Thursday, October 21, 2021
kukuda

କୁକୁଡ଼ା ଗୋଡ଼ ଖାଉଥିଲେ ପ୍ରଥମେ ଦେଖିନିନ୍ତୁ ଏହି ଖବର,ନଚେତ ପରେ ଆଉ କହିବେନି |

HEALTH

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,କଣ ଆପଣ ଚିକେନ୍ ଖାଇବାକୁ ଭଲପାଆନ୍ତି? କଣ ଆପଣ କୁକୁଡ଼ା ଗୋଡ଼ ଖାଆନ୍ତି? ଯଦି ନାଖାଅନ୍ତି ତେବେ ତୁରନ୍ତ ଦେଖି ନିଅନ୍ତୁ ଏହି ଖବର। ସୂଚନାଯୋଗ୍ୟ ଯେ କୁକୁଡା ଗୋଡରେ ବହୁତ ପୋଷକ ତତ୍ତ୍ୱ ଭରପୁର ଅଛି ।

ପ୍ରକୃତରେ ଏହି ତତ୍ତ୍ୱ ଆପଣଙ୍କ ଶରୀର ପାଇଁ ବହୁତ ଫାଇଦାଦାୟକ ଅଟେ।ଏବେ ସେମିତି ଏହି କଥା ସତ କି ଯେଉଁ ଲୋକେ କୁକୁଡାର ଚିକେନ୍ ଖାଆନ୍ତି। ସେମାନେ ତାର ଗୋଡକୁ ବିନା ଖାଇ ଛାଡିଦିଅନ୍ତି।କହିଦେବୁ କି କୁକୁଡାର ଗୋଡରେ ବହୁ ପରିମାଣର ଉର୍ଜା ମିଳିଥାଏ । ହଁ ଆଜ୍ଞା ଏଥିରେ ଭରପୁର ମାତ୍ରାରେ ଉର୍ଜା ମିଳିଥାଏ।

କୁକୁଡ଼ା ର ଗୋଡ଼ରେ ପ୍ରବଳ ପ୍ରୋଟିନ ଥାଏ। ବହୁତ କମ୍ ଲୋକେ ଏହି କଥାକୁ ଜାଣିଛନ୍ତି କୁକୁଡାର ଗୋଡରେ କ୍ୟାଲସିୟମ ଓ ପ୍ରୋଟିନ୍ ଉଚ୍ଚ ମାତ୍ରାରେ ରହିଥାଏ।ଯାହା ଆମ ଶରୀରର ହାଡକୁ ମଜବୁତ କରିଥାଏ । ଯଦି ହାଡ ମଜବୁତ ହେବ ତେବେ କାମ କରିବା ଶକ୍ତି ବଢିଯିବ।ଆଜି କାଲିର ସମୟରେ ଯୁବ ବର୍ଗଙ୍କୁ ବହୁତ ଉର୍ଜା ଦରକାର ପଡିଥାଏ ।

ଏହା ଦ୍ୱାରା ଆଣ୍ଠୁ ଗଣ୍ଠି ବାତ ବି ଦୂର ହୋଇଯାଏ।ସେଥିପାଇଁ କୁକୁଡା ଗୋଡକୁ ଖାଇବା ଆରମ୍ଭ କରିଦିଅନ୍ତି ତେବେ ଏହା ଶାରୀରିକ ଉର୍ଜା ବଢ଼ାଇଥାଏ ଓ ଏହା ଦ୍ୱାରା ଶକ୍ତି ମିଳିବ । ଲୋକମାନେ ସେମିତି ଆଜି କାଲିର ଲୋକେ ଭେଜ୍ ଫୁଡ୍ ଖାଇବା ପରିବର୍ତ୍ତେ ନନ୍ ଭେଜ୍ ଖାଇବା ଅଧିକା ପସନ୍ଦ କରନ୍ତି ।

ଯଦି ଆପଣ ଚିକେନ୍ ସହ କୁକୁଡାର ଗୋଡ ସେବନ କରିବେ।ତେବେ ଅଧିକା ଫାଇଦା ମିଳିବ ଏବେ ଆଜି ଠାରୁ ଆପଣଙ୍କୁ କୁକୁଡାର ଗୋଡ ବିଷୟରେ ବେଶି ଜଣାନଥିଲା। ଯଦି ଆପଣ ନନ୍ ଭେଜ ସେବନ କରୁନାହାନ୍ତି ତେବେ ଏହି କଥା ଆପଣଙ୍କ ପାଇଁ ଜରୁରୀ ନୁହେଁ କିନ୍ତୁ ଯଦି ଆପଣ ଖାସକରି ନନ୍ ଭେଜ ଖାଉଛନ୍ତି ତେବେ ଏହା ପାଇଁ ଆପଣଙ୍କୁ କୁକୁଡା ଗୋଡ ଖାଇବା ବହୁତ ଲାଭ ଦାୟକ ହେବ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *