dibatis

ଡାଇବେଟିସ ଏବଂ ଅର୍ସ ଭଳି ବଡ଼ ରୋଗରୁ ମୁକ୍ତି ଦେବ ଏହି ଆୟୁର୍ବେଦିକ ଉପାୟ,୧୦୦% ରୋଗ ଭଲ |

HEALTH

ନମସ୍କାର ବନ୍ଧୁଗଣ,ଆପଣଂକୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆୟୁର୍ବେଦ ଚିକିତ୍ସା ବହୁତ ପୁରୁଣା ତରିକା ଅଟେ।ଯେଉଁଥିରେ ପ୍ରକୃତିରୁ ମିଳୁଥିବା ଜିନିଷରୁ ରୋଗର ଚିକିତ୍ସା କରାଯାଏ ।ପ୍ରକୃତିରୁ ମିଳୁଥିବା ଗଛ ଚେର, ଫୁଲ ଫଳରୁ ବ୍ୟବହାର କରି ବଡ ବଡ ରୋଗ ଚିକିତ୍ସା କରାଯାଇପାରିବ ।ଏହାର ସବୁଠାରୁ ବଡ ଖାସିୟତ ଏହାକି ଏହାର ବ୍ୟବହାରରେ କୌଣସି ସାଇଡ୍ ଇଫେକ୍ଟ ହୁଏ ନାହିଁ।

ବଦଳୁଥିବା ଜୀବନ ଶୈଳୀ କାରଣରୁ ଆମ ମଧ୍ୟରେ ନାନାଦି ରୋଗ ଜନ୍ମ ନେଇଥାଏ। ଯେମିତି ସୁଗର ପରି ରୋଗ ଏକ ସବୁଠାରୁ ଅଧିକାଂଶ ଲୋକଙ୍କୁ ହୋଇଥାଏ। କୁହାଯାଏ କି ସୁଗର୍ ଓ ପାଇଲ୍ସ ରୋଗ ଯାହାକୁ ହେଲେ ବି ହୋଇଯାଇପାରେ।ଏହା ଶରୀରର ବିଭିନ୍ନ ପ୍ରକାରର ଅଙ୍ଗକୁ ପ୍ରଭାବିତ କରିଥାଏ। ଯେଉଁଥିରେ ଏକ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ ହୃଦୟ ।

ସୁଗର୍ ଓ ପାଇଲ୍ସ ପରି ଗମ୍ଭୀର ରୋଗକୁ ଆପଣ ଘରେ ବସି ଚିକିତ୍ସା କରିପାଆରିବେ।ଏହାପାଇଁ ଆପଣଙ୍କୁ ମହଙ୍ଗା ଚିକିତ୍ସା କରିବାକୁ ପଡିବ ନାହିଁ। ଆପଣ ଏହାକୁ ପ୍ରାକୃତିକ ଉପାୟରେ କରିପାରିବେ ।ସୁଗର ରୁ ରକ୍ଷା ପାଇବାକୁ ହେଲେ ଆପଣ ଆମ୍ବର କଅଁଳା ପତ୍ରକୁ ସକାଳୁ ୨ ଟା ଲେଖାଏଁ ଚୋବାଇକୁ ପଡିବ କିନ୍ତୁ ଏହା ଆପଣଙ୍କୁ ନିୟମିତ ରୁପରେ କରିବାକୁ ହେବ।

ଏହା ଦ୍ୱାରା ଆପଣଙ୍କ ସୁଗର୍ ଲେବୁଲ୍ କମ୍ ହେବାକୁ ଲାଗି। ତାହା ସହ ପାଇଲ୍ସ ପରି ରୋଗ ଦୂର ହୋଇଯିବ । ଆମ୍ବର ପତ୍ରରେ କେଫିଫ୍ ଏସିଡ୍ ପରି ଫିନୋଲିକ୍ , ମ୍ୟାଗ୍ନେଫେରିନ୍ ପଲିଫିନୋଲ୍ସ ଗୋଲିକ୍ ଏସିଡ୍, ଫ୍ଲେବୋନୋଇଡ୍ସ ଓ ବହୁତ ଅସ୍ଥାୟୀ ଯୌଗିକ ଘଟକ ମିଳିଥାଏ , ଏହା ମଧ୍ୟରେ ସବୁ ଗୁଣ ଆମ୍ବକୁ ଭଲ ଆଣ୍ଟି ଡାଇବେଟିକ୍ ଆଣ୍ଟି ଏକ୍ସିଡେଣ୍ଟ , ଆଣ୍ଟି ଆର୍ଲଜିକ୍ ପ୍ରାକୃତିକ ଉତ୍ପାଦ ବନାଇଥାଏ ।

ସୁଗର୍ ରୋଗୀଙ୍କୁ ଆମ୍ବ ଖାଇଲେ ହାନିକାରକ ହୋଇଥାଏ କିନ୍ତୁ ଆମ୍ବର ପତ୍ର ଖାଇଲେ ଏହା ଫାଇଦା ଦେଇଥାଏ , ଆମ୍ବର କଅଁଳ ପତ୍ରକୁ ଏକ ଗିନାରେ ପକାଇ ରଖିଦିଅନ୍ତୁ , ତାକୁ ସିଝାଇଲା ପରେ ସାରା ରାତି ଛାଡିଦିଅନ୍ତୁ , ତାପରେ ଏହି ପାଣିକୁ ସେବନ କଲେ ୨-୩ ମାସ ମଧ୍ୟରେ ଆପଣଙ୍କୁ ପରିଣାମ ମିଳିଯିବ । ଏମିତି ଆମ୍ବର ପତ୍ରକୁ ମହଜୁତ୍ ଟେନିନ୍ କାରଣରୁ ହୋଇଥାଏ , ଆମ୍ବର ପତ୍ରରୁ ବାହାରିଥିବା ଇନସୁଲିନ୍ ଓ ବ୍ଲଡ୍ ସୁଗର୍ ସ୍ତର ଘଟାଇଥାଏ ।

ଅନିୟମିତ ଦିନ ଚର୍ଚ୍ଚା କାରଣରୁ ପେଟରେ କୋଷ୍ଠ କାଠିନ୍ୟ ହୋଈଯାଏ । ଯାହାପରେ ବେଳେ ପ୍ରବଳ ପୀଡା ହୁଏ। ଯାହା ଧିରେ ଧୀରେ ପାଇଲ୍ସର ରୁପ ନେଇଯାଏ। ଯଦି ଆପଣ ଆମ୍ବର ପତ୍ରକୁ ସେବନ୍ କରନ୍ତି। ତେବେ ପାଇଲ୍ସ ପରି ରୋଗରୁ ମୁକ୍ତି ମିଳିପାରିବ। ହାଲକା ରଙ୍ଗର ଓ ଛୋଟ ଆକାରର ଆମ୍ବର ପତ୍ରକୁ ଛିଡାଇ ଏହାକୁ ଧୋଇ ନିଅନ୍ତୁ ଓ ଏହାକୁ କାଟିକରି ଚୋବାନ୍ତୁ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *