ealina

ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଏଲିନା ଙ୍କ ସମ୍ପତ୍ତି ଏବଂ ରୋଜଗାର ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

NEWS

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଓଲିଉଡ ଫିଲ୍ମ ଇଣ୍ଡରଷ୍ଟ୍ରି ରେ ଅନେକ ହିରୋଇନ ଅଛନ୍ତି।ଏହିପରି କିଛି ହିରୋଇନ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ହିଁ ଏହି ଓଡିଆ ଫିଲ୍ମ ଇଣ୍ଡରଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଜାଣିବା ଏହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯାହାକି ସେ ବହୁତ କମ ଦିନରେ ଏହି ଇଣ୍ଡଷ୍ଟ୍ରିରେ ଭଲ ଲୋକ ପ୍ରିୟତା ହାସଲ କରିଛନ୍ତି ।ସେ ଆଉ କେହି ନୁହେଁ ସେ ହେଉଛନ୍ତି ଏଲିନା ସାମନ୍ତରାୟ । ଆଜି ଆମେ ଜଣାଇବୁ ତାଙ୍କ ପରିବାର ଓ ସମ୍ପତ୍ତି ବିଷୟରେ । ଏଲିନା ସାମନ୍ତରାଯ ଙ୍କର ଜନ୍ମ ୧୯୯୬ ମସିହାରେ କଟକ ସହରରେ ହୋଇଥିଲା । ବର୍ତମାନ ତାଙ୍କର ବୟସ ମାତ୍ର ୨୩ ବର୍ଷ ବୟସ ।

ealina

ସେ ବହୁତ କମ ବୟସ ଏହି ଓଡିଆ ଫିଲ୍ମ ଜଗତରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେ ପ୍ରଥମେ ଅଲିଉଡ ଇଣ୍ଡଷ୍ଟ୍ରି ବା ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ କିଏ ହେବ ମୋ ହିରୋଇନ ରିୟାଲିଟି ସୋ ମାଧ୍ୟମରେ । ସେ ୩ ଏହି ରିୟାଲିଟି ସୋରେ ବିଜେତା ହେବା ପରେ । ସେ ପ୍ରଥମ ଓଡିଆ ଫିଲ୍ମ ତୁହି ତୁ ମାଧ୍ୟମରେ ଓଡିଆ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ତାଙ୍କ ବାପାଙ୍କ ନାମ ରାଜତିଳକ ସାମନ୍ତରାୟ । ଓ ମାଙ୍କର ନାମ  ରୀତ ସାମନ୍ତରାୟ । ଏଲିନା ସମନ୍ତରାୟ ବର୍ତମାନ ଶୁଦ୍ଧା ପ୍ରାୟ ସବୁ ନାମୀ ଦାମୀ କଳାକାରଙ୍କ ସହ ଫିଲ୍ମ ରେ ଅଭିନୟ କରିସାରିଛନ୍ତି । ତାଙ୍କ ଶରୀର ଗଠନ ୩୪ , ୨୮ ଓ ୩୪ ଅଟେ।ଏବେ ତାଙ୍କୁ ୨୩ ବର୍ଷ , ଉଚ୍ଚତା ୫ ଫୁଟ ୭ ଇଞ୍ଚ ଓ ଓଜନ ୬୦ କେଜି ଅଟେ ।

ସେ ଗୋଟିଏ ବିଜ୍ଞାପନ କରିବା ପାଇଁ ୨ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସମ୍ପତି ୪ କୋଟି ଟଙ୍କା ଅଟେ । ଏହା ସହ ତାଙ୍କର ଗୋଟିଏ ଆଲୀସନ ଘର ମଧ୍ୟ ଅଛି । ଏହା ସହିତ ତାଙ୍କ ପାଖରେ ଗୋଟିଏ ହୁଣ୍ଡାଇ କାର ଅଛି । ଏବେ ସେ ଯେଉଁ ଘରେ କଟକରେ ରହୁଛନ୍ତି ତାକୁ ବର୍ଷକ ତଳେ ସେ କ୍ରୟ କରିଥିଲେ । ଏଲିନା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୨ ରୁ ୧୫ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୧୨ ଟି ଫିଲ୍ମ ରେ ଅଭିନୟ କରିସାରିଛନ୍ତି । ସେ ବହୁତ ଗୁଡିଏ ବ୍ରାଣ୍ଡ ସ୍ପନସରଶିପ କରିଛନ୍ତି ଓ ବିଜ୍ଞାପନ କରିଛନ୍ତି ।

ealinaaସେ ଓଡିଆ ଫିଲ୍ମ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସହ ମିଶି କିଛି ଫିଲ୍ମରେ ଅଭିନୟ କରିଛନ୍ତି । ସେ ପପୁ ପମ ପମ , ବାବୁ ଶାନ , ସବ୍ୟସାଚୀ ମିଶ୍ର ଏହି ଭଳି କିଛି କଳାକାରଙ୍କ ସହ ମିଶି ଓଡିଆ ଫିଲ୍ମ ରେ ଅଭିନୟ କରିଛନ୍ତି । ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *