଙ୍ଗ ହେଉଛି ଲିଭର । ସମାଜରେ ଅଧିକାଂଶ ଲୋକ ପେଟଜନୀତ ସମସ୍ୟାରେ ପୀଡିତ ରହୁଛନ୍ତି । ଯେଉଁଥିରେ ଗ୍ୟାସ୍,ଅପଚୟ ଆଦି ସମସ୍ୟା ଦେଖାଯାଇଥାଏ ।

ଏଥିପାଇଁ ହଜାର ହଜାର ଟଙ୍କାର ଔଷଧ ଖାଇଲେ ମଧ୍ୟ ଏଥିରୁ ଉପସମ ମିଳିନଥାଏ । କୁହାଯାଏ ମୂଳରୁ ଯଦି ସ୍ୱାସ୍ଥ୍ୟ ପ୍ରତି ସଜାଗ ରଖାଯାଏ ତେବେ ଏଭଳି ସମସ୍ୟା ଦେଖାଯିବ ନାହିଁ । କିନ୍ତୁ ଆର‌୍ୟୁବେଦରେ ମଧ୍ୟ ଲିଭର ଜନିତ ସମସ୍ୟାର ଉପସମ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ  |

ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ଲିଭରରୁ ମଇଳା ତଥା ଟକ୍ସିନକୁ ସଫା ରଖିପାରିବେ । ଲିଭରର ଆୟୁଷକୁ ବଢାଇବା ପାଇଁ ଆପଣଙ୍କୁ ଜଙ୍କଫୁଡ୍ ନାମକ ଲାଳସାକୁ ଛାଡିବାକୁ ପଡିବ । ଜଙ୍କଫୁଡ୍ ଜାଗାରେ ସିଝା ପରିବା ,ଫଳ ତଥା ସାଲାଡ୍ ଖାଇବା ଆରମ୍ଭ କରିଦିଅନ୍ତୁ । କିଛି ଦିନ ଏଭଳି ଉପାୟରେ ଖାଦ୍ୟକୁ କଣ୍ଟ୍ରୋଲ କଲେ ଆପଣଙ୍କ ଲିଭରରୁ ପ୍ରଚୁର ଝାଳ ଆକାରରେ ଟକି୍ସନ୍ ବାହାରକୁ ବାହାରି ଆସିବ ।

liver

ତେବେ ଆମେ ଆପଣଙ୍କୁ ଆଉ ଏକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଆପଣ ଲିଭର୍ ସମସ୍ୟାରୁ ଉପସମ ପାଇପାରିବେ । ଲାଉ, ହଳଦୀ, ଧନିଆଁ, ଲେମ୍ବୁ, କଳା ଲୁଣ, ଗିଲୋୟର ରସ ଆଦି ଆପଣଙ୍କୁ ଦରକାରରେ ଆସିବ । ପ୍ରଥମେ ଲାଉରେ ଧନିଆଁ ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ନିଅନ୍ତୁ । ଏହାପରେ ୧ ଗ୍ଲାସ୍ ମାତ୍ରା ହେବା ପରି ଏହାର ଜୁସକୁ ବାହାର କରିଦିଅନ୍ତୁ । ଏହି ଜୁସରେ ଗୋଟିଏ ଚାମଚ ହଳଦୀଗୁଣ୍ଡ,କଳା ଲୁଣ ,ଗୋଟିଏ ଚାମଚ ଲେମ୍ବୁ ରସ, ଏବଂ ୩୦ ମି.ଲି ଗିଲୋୟ ଏହି ଜୁସରେ ମିଶାଇ ଦିଅନ୍ତୁ । ଏହାପରେ ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *