stree

ସ୍ତ୍ରୀମାନେ ଭୂଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ନିଜ ସ୍ୱାମୀର ଏହି ୫ଟି ଗୁପ୍ତ କଥା |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆମ ସଭିଙ୍କର କିଛି ନା କିଛି ଗୁପ୍ତ କଥା ରହିଛି। ମହିଳାଙ୍କ ମଧ୍ୟରେ ସବୁଠୁ ଗୁପ୍ତ କଥା ହେଲା ସେମାନଙ୍କ ସ୍ବାମୀଙ୍କ ବିଷୟରେ କଥାବାର୍ତ୍ତା। ତେବେ ଅନେକ ସମୟରେ ସେମାନେ ଅଧିକ ଭାବପ୍ରବଣ ହୋଇ ସ୍ବାମୀଙ୍କ ସମନ୍ଧିତ ଅନେକ କଥା କହି ଦେଇ ଥାନ୍ତି। ଯେଉଁ କଥାପାଇଁ ପଛରେ ପସ୍ଥାଇ ଥାନ୍ତି ତେବେ ଜାଣନ୍ତୁ ସ୍ବାମୀଙ୍କ ସମନ୍ଦିତ କେଉଁ ସବୁ କଥା ଅନ୍ୟ ମାନଙ୍କୁ କହିବା ଅନୁଚିତ

୧) ସ୍ବାମୀଙ୍କ ସହିତ କୌଣସି କାରଣକୁ ନେଇ ଝଗଡା ହୋଇଥିଲେ ସେହି କଥାକୁ ଅନ୍ୟ ଆଗରେ କହିବା ଉଚିତ ହୋଇ ନଥାଏ ଅନେକ ହାର ଫାଇଦା ନେବା ସହ ତୁମ ସ୍ବାମୀଙ୍କ ଭିନ୍ନ ନଜରରେ ଦେଖିଥାନ୍ତି।

୨)ସ୍ବାମୀଙ୍କ ଦରମା ଅନ୍ୟ କାହା ଆଗେ କୁହନ୍ତୁ ନାହିଁ।ଏହା ଆପଣଙ୍କ ସ୍ୱାମୀଙ୍କ ରୋଜଗାର ଅଟେ। ଏହା ଜଣେ ପୁରୁଷଙ୍କ ପାଇଁ ସବୁ କିଛି ହୋଇଥାଏ। ଏହା ଆପଣଙ୍କ ସ୍ୱାମୀଙ୍କ ସମ୍ମାନ ହୋଇଥାଏ। ତେଣୁ ଏହି ସସବୁ କଥା କାହାକୁ ମଧ୍ୟ କହିବା ଉଚିତ ନୁହେଁ।

୩) କୌଣସି ସମୟରେ ଆପଣଙ୍କ ସ୍ବାମୀ କେଉଁ ଜିନିଷକୁ ଡରୁଥିଲେ କିମ୍ବା କ’ଣ ସ୍ବାସ୍ଥ୍ୟ ସମସ୍ୟା ଥିଲେ । ସେସବୁ ବାହାର ଲୋକଙ୍କୁ କୁହନ୍ତୁ ନାହିଁ କାରଣ ସେମାନେ ତାହାର ମଜାକ ଉଡାଇଥାନ୍ତି।

୪)ତୁମ ସ୍ବାମୀଙ୍କ ଜୀବନରେ ଆଗରୁ କିଏ ଥିଲେ ତାା ଅନ୍ୟ ଲୋକଙ୍କ ଆଗରେ କହିବା ଜରୁରି ହୋଇ ନ ଥାଏ। ଆପଣଙ୍କ ସ୍ୱାମୀଙ୍କ ଅନ୍ୟତ୍ର ବନ୍ଧୁ ଥିଲେ ଏହାକୁ ମଧ୍ୟ ସମାଜ ଆଗରେ ପ୍ରକାଶ କରିବା ଉଚିତ ନୁହେଁ।

୫)ସ୍ୱାମୀଙ୍କ ବଦ ଅଭ୍ୟାସ ଗୁଡ଼ିକ ପରିବାର ଛଡ଼ା ଅନ୍ୟ କେଉଁଠି କହିବା ଉଚିତ ହୋଇନଥାଏ। ଏହା ଦ୍ୱାରା ସୁଯୋଗ ଖୋଜୁଥିବା ଲୋକ ମାନେ ଦେଖେଇ ଶିଖେଇ କହିବା ପଛରେ ଗୁଜବ ଆଦି କରିବା ଆରମ୍ଭ କରିଦିଅନ୍ତି। ତେଣୁ ଏକଥା ମଧ୍ୟ କାହାକୁ କହିବା ଉଚିତ ନୁହେଁ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *