jhitipiti

ଘରେ ଝିଟିପିଟି ଦେଖାଗଲେ କରନ୍ତୁ ଏହି କାମ ମନ ଇଛା ପୂରଣ ହେବ।

FACT

ବନ୍ଧୁଗଣ ଝିଟିପିଟି ପ୍ରାୟତଃ ସମସ୍ତଙ୍କ ଘରେ ଦେଖାଯାଏ, ଗରମ ଦିନ ରେ ଏହା ଅଧିକ ଦେଖାଯାଏ । କିଛି ଲୋକ ଅଛନ୍ତି ଯିଏ କି, ଝିଟିପିଟି କୁ ଦେଖି ଡ଼ରିଥାନ୍ତି । ପରନ୍ତୁ ସେମାନେ ଜାଣି ନାହାଁନ୍ତି ଯେ, ସେ ଯାହା କୁ ଡ଼ରୁଛନ୍ତି ତାହା ବହୁତ ଶୁଭ ଅଟେ । ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ କୁହାଯାଇଛି।

ଏମିତି କି ଆମ ଭାରତ ରେ କିଛି ମନ୍ଦିର ରେ ଝିଟିପିଟି କୁ ମଧ୍ୟ ପୂଜା କରାଯାଏ। ଏମିତି ଶ୍ରୀ ରଗଂମ୍ରଗଂନାଥ ସ୍ୱାମୀ ମନ୍ଦିର ଅଛି ଯେଉଁଠି ଝିଟିପିଟି ର ଚିତ୍ର କୁ ଅଙ୍କ।ଯାଇଛି । ମାନାଯାଏ କି ଝିଟିପିଟି କୁ ଦେଖିବା ଶୁଭ ମାନାଯାଏ । ଝିଟିପିଟି ଦେଖିବା ର କ’ଣ କ’ଣ ସବୁ ସଂକେତ ରହିଛି ।ଝିଟିପିଟି ଭବିଷ୍ୟତରେ ହେବା କିଛି ଘଟଣା ର ସଂକେତ ରହିଥାଏ ।

laxmi1

ଶାସ୍ତ୍ର ଅନୁସାରେ ଯଦି ଖାଇବା ସମୟରେ ଝିଟିପିଟି ଦେଖାଯାଏ ତେବେ ସେହି ଦିନ କିଛି ଶୁଭ ସମାଚାର ମିଳିଥାଏ କିମ୍ବା କିଛି ଶୁଭ ଫଳ ପ୍ରାପ୍ତି ହୋଇପାରେ। ଯଦି ଦୁଇ ଝିଟିପିଟି ଏକା ସାଗଂ ରେ ଦେଖା ଯାଆନ୍ତି ତେବେ ଏହା ର ଅର୍ଥ ହେଲା ପୁରୁଣା ମିତ୍ର ଙ୍କ ସହ ମିଶି ପାରନ୍ତି । ଯଦି ଝିଟିପିଟି ପରଷ୍ପର ଭିତରେ ଝଗଡା ହେବା ର ଦେଖନ୍ତି ତେବେ ଘରେ ଝଗଡା ଲାଗିଥାଏ ।

ଝିଟିପିଟି ମାନେ ଦୀପାବଳି ରାତି ରେ ଦେଖା ଯିବା କୁ ବହୁତ ଶୁଭ ମାନାଯାଏ ଓ ମାନାଯାଏ ଯେ ଏହା ଦ୍ୱାରା ବର୍ଷକ ସାରା ସୁଖ ରହି ଥାଏ ଘରେ ଯେବେ ବି ଆପଣ ଘରର କାନ୍ଥରେ ଝିଟିପିଟି ଦେଖୁଛନ୍ତି ତେବେ ଜଲ୍ଦି ଯାଇ ଠାକୁର ଘରେ ଥିବା କୁଙ୍କୁମ୍ ଚାଉଳ ନେଇ ଆସନ୍ତୁ ।

ଦୂରରୁ ଟିକେ ଚାଉଳ ଝିଟିପିଟି ଉପରେ ପକାଇ ଦିଅନ୍ତୁ । କୁଙ୍କୁମ୍ ଚାଉଳ ପକେଇବା ସମୟରେ ଯାହା ଆପଣଙ୍କ ମନ ଇଚ୍ଛା ତାହା କୁହନ୍ତୁ । ଏବଂ କାମନା କରିବେ ସେହି ଇଛା ଜଲଦି ପୂରଣ ହୋଇଯାଉ। ଶାସ୍ତ୍ର ଅନୁସାରେ କୁହାଯାଏ କି , ଝିଟିପିଟି ର ପୂଜା ଦ୍ୱାରା ଧନର ଅସୁବିଧା କ୍ଷୟ ହୋଇଥାଏ ଆଉ ଧନର ନୂଆ ନୂଆ ବାଟ ଖୋଲି ଯାଏ। ଏହା କରିବା ଦ୍ୱାରା ଘରେ ହୋଇଥାଏ ଧନର ବର୍ଷା ।

Leave a Reply

Your email address will not be published. Required fields are marked *