ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଘର ଭିତରେ ବି କୋରୋନା ଭାଇରସରୁ ବଞ୍ଚିବା ପାଇଁ ଆପଣଙ୍କୁ ବହୁତ ସାବଧାନ ରହିବା ଆବଶ୍ୟକ ।ଏମିତିରେ ଏହି ଭାଇରସ ଗୋଟିଏ ମନୁଷ୍ୟରୁ ଅନ୍ୟ ମନୁଷ୍ୟ ସମ୍ପର୍କରେ ଆସିବା ଦ୍ବାରା ବ୍ୟାପିଥାଏ । ତାହା ପରେ ବି ଯଦି ଆପଣଙ୍କ ହାତରେ ଏହି ଭାଇରସ ଅଛି ଏବଂ ଆପଣ ଘରର କୌଣସି ଜିନିଷ ବା ଜାଗାକୁ ଛୁଇଁ ଦେଲେ ତେବେ ବି ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମିତ କରିପାରେ । ଘରୋଇ କାମରେ ଜିନିଷ ସାହାଯ୍ୟରେ କେମିତି ଘରର କିଛି ଅତ୍ୟଵଶ୍ୟକ ଜାଗାକୁ ଆପଣ ସାନିଟାଇଜ କରିପାରିବେ ତାହା ମୁଁ ଆପଣଙ୍କୁ ଜଣାଇବି ।
ବନ୍ଧୁଗଣ ଏଥିପାଇଁ ଆପଣଙ୍କ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି 250ml ପାଣି। 250 ml ପାଣି ଆପଣ ଗୋଟିଏ ପାତ୍ରକୁ ନିଅନ୍ତୁ ।ଆପଣ ଏହି ଘର ତିଆରି ସାନିଟାଇଜରକୁ ବନେଇବା ପାଇଁ isopropale alcohol,Urel hydrogen pyroxide ବ୍ୟବହାର କାରିପାରିବେ ।କିନ୍ତୁ ଏହି ସବୁ ଯଦି ଆପଣଙ୍କ ପାଖରେ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାର ଅଵଶ୍ୟକତା ନାହିଁ । ଆପଣ ଏଥିପାଇଁ ବ୍ଲିଚିଂପାଉଡର ଏଥିରେ ପ୍ରୟୋଗ କରିପାରିବେ ।
ବ୍ଲିଚିଂପାଉଡର ଆପଣଙ୍କ ଘରୁ କିମ୍ବା ପାଖ ମାର୍କେଟରୁ ବହୁତ ସହଜରେ ମିଳିଯାଏ । ଏବେ ଏଥିରେ ୪ଚାମଚ ବ୍ଲିଚିଂପାଉଡର ପ୍ରୟୋଗ କରିବା । ଆପଣ ଏହି ୨୫୦ml ପାଣିରେ ଆପଣ ୪ ଚାମଚ ବ୍ଲିଚିଂପାଉଡର ଭଲକରି ମିଶାନ୍ତୁ । ବ୍ଲିଚିଂପାଉଡର ପାଣିରେ ଭଲରେ ମିଶି ନ ଥାଏ ତଥାପି ଆପଣ ଏହାକୁ ଭଲ ଭାବରେ ମିଶାଇବାକୁ ଚେଷ୍ଟା କରନ୍ତୁ । ବ୍ଲିଚିଂ ପାଉଡର ପାଣିରେ ଭଲଭାବେ ମିଶିଗଲା ପରେ ଆପଣଙ୍କୁ ଦରକାର ପଡ଼ିବ ଗୋଟେ ଗ୍ଲୋବସ ।
ବନ୍ଧୁଗଣ ଏହା ରବର ଗ୍ଲୋବସ ବି ହେଇପାରେ ଏବଂ ପଲିଗ୍ଲୋବସ ବି ହେଇପାରେ । ଏହା ଆପଣଙ୍କୁ କୌଣସି ଔଷଧ ଦୋକାନରେ ବହୁତ୍ ସହଜରେ ମିଳିଯିବ। ଏହି ଗ୍ଲୋବସକୁ ଆପଣ ଦୁଇ ହାତରେ ପିନ୍ଧି ଦିଅନ୍ତୁ । ଏବେ ଆପଣଙ୍କୁ ଆପଣଙ୍କ ଘରର ସାନିଟାଇଜ କରିବା ପାଇଁ ଏକ କପଡାର ଆବଶ୍ୟକତା ପଡ଼ିବ । ଏଥିପାଇଁ ଆପଣ ରୁମାଲର ବି ପ୍ରୟୋଗ କରିପାରିବେ । ପ୍ରଥମେ ଆପଣ ସେହି କପଡ଼ାକୁ ଏହି ପାଣିରେ ବୁଡ଼ାନ୍ତୁ ଏବଂ ଏହାକୁ ଭଲଭାବେ ଚିପୁଡି ଦିଅନ୍ତୁ । ପ୍ରଥମେ ଘରର ଟେବୁଲ ଏବଂ ଚେୟାରର ହ୍ୟାଣ୍ଡେଲକୁ ଭଲଭାବେ ସାନିଟାଇଜ କରନ୍ତୁ । ଘରର କବାଟ ବିଶେଷ କରି କବାଟର ହ୍ୟାଣ୍ଡେଲ ସବୁଠୁ ଅଧିକ ଅସୁରକ୍ଷିତ ଅଟେ । ଯଦି ଆପଣଙ୍କ ହାତରେ ଭାଇରସ ଥାଏ ତେବେ ଏହି ହ୍ୟାଣ୍ଡେଲରେ ଏହା ବସିଯାଏ ଏବଂ ଏହିଠାରୁ ଅନ୍ୟକାହାକୁ ସଂକ୍ରମିତ ମଧ୍ୟ୍ୟ ହୋଇପାରେ । ଘରର ବେଡ଼ରୁମ କବାଟ ହେଉ କିମ୍ବା ଘରର ଲାଟିନ କବାଟ ହେଉ ଏମିତିକି ଘରର ସବୁ କବାଟର ହ୍ୟାଣ୍ଡେଲକୁ ଆପଣଙ୍କୁ ପ୍ରତିଦିନ ଏହିପରି ସଫା କରିବାକୁ ହେବ ।
ବନ୍ଧୁଗଣ ଏହା ରବର ଗ୍ଲୋବସ ବି ହେଇପାରେ ଏବଂ ପଲିଗ୍ଲୋବସ ବି ହେଇପାରେ । ଏହା ଆପଣଙ୍କୁ କୌଣସି ଔଷଧ ଦୋକାନରେ ବହୁତ୍ ସହଜରେ ମିଳିଯିବ। ଏହି ଗ୍ଲୋବସକୁ ଆପଣ ଦୁଇ ହାତରେ ପିନ୍ଧି ଦିଅନ୍ତୁ । ଏବେ ଆପଣଙ୍କୁ ଆପଣଙ୍କ ଘରର ସାନିଟାଇଜ କରିବା ପାଇଁ ଏକ କପଡାର ଆବଶ୍ୟକତା ପଡ଼ିବ । ଏଥିପାଇଁ ଆପଣ ରୁମାଲର ବି ପ୍ରୟୋଗ କରିପାରିବେ । ପ୍ରଥମେ ଆପଣ ସେହି କପଡ଼ାକୁ ଏହି ପାଣିରେ ବୁଡ଼ାନ୍ତୁ ଏବଂ ଏହାକୁ ଭଲଭାବେ ଚିପୁଡି ଦିଅନ୍ତୁ । ପ୍ରଥମେ ଘରର ଟେବୁଲ ଏବଂ ଚେୟାରର ହ୍ୟାଣ୍ଡେଲକୁ ଭଲଭାବେ ସାନିଟାଇଜ କରନ୍ତୁ । ଘରର କବାଟ ବିଶେଷ କରି କବାଟର ହ୍ୟାଣ୍ଡେଲ ସବୁଠୁ ଅଧିକ ଅସୁରକ୍ଷିତ ଅଟେ । ଯଦି ଆପଣଙ୍କ ହାତରେ ଭାଇରସ ଥାଏ ତେବେ ଏହି ହ୍ୟାଣ୍ଡେଲରେ ଏହା ବସିଯାଏ ଏବଂ ଏହିଠାରୁ ଅନ୍ୟକାହାକୁ ସଂକ୍ରମିତ ମଧ୍ୟ୍ୟ ହୋଇପାରେ ।
ଘରର ବେଡ଼ରୁମ କବାଟ ହେଉ କିମ୍ବା ଘରର ଲାଟିନ କବାଟ ହେଉ ଏମିତିକି ଘରର ସବୁ କବାଟର ହ୍ୟାଣ୍ଡେଲକୁ ଆପଣଙ୍କୁ ପ୍ରତିଦିନ ଏହିପରି ସଫା କରିବାକୁ ହେବ ।ଘରର ବାଥରୁମ୍ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାନ୍ତି ସେଥିପାଇଁ ଘରର ବାଥରୁମରେ ଥିବା ବେସିନର —– ବା ସ୍ଲାପ କୁ ଆପଣ ଏହି ପରି ଭାବେ ପ୍ରତିଦିନ ସାନିଟାଇଜ କରନ୍ତୁ । କାରଣ ଏଠାରୁ ମଧ୍ୟ୍ୟ ଆପଣ ସଂକ୍ରମିତ ହୋଇପାରନ୍ତି ।
ରୋଷେଇ ଘରେ ଲାଗିଥିବା ବେସିନ ଏବଂ ହାଣ୍ଡଲେ କୁ ମଧ୍ଯ ପ୍ରତିଦିନ ସନିଟାଇଜ୍ କରନ୍ତୁ। ଏହିପରି ଭାବେ ଘରର ଲାଗିଥିବା ସ୍ୱିଜପୋଲ ଯାହାକୁ ଆପଣ ହାତରେ ଅନ ବା ଅଫ କରିଥାନ୍ତି । ସେଥିପାଇଁ ଆପଣ ଏହାକୁ ନିହତି ଭାବେ ସାନିଟାଇଜ୍ କରନ୍ତୁ ।ଯଦି ଆପଣ ଟିଭି ଦେଖୁଥା ନ୍ତି ତେବେ ଆପଣଙ୍କ ହାତରେ ଆପଣ ନିହାତି ରେମୋଟ କୁ ଧରୁଥିବେ । ରିମୋଟରୁ ମଧ୍ୟ୍ୟ ସଂକ୍ରମିତ ହେବାର ଡର ରହିଥାଏ ।ଯଦି ଆପଣଙ୍କ ଘରକୁ କେହି ବାହାର ଲୋକ ଆସିଥାନ୍ତି ତେବେ ସେମାନେ ଆପଣଙ୍କ ମେନଗେଟକିମ୍ବା ଘରର ଗେଟକୁ ସେମାନେ ନିହାତି ଛୁଇଥାନ୍ତି । ସେଥିପାଇଁ ଘରର ମେନଗେଟ କୁ ମଧ୍ୟ୍ୟ ସାନିଟାଇଜ କରନ୍ତୁ ।ନିଜର ସ୍କୁଟର, ବାଇକ୍ ର ହାଣ୍ଡଲକୁ ଆପଣ ପ୍ରତିଦିନ ସାନିଟାଇଜ କରନ୍ତୁ ।ଯଦି ସାମହିକ ଭାବେ ଗୋଟିଏ ପରିବାରରେ ସମସ୍ତ ସଦସ୍ୟ ଗୋଟିଏ ଡେସ୍କଟପ୍ ବା କମ୍ପ୍ୟୁଟର ବ୍ୟବହାର କରୁଥାନ୍ତି ତେବେ ତାହାର ମାଉସ୍ ଓ କିବୋର୍ଡ଼ କୁ ସାନିଟାଇଜ କରନ୍ତୁ ।
ଘରର ସମସ୍ତ ଅତ୍ାବଶ୍ୟକୀୟ ଜାଗାକୁ ସାନିଟାଇଜ୍ କରିସାରିବା ପରେ ଆପଣ ହାତରେ ଲାଗେଇଥିବା ଗ୍ଲୋବସକୁ କଢ଼ିଦିଅନ୍ତୁ ଏବଂଏହାକୁ କୌଣସି ଡଷ୍ଟବିନ ଯେଉଠାରୁ ଆପଣ ଦୁରେଇକି ରହୁଥିବେ ସେହି ଡଷ୍ଟବିନରେ। ଏହାକୁ ଫିଙ୍ଗନ୍ତୁ । ତାହାପରେ ନିଜ ହାତକୁ କୌଣସି ବି ସାନିଟାଇଜରେ ୨୦sec ପଯ୍ୟନ୍ତ ଭଲ ଭାବେ ସଫା କରନ୍ତୁ ଏବଂ ଏହାକୁ ପାଣିରେ ଧୋଇଦିଅନ୍ତୁ ।ଏମିତି ଘରେ ଥିବା ସାନିଟାଇଜ୍ କୁ ବ୍ୟବହାର କରି ଆପଣ ପ୍ରତ୍ୟେକ ଦିନ ସାନିଟାଇଜ୍ କରିପାରିବେ ଏବଂ ସୁରକ୍ଷିତ ରହିପାରିବେ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ |