kala_gora

ଯଦି କଳାରୁ ଗୋରା ହେବାକୁ ଚାହୁଁଛନ୍ତି ତାହେଲେ ପାଣିରେ ମିଶେଇକି ପିଅନ୍ତୁ ଏହି ଦ୍ରବ୍ୟ |

HEALTH

ବନ୍ଧୁଗଣ ଚେହେରା ଗୋରା କରିବାକୁ ସମସ୍ତେ ଇଚ୍ଛା କରନ୍ତି । ବହୁତ୍ ଲୋକଙ୍କ ଚେହେରା ଜନ୍ମରୁହିଁ ଗୋରା ହୋଇଥାଏ କିନ୍ତୁ ବହୁତ ଜଣଙ୍କ ଚେହେରା କଳା ହୋଇଥାଏ । ଯାହାଦ୍ୱାରା ସେମାନଙ୍କ ସୁନ୍ଦରତା କମ ହେବା ସହ ସେମାନଙ୍କ ବ୍ୟକ୍ତିତ୍ତ୍ଵ ଉପରେ ପ୍ରଭାବ ପଡିଥାଏ । ଚେହେରା ଆମ ଶରୀରର ସବୁଠୁ ମହତ୍ତ୍ଵ ପୂର୍ଣ୍ଣ ଭାଗ ହେଇଥାଏ ।

girl

ଆମ ସୁନ୍ଦରତା ଝଲକି ଥାଏ ଯଦି ଆମ ଚେହେରା ଗୋରା ଏବଂ ଚମକଦାର ହୋଇଥାଏ ।କିନ୍ତୁ ଆଜି କାଲି କା ଲୋକେ ଗୋରା ହେବା ପାଇଁ ନିଜ ମୁହଁରେ ବହୁତ୍ ଜିନିଷ ବ୍ୟବହାର କରିଥାନ୍ତି ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ କଳା ରୁ ଗୋରା ମଧ୍ୟ ହୋଇପାରିବା, ଆମ ମୁହଁରୁ ବ୍ରଣ ଦାଗ ଦୁର କରିପାରିବା । ଆମେ ନିଜର ପିଇବା ପାଣିରେ ଏମିତି ଏକ ଜିନିଷ ମିସେଇକି ପିଇବା ଯାହାଦ୍ୱାରା ମୁହଁରେ ଥିବା ବିଭିନ୍ନ ଦାଗ ରୁ ମୁକ୍ତି ପାଇପାରିବା ତା ସହିତ ଆପଣଙ୍କ ମୁହଁର ମଧ୍ୟ ଉଜ୍ବଳତା ବଢ଼ାଇବା ସହିତ ଆପଣ ଗୋରା ଦେଖାଯାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଏହି ଚାରୋଟି ଉପାୟ ଯାହାକି ଆପଣଙ୍କ ମୁହଁକୁ କଳା ରୁ ଗୋରା କରିପାରିବ ।

ପ୍ରଥମ ଉପାୟ :- ପାଣିରେ ଅଳପ ଡାଲଚିନି ଗୁଣ୍ଡ ପକାଇ ଏହାକୁ ଭଲସେ ଫୁଟାଇଦିଅନ୍ତୁ ତାପରେ ଏହି ଫୁଟିଥିବା ପାଣିକୁ ଭଲସେ ଛାଣି ପିଅନ୍ତୁ ।ଏହା ପିଇବା ଦ୍ୱାରା ମୁହଁର ବିଭିନ୍ନ ଦାଗ ଦୁର କରିଥାଏ ଏବଂ ମୁହଁକୁ ଉଜ୍ବଳ କରିଥାଏ । ଦ୍ୱିତୀୟ ଉପାୟ :- ଆପଣ ଯଦି ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଅନ୍ତି ତେବେ ଆପଣଙ୍କ ମୁହଁ ନରମ ହେବା ସହ ଚମକି ଥାଏ ।

ତୃତୀୟ ଉପାୟ:- ଆପଣ ଯଦି ପୋଦିନା ପତ୍ର ପାଣି ପିଅନ୍ତି ଆପଣଙ୍କ ପେଟ ସଫା ହେବା ସହ ରକ୍ତ ମଧ୍ୟ୍ୟ ପରିଷ୍କାର ହୋଇଥାଏ ଓ ମୁହଁର ଦାଗ ଦୁର ହୋଇଥାଏ । ଚତୁର୍ଥ ଉପାୟ :- ଆପଣ ଯଦି ପାଣିରେ ଲେମ୍ବୁରସ ମିଶାଇ ପିଇବେ ତେବେ ଆପଣଙ୍କ ପାଚନ କ୍ରିୟା ସୁସ୍ଥ ରହିବା ସହ ଦୂଷିତ ପଦାର୍ଥ ଶରୀର ରୁ ବାହାରିଯାଇଥାଏ । ମୁହଁର ଦାଗ ମଧ୍ୟ ଦୁର ହୋଇଥାଏ ଯାହାଦ୍ୱାରା ଆପଣଙ୍କ ମୁହଁ ଉଜ୍ଵଳ ଦିଶିବାରେ ଲାଗେ ।

girl1

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *