jhadu

ଝାଡୁ ଆପଣଙ୍କୁ କରିବ କୋଟିପତି,କରନ୍ତୁ ଏହି ଛୋଟିଆ ଉପାୟ,ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ହିନ୍ଦୁ ଧର୍ମରେ ବିଭିନ୍ନ ମାନ୍ୟତା ରହିଛି । କବେଳ ହିନ୍ଦୁ ଧର୍ମ କାହିଁକି ବିଭିନ୍ନ ଧର୍ମରେ ବିଭିନ୍ନ ମାନ୍ୟତା ରହିଛି । ହିନ୍ଦୁ ଧର୍ମର ସମୁଦ୍ରଶାସ୍ତ୍ରର ମହତ୍ତ୍ୱ ରହିଛି । ଏହା ଅନୁସାରେ ଝାଡୁର ଅଲଗା ସ୍ଥାନ । ସାଧାରଣତଃ ଘର ସଫା କରିବା ପରେ ଝାଡୁକୁ ଘର କଣରେ ରଖାଯାଇଥାଏ ।

jhaduu

ଏହାକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେପରିକି ଅନ୍ୟମାନେ ଏହାକୁ ଦେଖି ପାରିବେ ନାହିଁ । ଅନ୍ୟଙ୍କ ଦୃଷ୍ଟି ଆଢୁଆଳରେ ଏହାକୁ ରଖନ୍ତୁ । ସମୁଦ୍ରଶାସ୍ତ୍ର ଅନୁସାରେ ଝାଡୁର ଅପମାନେ ହେବା ଉଚିତ୍‌ ନୁହେଁ । ଝାଡୁ ଘରର ସୌଭାଗ୍ୟର ପ୍ରତୀକ ହୋଇପାରେ ।

ଝାଡୁରେ ପାଦ ବା ଗୋଡ ନ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଝାଡୁରେ ଗୋଡ ଲଗାଇଲେ ଏହାର ଅପମାନ ହେଉଥିବା କଥା କୁହାଯାଏ ।ଝାଡୁକୁ କେବେ ଓଲଟା ରଖନ୍ତୁ ନାହିଁ । ଏହାକୁ ଅନ୍ୟମାନଙ୍କ ନଜର ଠାରୁ ଦୂରରେ ରଖନ୍ତୁ ।

ଘରର ଚଟଣା ପୋଛା ପୋଛି କରୁଥିଲେ ଏଥିରେ ଅଳ୍ପ ଲୁଣ ମିଶାନ୍ତୁ ଏପରି କଲେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ଝାଡୁ କରନ୍ତୁ ନାହିଁ । ଘର ବାହାରେ କିମ୍ବା ଛାତ ଉପରେ ଝାଡୁ ରଖନ୍ତୁ ନାହିଁ ।

ଏହାକୁ ଶୁଆଇ କରି ରଖନ୍ତୁ । ଛିଡା କରି ରଖିଲେ କଳହ ଲାଗେ ବୋଲି ବିଶ୍ୱାସ ରହିଛି ।ନିୟମିତ ଭାବେ ଘରେ ଝାଡୁ କଲେ ସଫାକଲେ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *