ନିକଟ ରେ ଏକ ଗବେଷଣା ରୁ ଆଶ୍ଚର୍ଯ୍ୟ କର ତଥ୍ୟ ମିଳିବା ପରେ ଆଶଙ୍କା କରାଯାଉଛି | ବଦଳି ଜୀବକି କରୋନା ସଂକ୍ରମଣ ମାଧ୍ୟମ ର ସଂଜ୍ଞା ଲଂସେଟ ପ୍ରକାଶିତ ଏକ ରିପୋର୍ଟ ର ଅନୁସାରେ କରୋନା ଏକ !!! ବାୟୁ ବାହିତ ଭୂତାଣୁ ଅଟେ !!! ଗତ ବର୍ଷ ମଧ୍ୟ ଏନେଇ ବହୁ ଆଶଙ୍କା କରାଯାଉଥିବା ସତ୍ବେ ବିଶେଷଙ୍ଗ୍ୟ ମାନେ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ |
ହେଲେ ଏହି ରିପୋର୍ଟ ରେ ବ୍ରିଟେନ, ଆମେରିକା ଏବଂ କାନାଡା ର ୬ ଜଣ ବିଶେଷଙ୍ଗ୍ୟ ଦୃଢ ଦାବି କରିଥିଲେ ଯେ କରୋନା ମୁଖ୍ୟତହ ବାୟୁ ରେ ଅବା ପବନ ରେ ବ୍ୟାପୁ ଥିବାର ସେମାନଙ୍କ ପାଖରେ ଦୃଢ ପ୍ରମାଣ ମଧ୍ୟ ରହିଛି |କେବଳ ଏତିକି ନୁହେଁ ସେମାନେ ଆହୁରି ଚାଞ୍ଚଲ୍ୟ କର ତଥ୍ୟ ପାଇଥିବା କଥା ମଧ୍ୟ କହିଛନ୍ତି |
ସେମାନଙ୍କ କହିବା କଥା ପ୍ରାୟ ୪୦ ଭାଗ କରୋନା କେସ କାଶିବା ବ ଛିଙ୍କିବା ଦ୍ଵାରା ନୁହେଁ | ସାଇଲେଣ୍ଟ ଟ୍ରାନ୍ସମିଶନ ଦ୍ଵାରା ଅବା ନୀରବ ସଂକ୍ରମଣ ଦ୍ଵାରା ହୋଇଛି | ଜଣେ ବ୍ୟକ୍ତି କଥା ହେଲେ , ଗୀତ ଗାଇଲେ , ନିଶ୍ଵାସ ଛାଡିଲେ ବାୟୁ କୁ ଭୂତାଣୁ ନିର୍ଗତ ହୋଇଥାଏ | ତେଣୁ ଏହା ବାୟୁ ବାହିତ ହେବ ନେଇ ଯଥେଷ୍ଟ ପ୍ରମାଣ ମିଳୁଛି |
ଜଣେ ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତ ଙ୍କ ପାଖରେ ନରହିଲେ ବି ପାଖ ରୁମ ରେ ରହିଲେ ବି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି | ତେବେ ଏକ ରୋଗୀ ପାଖରୁ ବାହାରୁଥିବା ଡ୍ରପପ୍ଳେଟ ରୁ କରୋନା ନହେବ କହିଲେ ଚଳେ କାରଣ ତାହା ଭାରି ହୋଇ ଥିବାରୁ ଖୁବ ଶୀଘ୍ର ତଳକୁ ଖସି ପଡେ | ତେବେ ବାହାର ଅପେକ୍ଷା ଘର ଭିତରେ ସଂକ୍ରମଣ ର ଆଶଙ୍କା ଅଧିକ ରହିଛି |
ଘରେ ବାୟୁ ଚଳାଚଳ ସୁବିଧା ଭଲ ଥିଲେ ସଂକ୍ରମଣ ର ଆଶଙ୍କା ବହୁ ମାତ୍ର ରେ କମିଯାଇଥାଏ |ଆହୁରି ମଧ୍ୟ ଆମ୍ଭେ ମାନେ ଦୁଇଟି ମାସ୍କ ପାଖରେ ରଖିବା ନିହାତି ଦରକାର ଯାହା ଫଳରେ ଏହା ଆମକୁ ଅତି ସାଧାରଣ ଥଣ୍ଡା ରୁ ଦୂରେଇ ରଖିଥାଏ | ତେବେ ଏହା ଦ୍ଵାରା ମଧ୍ୟ ଆମ୍ଭମାନଙ୍କୁ ଇନଫେକ୍ଶନ ହେବାର ଆଶଙ୍କା ଖୁବ କମ ରହିଥାଏ |
ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ