ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା ଯଦି ଆପଣ ଶୋଇବା ସମୟ ରେ ଠାକୁର ପୂଜା କରୁଥିବାର ସ୍ଵପ୍ନ ଦେଖନ୍ତି ତେବେ ତାହାର ଅର୍ଥ କଣ? ରାତିରେ ଶୋଇବା ପରେ ନିଦ ରେ ସ୍ବପ୍ନ ଆସିବା ସ୍ୱଭାବିକ କଥା। ସାଧାରଣତଃ ସ୍ବପ୍ନ ରେ ଭବିଷ୍ୟତ ରେ କରୁଥିବା କାମ, ଭାବୁଥିବା କାମକୁ ଦେଖାଉ ଥିବା କିମ୍ବା ବେଳେ ବେଳେ କିଛି ଦୁଃସ୍ୱପ୍ନ ମଧ୍ୟ ଦେଖି ଥାଉ।କୁହାଯାଏ ସକାଳୁ ସକାଳୁ ଦେଖୁ ଥିବା ସ୍ଵପ୍ନ ସତ ହୋଇଥାଏ। ବିଭିନ୍ନ ସାଧୁ ସନ୍ଥ ଙ୍କ ମତ ଅନୁସାରେ ଆଜି ଜାଣିବା ରାତିରେ ଶୋଇବା ପରେ ଦେଖୁଥିବା ସ୍ବପ୍ନ ର କିଛି ମହତ୍ତ୍ଵ ବିଷୟରେ।
ସାଧୁ ସନ୍ଥ ମାନେ ବହୁତ ବର୍ଷ ତପସ୍ୟା କରି ଜୀବନର ଅନେକ ରହସ୍ୟ ଜାଣିପାରି ଥାଆନ୍ତି। ତାଙ୍କ କହିବା ଅନୁସାରେ ସ୍ବପ୍ନ ରେ ଦେଖୁଥିବା ପ୍ରତ୍ୟେକ କଥାର କିଛି ନା କିଛି ମହତ୍ତ୍ଵ ରହିଛି।ସେ ହୁଏତ ଆପଣଙ୍କ ଆଗତ ହେଉ ଓ ଭବିଷ୍ୟତ ବିଷୟରେ ହେଉ।କାରଣ ସ୍ବପ୍ନ ଏକ ସ୍ବତନ୍ତ୍ର ପଥ ଯାହା ମାଧ୍ୟମ ରେ ଭଗବାନ ଆମକୁ କିଛି ସଙ୍କେତ ଦେଇଥାନ୍ତି।
ଜାଣିବା ରାତି ସ୍ଵପ୍ନ ର ଗୁରୁତ୍ବ କଣ, ଅନେକ ଲୋକ ଭଗବାନ ଙ୍କୁ ଶୋଇବା ପରେ ସ୍ବପ୍ନ ରେ ବିଭିନ୍ନ ପ୍ରକାର ରୂପରେ ଦେଖିଥାନ୍ତି। ଯଦି କେହି ସାଧାରଣ ମଣିଷ ଶୋଇବା ପରେ ସ୍ବପ୍ନ ରେ ଠାକୁର ପୂଜା କରୁଥିବା ର ସ୍ବପ୍ନ ଦେଖନ୍ତି ତ, ତେବେ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
ଯଦି ଶୋଇବା ପରେ ସ୍ବପ୍ନ ରେ ପୂଜା ଥାଳି, ଘଣ୍ଟ ଓ ଘଣ୍ଟି ସହ ପୂଜା କରୁଥିବା ର ସ୍ବପ୍ନ ଦେଖନ୍ତି,ତେବେ ଠିକ୍ ଏକ ବର୍ଷ ଭିତରେ ଆପଣଙ୍କ କର୍ମ ଅନୁସାରେ ଆପଣଙ୍କ ଭାଗ୍ୟ ନିଶ୍ଚିନ୍ତ ପରିବର୍ତ୍ତନ ହେବ। ଏବେ ଜାଣିଲେ ତ ସ୍ବପ୍ନ ରେ ଠାକୁର ପୂଜା କରୁଥିବା ର ଦେଖିଲେ କଣ ସବୁ ହୁଏ।ଭଗବାନ ସର୍ବଦା ଆମର ଭଲ ଚାହିଁ ଥାଆନ୍ତି, ତେଣୁ ଆମ ଜୀବନରେ ଆଗକୁ ଘଟିବାକୁ ଯାଉଥିବା କିଛି ଘଟଣା ବିଷୟରେ ଆମକୁ ଆଗରୁ କିଛି ସଂକେତ ଦେଇଥାନ୍ତି, ସେଥି ମଧ୍ୟରୁ ସ୍ବପ୍ନ ଏକ ସ୍ବତନ୍ତ୍ର ପଥ ଯାହା ଦ୍ୱାରା ଆପଣଙ୍କୁ ଆଗକୁ ଘଟିବାର ଥିବା କିଛି ଘଟଣା ସମ୍ପର୍କରେ ଆଗୁଆ ସଙ୍କେତ ମିଳିଯାଏ।
ଆମକୁ ସର୍ବଦା ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ, କାହିଁକି ନା ଯଦି ଭଗବାନ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ ଆଉ ଶୁଭ ଫଳ ଦେବା ବଦଳରେ ଅଶୁଭ ଫଳ ଦେଇଥାନ୍ତି। ତେଣୁ ସଦା ସର୍ବଦା ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତୁ, ଯାହା ଫଳରେ ଭଗବାନ ଙ୍କ ର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥିବ।ତେବେ ଆଜିର ଏହି ବିଷୟ ମାଧ୍ୟମ ରେ ଆପଣ ଜାଣିବାକୁ ପାଇଲେ ଯେ ଆମକୁ ସ୍ବପ୍ନ ଦ୍ବାରା କିପରି ଭଗବାନ ଆମର ଭବିଷ୍ୟତ ରେ କିଛି ଘଟିବାକୁ ଥିବା ଘଟଣା ବିଷୟରେ ସଙ୍କେତ ଦେଉଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l