clver

ତାହା କଣ ଯାହା ମେ ରେ ଅଛି କିନ୍ତୁ ଡ଼ିସେମ୍ବର ରେ ନାହିଁ,ନିଆଁ ରେ ଅଛି କିନ୍ତୁ ପାଣି ରେ ନାହିଁ? 99% ଲୋକ ଫେଲ |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆପଣ ମାନଙ୍କ ପାଇଁ ରହିଛି ୧୦ ଟି ମଜାଦାର ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିବ।ଭବିଷ୍ୟତ ରେ ଏହା ଆପଣ ଙ୍କୁ ବହୁତ ସାହାଯ୍ୟ କରିବ,ଓ ଲାଭଦାୟକ ହେବ। ଏହି ପ୍ରଶ୍ନ ଗୁଡିକ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ।ଏହି ପ୍ରଶ୍ନ ହଠାତ ଆମକୁ କିଏ ବି ପଚାରି ଦେଇ ପାରେ।

ଆଜି କାଲି ଇଣ୍ଟରର୍ଭିଉ ରେ ତା ଏହି ପରି ପ୍ରଶ୍ନ ଆସିବା ତ ସ୍ୱାଭାବିକ।ଏହି ପ୍ରଶ୍ନ ମଧ୍ୟ ଆମ ପ୍ରବେସିକା ପରିକ୍ଷା ରେ ପଚାରାଯାଏ।ଆହୁରି ମଧ୍ୟ କିଛି ଲୋକ ହଠାତ ଆମକୁ ଏହିପରି ପ୍ରଶ୍ନ କରିଥାନ୍ତି।ଯାହାର ଉତ୍ତର ଦେବାରେ ଆମେ ଅସମର୍ଥ ହୋଇଥାଉ।ଏହା ଦ୍ଵାରା ଆମର ବୁଦ୍ଧି ର ପରୀକ୍ଷା କରାଯାଏ।ତ ଫ୍ରେଣ୍ଡସ ଆସନ୍ତୁ ଜାଣିବା କିଛି ଏମିତି ରୋଚକ ପ୍ରଶ୍ନ ଓ ତାର ଉତ୍ତର….ଆଉ ନିଜର ଜ୍ଞାନ ର ପରିସର କୁ ଟିକେ ବୃଦ୍ଧି କରିବା।

ପ୍ରଥମ ପ୍ରଶ୍ନ | ପ୍ରଶ୍ନ୧.ତାହା କେଉଁ ଜିନିଷ ଯାହା ପାଣି ରେ ମଧ୍ୟ ଓଦା ହୋଇ ନଥାଏ? ଉତ୍ତର-ଛାଇ , ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୨.ସବୁ କିଛି ଲେଖା ହୋଇଛି କିନ୍ତୁ କେହି ତାକୁ ପଢି ପାରୁ ନାହାନ୍ତି ତାହା କଣ? | ଉତ୍ତର-ଭାଗ୍ୟ , ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୩.ସେ କିଏ ଯିଏ ନିଦ ରେ ମଧ୍ୟ ଛିଡା ହୋଇଥାଏ? | ଉତ୍ତର-ଘୋଡା ,ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୪.ତାହା କଣ ଯାହାକୁ ଆପଣ କେଉଁଠି ନା କେଉଁଠି ଛାଡି ଦେଇଥାନ୍ତି, ହେଲେ ସେ ଆପଣଙ୍କ ପାଖରେ ରହିଥାଏ? ଉତ୍ତର-ଟିପ ଚିହ୍ନ

ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୫.ୟା ହାତ ରୁ ତା ହାତ ହୁଏ ସେ,ସେ ବହୁତ ଯାହା ହାତରେ ରାହୁଲ ସେ ମଜଭୁତ,ତାହା କଣ? | ଉତ୍ତର-ଟଙ୍କା, ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୬.ତାହା କଣ ଯାହା ପରିଷ୍କାର ଥିଲେ କଳା ଓ ଅପରିଷ୍କାର ଥିଲେ ତାହା ଧଳା ଦେଖା ଯାଏ? | ଉତ୍ତର-କଲା ପଟା, ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୭.ତାହା କଣ ଯାହା ଅନ୍ୟ କୁ ଦେଲେ ମଧ୍ୟ ନିଜେ ରଖିବାକୁ ପଡେ? | ଉତ୍ତର-ବଚନ

ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୮.କେଉଁ ଦେଶ ରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ? | ଉତ୍ତର-ନେପାଳ, ପରବର୍ତ୍ତୀ ପ୍ରଶ୍ନ | ପ୍ରଶ୍ନ୯.ମୁଁ ସମସ୍ତଙ୍କ ଠାରେ ଅଛି କିନ୍ତୁ ମତେ କେହିଁ ପସନ୍ଦ କରନ୍ତି ନାହି? | ଉତ୍ତର-ଡର, ଶେଷ ପ୍ରଶ୍ନ | ପ୍ରଶ୍ନ୧୦.ତାହା କଣ ଯାହା ମେ ରେ ଅଛି କିନ୍ତୁ ଡେସମ୍ବର ରେ ନାହିଁ,ନିଆଁ ରେ ଅଛି କିନ୍ତୁ ପାଣି ରେ ନାହିଁ? | ଉତ୍ତର-ଗରମ

ଏହା ଥିଲା ୧୦ ଟି ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ନିଜର ମତ ଦିଅନ୍ତୁ।ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *