Thursday, October 21, 2021
corona

କୋରୋନ ଠାରୁ ବଞ୍ଚିବାକୁ ହେଲେ ଏହି ତିନୋଟି କଥା କୁ ଗଣ୍ଠି ବନ୍ଧି ଦିଅନ୍ତୁ ।

NEWS

ବନ୍ଧୁଗଣ ପୁଣି କରୋନା ବଢ଼ିବାରେ ଲାଗିଛି । ଏମିତି ପରିସ୍ଥିତିରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ମୁଁ ତିନୋଟି ଘରୋଇ ଉପଚାର କହିବି ଯାହାର ସେବନ ଦ୍ଵାରା ଆପଣ ଏହି ସଂକ୍ରମଣରୁ ବଞ୍ଚିକି ରହିବେ । ପ୍ରଥମତଃ ଆପଣ ଦିନର ଆରମ୍ଭରେ ହଳଦୀ ପାଣିରୁ ଆରମ୍ଭ କରନ୍ତୁ । ହଳଦୀ ପାଣି ବନେଇବା ପାଇଁ ଏକ ଗ୍ଲାସ୍ ଉଷୁମ ପାଣିରେ ଆପଣ ଅଧା ଚାମଚ୍ ହଳଦୀ ମିଶାନ୍ତୁ ।

ଏବେ ଆପଣ ଏଥିରେ ଅଧଚାମଚ ଲୁଣ ମିଶାନ୍ତୁ ।ଏବେ ଆପଣଙ୍କର ହଳଦୀ ପାଣି ପ୍ରସ୍ତୁତି ହୋଇସାରିଛି ।ଏବେ ଏହି ପାଣିକୁ କୁଳୁକୁଳି କରନ୍ତୁ କାରଣ କୋରୋନ ଜୀବାଣୁ ଆମ ପାଟିବାଟେ ବା ନାକବାଟେ ବା ଆଖିବାଟେ ଆମ ଶରୀର ଭିତରକୁ ଯାଇଥାଏ ।ଏହା ଯାଇ ଆମ ଗଳାରେ ଅଟକି ଥାଏ ।ଚାରିଦିନ ପର୍ଯ୍ୟନ୍ତ ଏହା ଆମର ଗଳାରେ ଲଗିରହି ଥାଏ ଏବଂ ଆପଣଙ୍କ ଗଳା ଫୁଲିଥାଏ ବା ବହୁତ୍ ଅଧିକ କାଶ ହୋଇଥାଏ ।

ଯଦି ଆପଣ ଉଷୁମ ପାଣିରେ ହଳଦୀ ଓ ଲୁଣ ମିଶାଇ କୁଳୁକୁଳି କରିବେ ତେବେ ହଳଦୀର ଆଣ୍ଟି ଭାଇରାଲ ପ୍ରପୋର୍ଟି ଏବଂ ଲୁଣର ଆଣ୍ଟି ବ୍ରାକ୍ଟରିଆଲ୍ ପ୍ରୋପୋର୍ଟି ଦ୍ଵାରା ତାହା ମରିଯାଏ।ଆଉ ଗୋଟିଏ ମହତ୍ୱପୂର୍ଣ୍ଣ କଥା ହେଲା ।ଯଦି ଆପଣ ସାଧପାଣି ବ୍ୟତୀତ ଉଷୁମ ପାଣି ସେବନ କରିବେ ତେବେ ଗଳାରେ କଷ୍ଟ,ଥଣ୍ଡା,କାଶ,ବା କୋରାନା ଛଡା ଯଦି ଆପଣଙ୍କ ଫ୍ଲୁ ଅଛି ବା ଇନଫ୍ଲୁଏନଜା ଅଛି ତେବେ ଏହା କାମରେ ଆସିଥାଏ ଏବଂ ଆପଣଙ୍କର ସ୍ୱର ମଧୁର ହୋଇଥାଏ।ସକାଳୁ ଆପଣ ଏହାକୁ ଥରେ କୁଳୁକୁଳି କରନ୍ତୁ ଏବଂ ଦିନସାରା ଯଦି ଆପଣ ବାହାରେ ରହୁଛନ୍ତି ତେବେ ସଂଧ୍ୟାରେ ଘରକୁ ଫେରିବାପରେ ମଧ୍ୟ ଆପଣ ଏଥିରେ କୁଳୁକୁଳି କରନ୍ତୁ ।

ଏହା ହଳଦୀର ଏକ ସହଜ ଉପାୟ ସମସ୍ତେ ଏହାକୁ ଚେଷ୍ଟା କରନ୍ତୁ । ଦ୍ଵିତୀୟରେ ଆପଣଙ୍କୁ ହଳଦୀ କ୍ଷୀର ନିହତି ସେବନ କରନ୍ତୁ ।ଏକ ଗ୍ଲାସ୍ କ୍ଷୀରରେ ଆପଣ ଅଧା ଚାମଚ୍ ହଳଦୀ ମିଶେଇ ସକାଳୁ କିମ୍ବା ସନ୍ଧ୍ୟାରେ ନିହାତି ସେବନ କରନ୍ତୁ । କ୍ଷୀର ନିଉରିଶୀମେଣ୍ଟ ହୋଇଥାଏ ଏବଂ ହଲଦିସହ ମିଶିଲେ ଇମୁନିଟୀ ବଢିଥାଏ । ଗଳାର କଷ୍ଟ ମଧ୍ୟ ଦୂର କରିଥାଏ ।ଏହା ଏକ ବହୁତ୍ ଭଲ ଇମୁନିଟିବୁଷ୍ଟର ଏବଂ ସବୁଠୁ ଭଲ ଆଣ୍ଟିଭାଇରାଲ ଅଟେ ।ଅନେକ ଗବେଷଣାରୁ ଜଣାପଡିଛି ଯେ ଏହା ଆଣ୍ଟିଭାଇରାଲ ଅଟେ ଏବଂ ଇମୁନ୍ୟେ ମଡରେଟ ଅଟେ ।

ତୃତୀୟରେ ଆପଣ ଗିଳୟର ସେବନ ନିହାତି କରନ୍ତୁ । ଗିଲୟକୁ ସଂସ୍କୃତରେ ଅମୃତ କୁହାଯାଇଥାଏ ।କାରଣ ଅମୃତଭଳି ଫଳଦାୟକ ଅଟେ । ଏହା କେବେବି ମାରିନଥାଏ ।ଏହାର ପତ୍ରର ରସ କିମ୍ବା ପତ୍ର ଡାଳକୁ କାଡାରେ ପକାଇ ଏହା ସେବନ କରିପାରିବେ ।ଯଦି ଆପଣଙ୍କ ଘରେ ଗିଲୟ ଗଛ ନାହିଁ।ତେବେ ଏହାର ଜୁସ ବା ଟାବଲେଟ ମାର୍କେଟରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ।

covideee

ଏକ ଗ୍ଲାସ୍ ପାଣିରେ ଆପଣ ଏହାର 15ରୁ 20ml ରସ ମିଶାଇ ପ୍ରତିଦିନ ସେବନ କରନ୍ତୁ ଯଦି ଆପଣ ପ୍ରତିଦିନ ଏହାର ସେବନ କରିବେ ତାହେଲେ କୌଣସି ପ୍ରକାର ଜ୍ୱର ଆପଣଙ୍କୁ ହୋଇନଥାଏ ।ଏହା ଆଣ୍ଟି ଭାଇରାଲ ଅଟେ ଏବଂ ଏହା ଆପଣଙ୍କ ଇମୁନିଟକୁ ବହୁତ୍ ଅଧିକ ବଢାଇଥାଏ ।ଏହାର ନାମ ଅମୃତ ଅଟେ ଏବଂ ପ୍ରତ୍ୟେକ ଶରୀରକୁ ଏହା ଅମୃତ ଭଳି ବନେଇ ଦିଏ ।ଏହି ତିନୋଟି ଉପାୟକୁ ଗଣ୍ଠି ବାନ୍ଧି ନିଜର ଦୈନ୍ୟଦିନ ଜୀବନରେ ଯୋଗ କରନ୍ତୁ ଦେଖିବେ ଆପଣ ସର୍ବଦା ସୁସ୍ଥ ରହିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *