neete

ପବିତ୍ର ମହିଳାଙ୍କର ରହିଥାଏ ଏହି ବିଶେଷ ଗୁଣ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନ ସମୟରେ କାହାକୁ ଚିହ୍ନିବା କିମ୍ବା ତାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ କିଛି ଲୋକ ସାମ୍ନାରୁ କିଛି ଅଲଗା ଓ ଭିତରୁ ଆଉ କିଛି ଅଲଗା ସ୍ଵଭାବର ହୋଇଥାନ୍ତି ସମସ୍ତଙ୍କର ଭଲ ଓ ଖରାପ ଗୁଣ ଦୁଇଟି ଥାଏ ତଥା ତାଙ୍କର ବିଚାର ଅଲଗା ଅଲଗା ହୋଇଥାଏ ।ଯାହା ଦ୍ଵାରା ଆମର ଭାବିବା ଓ ଚିନ୍ତା କରିବା ପଦ୍ଧତି ବି ଅଲଗା ଅଲଗା ହୋଇଥାଏ ।

କିନ୍ତୁ ଆପଣ କଣ ଜାଣିଛନ୍ତି ଆପଣ ଯେଉଁ କାମ କରନ୍ତି ସେହି କାମ ଆପଣଙ୍କୁ ଠିକ ଲାଗୁଥିବ କିନ୍ତୁ ଅନ୍ୟ ମାନଙ୍କୁ ଭଲ ଲାଗୁ ନ ଥିବ ଏହିଭଳି ପ୍ରାୟତଃ ହୋଇଥିବ ଆପଣଙ୍କ ଜୀବନରେ। କହିବାକୁ ଗଲେ ଭାରତୀୟ ପରିବାରରେ ନାରୀକୁ ମା ଲକ୍ଷ୍ମୀଙ୍କର ପ୍ରତିମା ବୋଲି କୁହାଯାଏ ମା ଅନ୍ନପୂର୍ଣାରେ ନାରୀକୁ ପୋଷଣର ବରଦାନ ଦେଇଛନ୍ତି ଯେଉଁ ଘରେ ନାରୀକୁ ପୂଜା କରାଯାଏ ସେଠାରେ ଦେବତାଙ୍କ ବସବାସ ହୋଇଥାଏ ଯେପରି କିଛି ମହିଳା ମାନେ ନିଜର କୁଳର ମାନ ରଖିଥାନ୍ତି |

ନିଜର ନୈତିକ ଓ ସାମାଜିକ ଆଚରଣକୁ ପବିତ୍ର ରଖିଥାନ୍ତି କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ନାରୀ ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟରେ କୁଳର ବିନାଶ ହୋଇଥାଏ ଏମିତିରେ କେମିତି ଜାଣିବେ କେଉଁ ମହିଳା ପବିତ୍ର ଓ କେଉଁ ମହିଳା ଖରାପ ଚରିତ୍ରର ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା କେଉଁ ମହିଳା ପବିତ୍ର ଓ ଅନ୍ୟ ମହିଳାଙ୍କ ଠାରୁ ଅଲଗା ହୋଇଥାନ୍ତି ଏମାନେ ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ।

ଆପଣଙ୍କୁ କହିଦେଉଛୁ କି ଯେଉଁ ମହିଳାଙ୍କ ଶରୀରରେ ଛୋଟ ଛୋଟ ରୁମ ଥାଏ ସେହି ପରି ନାରୀ ମାନେ ସବୁବେଳେ ପବିତ୍ର ହୋଇଥାନ୍ତି ଏହି ନାରୀମାନେ କୌଣସି ବି ପରିସ୍ଥିତିରେ ଅର୍ଥାତ ଖରାପ କିମ୍ବା ଭଲ ପରିସ୍ଥିତିରେ ନିଜ ସ୍ଵାମୀଙ୍କ ସାଥ ଛାଡନ୍ତି ନାହିଁ ଏହି ନାରୀମାନେ କୌଣସି ବି ପରିସ୍ଥିତିରେ ଡରନ୍ତି ନାହିଁ ।

ଦ୍ଵିତୀୟରେ ଯେଉଁ ନାରୀର ଓଠ ପତଳା ଥାଏ ସେହି ନାରୀ ନିଜ ସ୍ଵାମୀ ପ୍ରତି ବହୁତ ବିଶ୍ଵସ୍ତ ଥାନ୍ତି ଓ ସବୁବେଳେ ନିଜ ସ୍ଵାମୀ ପ୍ରତି ସମର୍ପଣ ଭାବନା ରଖିଥାନ୍ତି ଏମାନେ ନିଜ ସ୍ଵାମୀକୁ ହୃଦୟର ସହିତ ପ୍ରେମ କରିଥାନ୍ତି ଏହି ନାରୀ ମାନେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି ଏମାନେ ହୃଦୟରୁ ନିର୍ମଳ ଥାନ୍ତି ଓ ବହୁତ ସଂସ୍କାରୀ ଥାନ୍ତି ।

girl1

ତୃତୀୟରେ ଯେଉଁ ନାରୀମାନଙ୍କର କପାଳରେ କଳା ଯାଇ ଥାଏ ସେହି ନାରୀ ବୁଦ୍ଧିମାନ ଓ ଉଚ ଆତ୍ମବିଶ୍ଵାସୀ ହୋଇଥାନ୍ତି ମାତା ପିତାଙ୍କ ଗୁଣ ବିଦ୍ୟମାନ ଥାଏ ଏମାନେ ନିଜ ଘର ପରିବାରର ସଂସ୍କାର ବିଷୟରେ କେବେ ବି ଭୁଲି ଯାଆନ୍ତି ନାହିଁ ଏହି ନାରୀ ସବୁ କାର୍ଯ୍ୟରେ ସ୍ଵାମୀକୁ ସାହାଯ୍ୟ କରିଥାନ୍ତି ।ଯେଉଁ ନାରୀମାନଙ୍କ ନିଶରେ ହାଲୁକା ଭାବେ ଛୋଟ ଛୋଟ ଚୁଟି ଥାଏ ସେହି ନାରୀ ନ୍ୟାୟ ଧର୍ମ ଓ ଦାନ ପୂଣ୍ୟ ଉପରେ ବିଶ୍ଵାସ ରଖିଥାନ୍ତି ।

ଏମାନଙ୍କ ମନରେ ନିଜ ସ୍ଵାମୀ ପ୍ରତି ସବୁବେଳେ ପ୍ରେମ ଥାଏ ଓ ଏମାନେ ସବୁ ବେଳେ ଖୁସିରେ ରଖିଥାନ୍ତି ଏହି ନାରୀ ମାନଙ୍କ ପାଇଁ ଘର ପରିବାରରେ ସବୁବେଳେ ଖୁସିରେ ରହିଥାନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *