ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ଯେବେ କେଉଁ ବ୍ୟକ୍ତିର ଘରେ ଝିଅ ଜନ୍ମ ନେଇଥାଏ ତେବେ ସେହି ବ୍ୟକ୍ତିର ଘରେ ତାଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ମାନିଥାନ୍ତି। ଏହି ସଂସାରରେ ଯଦି ସ୍ତ୍ରୀ ନଥାନ୍ତେ ତେବେ ଦୁନିଆଁରେ ମନୁଷ୍ୟ ଜାତିର ଅସ୍ତିତ୍ୱ ବୁଡିଯାଇଥାନ୍ତା । କିନ୍ତୁ ଆଜିର ସମୟରେ ସ୍ତ୍ରୀମାନଙ୍କର ସ୍ଥିତି ବହୁତ ଗମ୍ଭୀର ହୋଇଛି। ଆଜି କାଲି ବହୁତ ଲୋକେ ଝିଅମାନଙ୍କୁ ଅଭିଷାପ ବୋଲି ମାନିଥାନ୍ତି। ବହୁତ ଲୋକେ ସ୍ତ୍ରୀଲୋକଙ୍କୁ ଇଜ୍ଜତ ବି କରିନଥାନ୍ତି ।
ଆଜି କାଲି ବହୁତ ବ୍ୟକ୍ତିଙ୍କ ଭାବନା ବଦଳିସାରିଛି, କିନ୍ତୁ ଏବେ ବି କିଛି ପଛୁଆ ଗାଁ ଅଛି।ଯିଏକି ଝିଅ ଜନ୍ମ ହେଲେ ଖୁସି ହେବାପରିବର୍ତ୍ତେ ଶୋକ ମନାଉଛନ୍ତି। ସେମାନଙ୍କୁ ଏହି କଥାର ଜଣା ନଥାଏ କି ଆଜି କାଲି ପୁରୁଷଙ୍କ ଠାରୁ ସ୍ତ୍ରୀମାନେ କୌଣସି କାର୍ଯ୍ୟରେ ପଛରେ ନାହାନ୍ତି ଆଜିକାଲି ସ୍ତ୍ରୀ ଲୋକମାନେ ପୁରୁଷ ଲୋକଙ୍କ ସହ ଏକା ସାଙ୍ଗରେ ଏକାଠି କାମ କରି ଆଗକୁ ଯାଉଛନ୍ତି।
ପୁଅ ହେଲେ ଦରକାର ପଡିଲେ କେବେ ନା କେବେ ଛାଡି ଚାଲିଯାଇପାରେ କିନ୍ତୁ ଝିଅ ସବୁବେଳେ ପାଖରେ ରହିଥାଏ। ଝିଅ ବାହା ହୋଇଗଲେ ଝିଅ ହୋଇରହିଯାଏ କିନ୍ତୁ ପୁଅ ବାହାହେଲେ ସିଏ ସ୍ୱାମୀ ରୁପରେ ଆଉ ଜଣଙ୍କ ପାଖରେ ରହିଯାଏ। ଯେବେ କେଉଁ ଝିଅର ଜନ୍ମ କେଉଁ ଘରେ ହୋଇଥାଏ।ତେବେ ସମସ୍ତେ କହିଥାନ୍ତି କି ଶୁଭ ଅଭିନନ୍ଦନ ତୁମ ଘରେ ସାକ୍ଷାତ ଲକ୍ଷ୍ମୀଙ୍କର ଜନ୍ମ ହୋଇଛି ।ଏହି ସବୁ କାରଣରୁ ଏହା ମାନିଥାନ୍ତି କି ଯେବେ କେଉଁ କାରଣରୁ ସ୍ତ୍ରୀ ପୁରୁଷ ଜୀବନରେ ଆସିଲେ ତା ଭାଗ୍ୟ ବଦଳିଯାଇଥାଏ।
ସ୍ତ୍ରୀ ଲୋକମାନେ ପରିବାରକୁ ଏକାଠି କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି।ସେଥିପାଇଁ ସ୍ତ୍ରୀଲୋକଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ। ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଏକ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି।
ଏହି ଭିଡିଓରେ ସେହି ସ୍ତ୍ରୀଲୋକଙ୍କର ଗୁଣ ସହ ଶରୀରର ସେହି ଅଙ୍ଗଗୁଡିକ ବିଷୟରେ ମହତ୍ତ୍ୱପୂର୍ଣ୍ଣ ସୁଚନା ଦିଆଯାଇଛି।ଯାହା ବହୁତ ପବିତ୍ର ହୋଇଥାଏ ।ଏଥିପାଇଁ ସ୍ତ୍ରୀଲୋକଙ୍କୁ ସମ୍ମାନର ନଜରରେ ଦେଖିବା ଉଚିତ୍।ନାରୀ ର ସମ୍ପୂର୍ଣ ଶରୀର ପବିତ୍ର ଅଟେ।କାରଣ ନାରୀ ଦେବୀ ଏବଂ ମାଆ ସଦୃଶ ଅଟନ୍ତି।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।