ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ଆଜି ଆମେ ଆପଣଙ୍କୁ S ନାମକ ଝିଅଙ୍କ ସ୍ୱଭାବ ବିଷୟରେ କହିବାକୁ ଯାଊଛୁ, ପ୍ରେମରେ ସନ୍ଧେହୀ ଏହି ଅକ୍ଷରର ଝିଅ ବହୁତ୍ କ୍ରୋଧୀ ହୋଇଥାନ୍ତି , ପରେ ଏମାନେ ବହୁତ ଜଲଦି ସମସ୍ତଙ୍କ ହୃଦୟ ଜିଣିନିଅନ୍ତି , ଚାଲନ୍ତୁ ଆପଣଙ୍କୁ କହିବୁ ଏହି ଅକ୍ଷର ନାଁ ର ଝିଅଙ୍କ କିଛି ସିକ୍ରେଟ୍ ।
ଏହି ନାମ ର ଝିଅ ଫ୍ୟାସନ୍ ସେନ୍ସ ଭଲ ହୋଇଥାଏ, ଓ ନିଜକୁ ସୁନ୍ଦର ଦେଖାଯିବାପାଈଁ କିଛି ବି କରିପାରନ୍ତି, ପରିଶ୍ରମୀ ସହ ବହୁତ ଲୋକପ୍ରିୟ ହୋଇଥାନ୍ତି ।ଏହି ଝିଅ ହସମୁଖ ହେବା ସହ ଟିକିଏ କଞ୍ଜୁସ୍ ହୋଇଥାନ୍ତି , ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି , କିନ୍ତୁ ଏମାନଙ୍କ ତେଜ୍ ସ୍ୱଭାବ ଏମାନଙ୍କୁ ବହୁତ ଖରାପ କରିଦିଏ । ଏହି ନାଁର ଝିଅ ବହୁତ ବଡ ଆଦାର କରିବା ଜଣାଅଛି ଏହି କାରଣରୁ ଏମାନଙ୍କ ଶଶୁରଘରେ ରାଜ୍ କରନ୍ତି , ଏମାନଙ୍କ ଏହି ଅଭ୍ୟାସ କାରଣରୁ ଶାଶୁ ଶଶୁର ନୁହେଁ ବରଂ ନିଜ ସ୍ୱାମୀଙ୍କ ବି ଖୁସ୍ ରଖାଯାଏ।
ଏହି ଅକ୍ଷରର ନାଁ ବାଲି ଝିଅ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ଏହି ଜରିଆରେ ସେମାନେ ନିଜ ସଫଳତା ହାସିଲ୍ କରିଦିଅନ୍ତି, ପରିଶ୍ରମୀ ସହ ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି ।
ଏହି ଝିଅମାନେ ମାନେ ହୃଦୟରୁ ସଫା ହୋଇଥାନ୍ତି କିନ୍ତୁ ବହୁତ ଜଲଦି ରାଗ ଆସିଯାଏ , ଏମାନଙ୍କୁ ଭୁଲ୍ ବିଲକୁଲ୍ ପସନ୍ଦ ହୋଇନଥାଏ, ଏତିକି ନୁହେଁ ରାଗ ଏମାନଙ୍କର ସବୁ କଥା ଶୁଣିଥାଏ , ସେ ସାମ୍ନାବାଲା ମା ବାପା ହୁଅନ୍ତୁ ନା କାହିଁକି । କଥା ଯଇ ଆମେ ପ୍ରେମର ହେବା ତେବେ ସେହି ମାମଲାରେ ଏମାନେ ବହୁତ ସିରିୟସ୍ ହୋଇଥାନ୍ତି , ଲଭ୍ ଲାଇଫ୍ ହେଉ କିମ୍ବା ବୈବାହିକ ଜୀବନ ଏହି ପାର୍ଟନର୍ ପ୍ରତି ପୁରା ବଫାଦାର୍ ହୋଇଥାନ୍ତି , ଏମାନେ କେବଳ ରୋମାଣ୍ଟିକ୍ ହୋଇନଥାନ୍ତି ବରଂ ବହୁତ ନାଚୁରାଲ୍ ହୋଇଥାନ୍ତି , ଏମାନଙ୍କ ମନରେ ଯାହା ହୋଇଥାଏ ସେମାନେ ମୁହଁରେ କହିଦିଅନ୍ତି, କିନ୍ତୁ ଏମାନଙ୍କ ହାବଭାବ ଓ ମହଙ୍ଗା ଗିଫ୍ଟ ପରିବର୍ତ୍ତେ ନିଜ ବ୍ୟବହାର ଓ କାମରୁ ଜାହିର୍ କରନ୍ତି।
ଏମାନେ ବହୁତ୍ ଇମାନଦାର୍ ହୋଇଥାନ୍ତି, ବନ୍ଧୁ ହେଉ କିମ୍ବା ପାର୍ଟନର୍ ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ, ଏତିକି ନୁହେଁ ଏମାନେ ଖରାପ ସିଚୁଏସନ୍ ରେ ବି ପାର୍ଟନରଙ୍କ ସାଥି ଛାଡନ୍ତି ନାହିଁ । ଏହି ଝିଅଙ୍କର ଏକ ଭଲ କଥା ଏହାକି ଏମାନେ ବହୁତ ଉଦାର ପ୍ରବୃତିର ହୋଇଥାନ୍ତି ଯଦି କିଛି ଅସୁବିଧା ଦେଖାଯାଏ ,ତେବେ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।