morning

ସକାଳୁ ସକାଳୁ ପେଟ ସଫା ହେଉନଥିଲେ କରନ୍ତୁ ଏହି ଘରୋଇ ଉପାୟ, ତାପରେ ଦେଖନ୍ତୁ ଚମତ୍କାର |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର କାବ୍ଜ କୁ ଦୂର କରି ପାରିବେ । ବହୁତ୍ ସମୟ ଖାଇବା ବେଳେ ଆମକୁ ଜଣା ପଡ଼େ ନାହିଁ କି ଆମେ କେତେ ଖାଉଚୁ ଏବଂ କଣ କଣ ସବୁ ଖାଉଚୁ । ଏହି ପରି ଭାବେ ଆମେ ପ୍ରତିଦିନ ସେହି ପରି ଭାବେ ଖାଇ ଆମେ ବହୁତ୍ ପ୍ରକାରର ରୋଗ କୁ ନିମନ୍ତ୍ରଣ ଦେଇଥାଉ ।

ଏହା କୁହାଯାଏ କି ବିଭିନ୍ନ ପ୍ରକାରର ରୋଗ ସବୁ ପେଟ ରୁ ଆରମ୍ଭ ହୋଇ ଥାଏ। ଯଦି ଆପଣଙ୍କ ପେଟ ଭଲ ଅଛି ତାହେଲେ ଆପଣ ଏବଂ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ଅଛି । ଯଦି ନିଜକୁ ଫିଟ୍ ରଖିବାକୁ ଚାହୁଁ ଛନ୍ତି ତାହେଲେ ନିଜର ପେଟ କୁ ଭଲ ରଖନ୍ତୁ । ନିଜର ପେଟ କୁ ସୁସ୍ଥ ରଖିବା ପାଇଁ ଅପନାନ୍ତୁ ଏହି ସବୁ ଘରୋଇ ଉପଚାର ଯାହା ଦ୍ଵାରା ଆପଣ ନିଜର ପେଟ କୁ ସୁସ୍ଥ ରଖିବା ଏବଂ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ ।

ଏହି କାବ୍ଜ ଏକ ଏପରି ରୋଗ ଯାହା ଦ୍ଵାରା ପ୍ରତ୍ୟେକ ଘର ର କେହି ନା କେହି ଏହି ରୋଗ ରେ ପୀଡ଼ିତ ହୋଇ ଚିନ୍ତିତ ରେ ଥିବେ । ପେଟ ରେ ଯନ୍ତ୍ରଣା , ଝାଡ଼ା ପରିଷ୍କାର ନ ହେବା ଏହି ସବୁ ବିଭିନ୍ନ ପ୍ରକାରର ଲକ୍ଷଣ ହେଉଛି ଏହି ରୋଗ ର । ଆଜି ଆମେ ଆପଣଙ୍କୁ କହିବୁ କି କିପରି ଆପଣ ନିଜର ଏହି ସବୁ ସମସ୍ୟା କୁ ଦୂର କରିପାରିବେ । ଭୋଜନ ଗ୍ରହଣ କରିବା ପରେ ଆପଣ ଏକ ପାତ୍ରରେ କ୍ଷୀର ରେ ଧନିଆ ଏବଂ କଳା ଲୁଣ ପକାଇ ସେବନ କରିବେ ତାହେଲେ ଆପଣଙ୍କ ଗ୍ୟାସ ସମସ୍ୟା ଦେଖା ଦେଇ ନଥାଏ ।

ଭୋଜନ କରିବା ସମୟରେ ଯଦି ଆପଣ ରସୁଣ ସହିତ କ୍ଷିସ୍ ମିସ ର ସେବନ କରିବେ ତାହେଲେ ଆପଣଙ୍କ ଶରୀର ମଧ୍ୟରେ ଥିବା ବାୟୁ ଚାଲିଯାଇ ଥାଏ। ଅଲାସି ର ପତ୍ର କୁ ରୋଷେଇ କରି ଖାଇବା ଦ୍ଵାରା ମଧ୍ୟ ଆପଣଙ୍କ ଗ୍ୟାସ ସମସ୍ୟା ଦେଖା ଦେଇ ନଥାଏ । ଅଦା କୁ ଛୋଟ ଛୋଟ ଖଣ୍ଡ କରି ଦିନ ରେ ଦୁଇ ତିନି ଥର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ଗ୍ୟାସ ସମସ୍ୟା ଦେଖା ଦେଇ ନଥାଏ |

ଭୋକ ଲାଗିବ । ଧନିଆ ୨ ଗ୍ରାମ ଏବଂ ଲୁଣ ଟିକେ ଚୋବେଇ ଖାଇବା ଦ୍ଵାରା ଆପଣଙ୍କ ପେଟ ଯନ୍ତ୍ରଣା ଜନିତ ସମସ୍ୟା ମାନ ଦୂର ହୋଇ ଯାଇଥାଏ । ଯଦି ଆପଣ ଏହି ସବୁ ଉପାୟ କୁ ବି ଜୀବନ ରେ ଆପଣେଇ ବେ ତାହେଲେ ଆପଣ ଏହି ସବୁ ସମସ୍ୟା ରୁ ଦୂର ରେ ରହିବେ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *