ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ଏମିତି ଅନେକ ଖାଦ୍ୟ ପଦାର୍ଥ ରହିଛି ଯାହା ପୁରୁଷ ମାନେ ଖାଇବା ଉଚିତ ନୁହେଁ। ଆପଣ ଜାଣିଥିବେ ଅନେକ ଜିନିଷର ଭଲ ପ୍ରଭାବ ଆଉ ଖରାପ ପ୍ରଭାବ ଉଭୟ ରହିଛି। ତେବେ ଏଭଳି ଜିନିଷ ସବୁ ଅଛି ଯାହା ପୁରୁଷମାନେ ଖାଇବା ଉଚିତ ନୁହେଁ କିମ୍ବା ଏହାକୁ ମହିଳାଙ୍କୁ ସେବନ କରିବା ଉଚିତ ନୁହେଁ ।
ଯେପରି ଆଚାର । ଅଧିକାଂଶ ସମୟରେ ମହିଳାମାନେ ଆଚାର ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆଚାରକୁ ପୁରୁଷଙ୍କୁ ଠାରୁ ଦୂରେଇ ରଖିବା ଉଚିତ । ଏପରି ହିଁ ଅଁଳା ଓ କଦଳୀ ମଧ୍ୟ ଅଟେ । ଯାହାକୁ ପୁରୁଷମାନଙ୍କ ଠାରୁ ଦୂରେଇ ରଖାଯାଏ ।
ଶାସ୍ତ୍ର ଅନୁସାରେ ଏହି ଜିନିଷ ଗୁଡ଼ିକ ପୁରୁଷମାନେ ସେତେବେଳେ ଖାଆନ୍ତି, ଯେତେବେଳେ କି ପୁରୁଷମାନେ ନିଜକୁ କାମନା ବାସନାକୁ ଠାରୁ ଦୂରେଇ ରଖିଥାନ୍ତି, ଯେପରିକି ସାଧୁ ସନ୍ଥମାନେ । ସାଧୁସନ୍ଥ ମାନେ କାମବାସନା ଠାରୁ ଦୂରେଇ ରହିବା ଆବଶ୍ୟକ । ଯେଉଁଥି ପାଇଁ ସେମାନେ ଏପରି ଦ୍ରବ୍ୟ ଗୁଡ଼ିକୁ ବ୍ୟବହାର କରନ୍ତି । କୁହାଯାଏ ଯେ, ଏପରି ଦ୍ରବ୍ୟ ଗୁଡ଼ିକୁ ସେବନ କରିବା ଦ୍ୱାରା ପୁରୁଷମାନେ ଅତି ସହଜରେ ନପୁଂସକ ହୋଇଯାନ୍ତି ।
କଦଳୀ ଭଣ୍ଡା ବା ମୂଳ ; କୁହାଯାଏ ଯେ, ଯଦି କୌଣସି ବ୍ୟକ୍ତିଙ୍କୁ କଦଳୀ ବୃକ୍ଷର ମୂଳର ରସ ପାଣିରେ ମିଶାଇ ପିଆଇ ଦିଆଯାଏ, ତେବେ ସେହି ବ୍ୟକ୍ତି କିଛି ଦିନ ମଧ୍ୟରେ ହିଁ ନପୁଂସକ ହୋଇଯାନ୍ତି । ଅର୍ଥାତ ଯଦି କୌଣସି ପୁରୁଷ କଦଳୀ ଗଛ ମୂଳର ରସକୁ ସେବନ କରେ, ତେବେ ସେ କେବେ ମଧ୍ୟ ପିତା ହୋଇପାରେ ନାହିଁ । କଦଳୀ ଗଛ ମୂଳ ରସକୁ ପାଣିରେ ମିଶାଇ ଦୁଇ ତିନି ଥର ପିଇବା ଫଳରେ ପୁରୁଷ ନପୁଂସକତା ହୋଇଯାଇଥାନ୍ତି ।
ଆମ୍ବ ଆଚାର ; ଅନେକ ଥର ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ, ପୁରୁଷମାନଙ୍କୁ ଆମ୍ବ ଆଚାର ସେବନ କରିବା ପାଇଁ ମନା କରିଛନ୍ତି । କାରଣ ଆମ୍ବ ଆଚାର ଯଦି କୌଣସି ପୁରୁଷ ଲଗାତାର ଭାବରେ ସେବନ କରିବେ; ତେବେ ପୁରୁଷମାନେ ନପୁଂସକତା ଆସିଥାନ୍ତି । ଏଥିପାଇଁ ପୁରୁଷ ମାନଙ୍କୁ ଖଟା ଖାଇବା ପାଇଁ ବାରଣ କରାଯାଇଥାଏ ।
ଅଁଳା; ଅଁଳାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଆପଣମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅଁଳାର ଲାଭ ବିଷୟରେ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଅଁଳାରୁ ହେଉଥିବା ହାନିକାରକ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିବୁ । ଯଦି କୌଣସି ପୁରୁଷ ଲଗାତାର ଭାବରେ ଅଁଳା ସେବନ କରୁଛନ୍ତି; ତେବେ ସେହି ପୁରୁଷ ଅଳ୍ପ ଦିନ ମଧ୍ୟରେ ହିଁ ନପୁଂସକ ହୋଇଯାଇଥାନ୍ତି । ସାଧୁ ସନ୍ଥମାନଙ୍କ କହିବା କଥା ଯେ, କାମବାସନାକୁ ଶେଷ କରିବା ପାଇଁ ସେମାନେ ଅଧିକ ମାତ୍ରାରେ ଅଁଳା ସେବନ କରିଥାନ୍ତି । ଏହାର ଶାରୀରିକ ଲାଭ ହୋଇଥାଏ କିନ୍ତୁ ସାଥିରେ ନପୁଂସକତା ମଧ୍ୟ ଆସିଥାଏ ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।