Thursday, September 23, 2021
dreem

ଏହି ପାଞ୍ଚଟି ସ୍ୱପ୍ନ ଗୁପ୍ତ ରଖିବେ କାହାକୁ କହିବେ ନାହିଁ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏହି ୫ ଟି ସ୍ଵପ୍ନ ବିଷୟରେ ଆପଣ କାହା ରି ଆଗରେ ପ୍ରକାଶ କରନ୍ତୁ ନାହିଁ, ପ୍ରକାଶ କରିଲେ ଆପଣ ବହୁତ ବଡ ସମସ୍ୟାରେ ପଡିବେ ।

ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚଟି ସ୍ଵପ୍ନ ପିଷୟରେ କହିବୁ କି ଆପଣ ସେହି ସ୍ଵପ୍ନ ଗୁଡିକୁ ଗୁପ୍ତ ରଖିବେ ଓ ଆପଣ ଏହି ସ୍ଵପ୍ନକୁ ଅନ୍ୟ ଲୋକଙ୍କ ଆଗରେ କହିବେ ନାହିଁ। ଆମେ ଆପଣଙ୍କୁ ଜଣେଇଦେବୁ ଯେ ଆପଣ କେବେ ବି ଏହି ସ୍ଵପ୍ନ କାହାରି ଆଗରେ ପ୍ରକାଶ କରିବେ ନାହିଁ ।ଏହି ସ୍ଵପ୍ନ କୁ ନିଜ ପରିବାର ଲୋକଙ୍କ ଆଗରେ ବି ପ୍ରକାଶ ନ କରିଲେ ଭଲ ହେବ । ଆଜି ଆପଣ ଜାଣିଯିବେ ଯେ କଣ ହୋଇଥାଏ ଏହି ସ୍ଵପ୍ନ କୁ ପ୍ରକାଶ କରିବା ଦ୍ଵାରା ।
dream

ଶୋଇଥିବା ସମୟରେ ତ ସବୁବେଳେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି, ସ୍ଵପ୍ନ ଦେଖିବା ତ ସାମାନ୍ୟ କଥା । ଆପଣ କିଛି ଏମିତି ସ୍ଵପ୍ନ ଦେଖିଥାନ୍ତି ଯେଉଁଥିରୁ କିଛି ସ୍ଵପ୍ନ ଅଛି ଯାହା ଆମେ ଶୋଇ କି ଉଠିବା ପରେ ଆମର ମନେ ନଥାଏ ଆଉ କିଛି ସ୍ଵପ୍ନ ଅଛି ଆମର ଭଲ ଭାବରେ ମନେଥାଏ ଆପଣ ବହୁତ ଲୋକଙ୍କ ଠାରୁ ସୁଣିଥିବେ ଏବଂ ନିଜେ ବି କହୁଥିବେ ଜାଣିଛ ମୁ ଆଜି ଏମତି ସ୍ଵପ୍ନ ଦେଖିଲି, ଆପଣ ନିଜ ସ୍ଵପ୍ନ ବିଷୟରେ କାହାରିକୁ କହିବାକୁ ଭୁଲିନଥାନ୍ତି । କିନ୍ତୁ ଏକଥା ବହୁତ କମ ଲୋକଙ୍କୁ ଜଣା ଏମିତି କିଛି ସ୍ଵପ୍ନ ଅଛି ଯାହା ବିଷୟରେ କାହାରି ଆଗରେ ପ୍ରକାଶ କରାଯାଏ ନାହିଁ । ଶାସ୍ତ୍ର ଅନୁସାରେ ଏମିତି କରିବା ଭୁଲ ହୋଇଥାଏ । ଏହା ଦ୍ଵାରା ମିଳୁଥିବା ଶୁଭ ଫଳ ଆପଣଙ୍କୁ ମିଳେ ନାହିଁ ଆସନ୍ତୁ ଜାଣିବା ଏହି ୫ ଟି ସ୍ଵପ୍ନ କଣ ସବୁ ।

ପ୍ରଥମେ ମୁଁ ଆପଣଙ୍କୁ ପ୍ରକୃତି ବିଷୟରେ କହିବି ଆପଣ ଏମିତି ସ୍ଵପ୍ନ ଦେଖିଥିବେ ଯେଉଁଥିରେ ହରା ଭରା ପ୍ରକୃତି, ପାହାଡ, ପର୍ବତ, ନଦୀ, ଝରଣା, ସମୁଦ୍ର ନଜର ଆସୁଥିବ । ଏମିତି ସ୍ଵପ୍ନ ଦେଖିଲେ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ବଡ ଖୁସି ଖବର ଆସିବାର ଥାଏ । ଯଦି ଆପଣ ଅନ୍ୟ କାହା ଆଗରେ ପ୍ରକାଶ କରି ଦେଉଛନ୍ତି ଆଗକୁ ମିଳିବାକୁ ଥିବା ଶୁଭ ଫଳ ମିଳେ ନାହିଁ। ଆପଣ ବେଳେବେଳେ ମୃତ୍ୟୁ ସ୍ଵପ୍ନ ଦେଖିଥାନ୍ତି, ଅନ୍ୟ କେହି ମରିଯାଉଥିବା ର ସ୍ଵପ୍ନ ଦେଖିଥାନ୍ତି । ହଠାତ ଡରିଯାଇଥାନ୍ତି ଏବଂ ବହୁତ ବ୍ୟସ୍ତ ହୋଇଥାନ୍ତି । ଆପଣ ଏହି ସ୍ଵପ୍ନ ଦେଖିବା ପରେ ଭୟ କରନ୍ତୁ ନାହିଁ । କାରଣ ମୃତ୍ୟୁ ସ୍ଵପ୍ନ ଦେଖିବା ର କାରଣ ଆପଣଙ୍କ ଜୀବନ ରୁ ଦୁଃଖ ଦୂର ହୋଇଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରୁଛନ୍ତି ମିଳିବାକୁ ଥିବା ଶୁଭ ଫଳ ଆଉ ମିଳେ ନାହିଁ ।

dreamm

ତୃତୀୟ ରେ ସାପ ସ୍ଵପ୍ନ ଆପଣ ସ୍ଵପ୍ନ ରେ ସାପ ଦେଖୁଥିବେ ସାପ ଦେଖି ବିଲକୁଲ ଭୟ କରନ୍ତୁ ନାହିଁ । କାରଣ ସ୍ଵପ୍ନରେ ସାପ ଦେଖିବା ହେଲା ଆପଣଙ୍କ ବ୍ୟବସାୟରେ ଲାଭ ବଢିବ ଓ ଆପଣଙ୍କର ଧନ ବଢିବ । ଏହି ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରିବେ ନାହିଁ ।ଚତୃର୍ଥ ରେ ଭଗବାନଙ୍କ ସ୍ଵପ୍ନ ଆପଣ ଯଦି ଭଗବାନ ଙ୍କୁ ସ୍ଵପ୍ନ ରେ ଦେଖୁଛନ୍ତି ଜାଣିବେ ଯେ ଆପଣଙ୍କ ପାଖକୁ ଖୁସି ଖବର ଆସିବାର ଅଛି ।

ଯଦି ଆପଣ ଭଗବାନ ଙ୍କୁ ସ୍ଵପ୍ନ ରେ ଦର୍ଶନ କରୁଛନ୍ତି ଜାଣିବେ ଆପଣଙ୍କ ଜୀବନ ରେ ବହୁତ ବଡ ସଫଳତା ମିଳିବାର ଅଛି । ଏହି ସ୍ଵପ୍ନ ବିଷୟରେ ଅପଣ କାହା ଆଗରେ ପ୍ରକାଶ କରିବେ ନାହିଁ ।ପଞ୍ଚମ ରେ ମାଛ ସ୍ଵପ୍ନ ଆପଣ ସ୍ଵପ୍ନ ରେ ଦେଖୁଥିବେ କେହି ମାଛ କୁ ଧରୁଥିବେ ନ ହେଲେ ଖାଉଥିବେ । ମାଛ କୁ ସ୍ଵପ୍ନରେ ଦେଖିଲେ ଅଚାନକ ଧନ ମିଳି ଥାଏ । ଆପଣ ଏହି ସବୁ ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରିବେ ନାହିଁ କାରଣ ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ବିଷୟରେ ପ୍ରକାଶ କରିଲେ ଫଳ ମିଳିନଥାଏ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *