binsasa

ପୁରୁଷର ବିନାଶର କାରଣ ହୋଇଥାନ୍ତି ଏହି ୪ଟି ଜିନିଷ, ସବୁବେଳେ ଦୁରେଇ ରୁହନ୍ତୁ ଏଥିରୁ |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ପୁରୁଷ ମାନଙ୍କ ବିନାସ ର ୪ଟି ପ୍ରମୁଖ କାରଣ କହିବୁ। ଲେଖା ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଜାଗ୍ରତ ଥିବା ଯାଏ ଭୟ ଆସେନାହିଁ ।କ୍ରୋଧିଲୋକ ପାଖରେ ନ୍ୟାୟ ନଥାଏ।ଉଦ୍ଯୋଗ କଲେ ଦାରିଦ୍ର୍ୟ ରାହେନାହିଁ।ଜପ କଲେ ପାପ ରାହେନାହିଁ।ମୌନ କଲେ କଳହ ରହେ ନାହିଁ।ଏହା ହି ହେଉଛି ଚାଣକ୍ୟଙ୍କ ର ନୀତିବାଣୀ।ତେଣୁକରୀ ସଦା ସର୍ବଦା ଜାଗ୍ରତ ହେବା ଆବଶକ।ଜାଗ୍ରତ ହେଲେ ଯାଇ ଆମେମାନେ ବିପଦର ସାମ୍ନା କରିପାରିବ।ଜାଗ୍ରତ ହି ସବୁସମସ୍ୟାର ନିରାକରଣ।ଏହାକୁ ମନେ ରଖିବା ଆବଶ୍ୟକ।

ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗ ରୁ ଜଣା ପଡିଥାଏ।ତେଣୁକରୀ ବନ୍ଧୁ ମାନଙ୍କୁ ସର୍ବଦା ସହଯୋଗ କରନ୍ତୁ ଯେପରି ବିପଦ ସମୟରେ ସେମାନେ ପାଖରେ ଛିଡାହେବେ।ଏହାହିଁ ବନ୍ଧୁତ୍ୱର ସଂକେତ।ବନ୍ଧୁ ସର୍ବଦା ଆପଣାର ହୋଇଥାଏ।ଉଚିତ ବନ୍ଧୁ କେବେବି ଧୋକା ଦେଇନଥାଏ।ନଦୀ ,ନାରୀ ,ଶସ୍ତ୍ରଧାରୀ,ନଖ ଥିବା ପ୍ରାଣୀ,ଶିଙ୍ଗ ଥିବା ପଶୁ ଓ ରାଜ ପରିବାର ର ଲୋକ ଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟ ଜନକ।

boy

ସନ୍ତାନକୁ ପାଞ୍ଚବର୍ଷ ଯାଇ ଲାଳନ ପାଳନ କରିବ,ଦଶ ବର୍ଷ ଯାଏ ଆକଟ ରେ ରଖିବ,ଏବଂ ଷୋହଳ ବର୍ଷ ପରେ ମିତ୍ର ପରି ଜ୍ଞାନ ଦେବା ଉଚିତ।ସବୁ ପାହାଡ ଭିତରେ ମଣି ନଥାଇ ପାରେ,ସବୁ ହାତୀ ଙ୍କ ମସ୍ତକରେ ମୁକ୍ତା ମିଳେ ନାହିଁ,ସବୁ ସ୍ଥାନ ରେ ଭଲ ମଣିଷ ମିଳନ୍ତି ନାହିଁ,ଏବଂ ସବୁ ଗଛ ଚନ୍ଦନ ନୁହନ୍ତି।

ଦୁଇଜଣ ଏକା ସାଙ୍ଗରେ ପଢିବା ଦୁହିଙ୍କ ପାଇଁ ହିତ।ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରତିଯୋଗିତାର ମନୋଭାବ ଆସିଥାଏ।ଏପରିକି ଦୁଇଜଣ ସଦାସର୍ବଦା ସୁଖରେ ଥାଆନ୍ତି।ଅତିଥି ଭଗବାନ ସଦୃଶ ,ଯେଉଁ ଘରୁ ଅତିଥି ଅସନ୍ତୁଷ୍ଟ ହୋଇ ଆପ୍ୟାୟିତ ନହୋଇ ଫେରି ଯାଆନ୍ତି ସେ ଘର ନଷ୍ଟ ହୋଇ ଯାଇଥାଏ।ଯାହା ପାଖରେ ଜ୍ଞାନ ଥାଏ ସେ ସଦା ସୁଖୀ,ସଂସାର ଯାକର ଦୁଃଖ ତାପାଖରେ ହାର ମାନିଥାଏ।ତେଣୁକରୀ ଅତିଥି ମାନଙ୍କୁ ଆଦର କରନ୍ତୁ।

ସ୍ୱର୍ଗ,ମର୍ତ୍ତ ବୋଲି କିଛି ନଥାଏ।ଏଇଟି ସ୍ୱର୍ଗ ଏଇଟି ମର୍ତ୍ତ ,ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ ଏବଂ ମନ୍ଦ କାମ କଲେ ନର୍କ ପାଇଁ ଯନ୍ତ୍ରଣା ମିଳିଥାଏ।ତେଣୁ ସ୍ୱର୍ଗ,ମର୍ତ୍ତ ଭିତରେ ତଫାତ ଜାଣିବା ଆବାଶ୍ୟକ।ସ୍ୱର୍ଗ ଏବଂ ମର୍ତ୍ତ ଭଗବାନଙ୍କର ସ୍ଥାନ ହୋଇଥାଏ।ବିଜ୍ଞ,ଦୂରଦର୍ଶୀ ପିତାମାତା ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।ଉତମ ଶିକ୍ଷା ସନ୍ତାନକୁ ଉଚିତ ମାର୍ଗ ପ୍ରଦଶନ କରିଥାଏ।ବିଜ୍ଞ ମାନେ ସର୍ବଦା ଦୂରଦର୍ଶୀ ହୋଇ ଥାନ୍ତି।

ପୁରୁଷର ଚାରିଟି ବିନାଶ ର କାରଣ। ଯେଉଁମାନଙ୍କ ଦ୍ୱାରା ବିପଦ ସୁନିଶ୍ଚିତ ଆସିବ ସେମାନେ ହେଉଛନ୍ତି; – କରଜ କରିଥିବା ପିତା, ଚରିତ୍ରହୀନ ମା, ସୁନ୍ଦରୀ ଚାରିତ୍ରହୀନା ସ୍ତ୍ରୀ, ମୂର୍ଖପୁତ୍ର ଏବଂ ଦୁଷ୍ଟ ପୁତ୍ର

ଏହି ମାନଙ୍କ ଦ୍ୱାରା ହି ପୁରୁଷର ଜାତିର ବିନାଶ ହୋଇଥାଏ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *