ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ପତ୍ର ଖାଇବାର ଉପକାରିତା ବିସୟରେ । ତୁଳସୀର ବ୍ୟବହାର ବହୁ ପୁରାତନ ଯୋଗରୁ ବିଭିନ୍ୟ ପ୍ରକାର ରୋଗକୁ ଭଲ କରିବା ପାଇଁ ହେଇ ଆସିଛି ।
ଆଇରବେଦରେ ତୁଳସୀର ବ୍ୟବହାର ବିଭିନ୍ୟ ପ୍ରକାର ଔଷଧ ତିଆରି ପାଇଁ ହୋଇ ଆସୁଛି ତେବେ ଚାଲନ୍ତୁ ଜାଣିବା ତୁଳସୀ ପତ୍ରର ଉପ କାରିତା ବିସୟରେ ନମ୍ବର 1 ତରଳ ଝାଡା ଏବଂ ବାନ୍ତି ଭଲ କରିଥାଏ ଯଦି ଆପଣଙ୍କୁ ଲୁଜ ମସନ ହୋଇ ଯାଇଛି ଏବଂ ବାନ୍ତି ଯୋଗୁ ଆପଣ ହଇରାଣ ଅଛନ୍ତି ତେବେ ତୁଳସୀର କିଛି ପତ୍ର ପେସି ସେଥିରେ ମହୁ ଏବଂ ଜିରା ପାଉଣ୍ଡର ମିଶାଇ ଏହାର ସେବନ କଲେ ଏହା ତରଳ ଝାଡାରେ ବହୁତ ଲାଭ ଦାୟକ ହୋଇଥାଏ ।
ଯଦି ବାମଂ ବାର ବାନ୍ତି ହଉଥାଏ ତେବେ ତୁଳସୀର ରସରେ ଅଦା ମିସାଇ ଏହା ସେବନ କଲେ ଏଥିରୁ ଆରାମ ମିଳିଥାଏ । ଯଦି ଆପଣଙ୍କ ଯଦି ଶ୍ୱାସ ସମସ୍ୟା ଜନିତ ରୋଗର ଚିନ୍ତିତ ଅଛନ୍ତି ତେବେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଅନ୍ତି ଏମିତି କରିବାଦ୍ୱାରା ନିଃଶ୍ୱାସ ନେଉଥିବା ବ୍ୟକ୍ତି ଏବଂ ତମା ରୋଗୀଙ୍କ ପାଇଁ ମଧ୍ୟ ବହୁତ୍ ଫାଇଦା ଏବଂ ଲାଭ ଦାୟକ ହୋଇଥାଏ ।
ଯଦି କୌଣସି ବ୍ୟକ୍ତିଙ୍କୁ ଷ୍ଟନ ସମସ୍ୟା ରୋଗ ହୋଇଥାଏ ତେବେ ସେମାନଙ୍କୁ ନିୟମିତ ରୂପରେ ସକାଳେ ଖାଲି ପେଟରେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଇବାକୁ ଦିଅନ୍ତ୍ ଏମିତି କଲେ କିଡନୀ ର ଷ୍ଟନ ସମସ୍ୟା ର କଷ୍ଟ ଦୂର ହୋଇଥାଏ । ତୁଳସୀ ପତ୍ରରେ ଏଲିଂ ଗୁଣ ରହିଥାଏ ଯଦି ଆପଣ ଚିନ୍ତା ରେ ଜଡିତ ଅଛନ୍ତି ତେବେ କ୍ଷୀରରେ ତୁଳସୀ ପତ୍ରକୁ ପକାଇ ଫୁଟାଇ ପିଅନ୍ତି ଏହି ଔଷଧକୁ ପାଇବା ଦ୍ଵାରା ମାନସିକ ଦୁର୍ଦ୍ଦଶା ଏବଂ ଚିନ୍ତା ମଧ୍ୟ ଦୂର ହୋଇଥାଏ ।
କ୍ଷୀରରେ ତୁଳସୀ ପତ୍ରକୁ ପକାଇ ଫୁଟାଇ ଯଦି ଖାଲି ପେଟରେ ପିଅନ୍ତି ତେବେ ହୃଦୟକୁ ମଧ୍ୟ ବହୁତ୍ ଫାଇଦା ମଧ୍ୟ ମିଳିଥାଏ । ଏହାର ଗୁଣ ଶରୀରର କ୍ୟାନ୍ସର ସୃଷ୍ଟି କରୁଥିବା କୋଷିକା ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ ଏବଂ ଏହା ଠାରୁ ମଧ୍ୟ ରକ୍ଷା ବି କରିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।