sleep

ମରିଗଲେ ବି ଶୋଇବା ଘରେ ସ୍ୱାମୀ ସ୍ତ୍ରୀ ଏହି ଗୋଟିଏ କାମ କେବେ ବି କରନ୍ତୁ ନାହିଁ ; ଏହା ଦ୍ୱାରା ଶୀଘ୍ର ମୂ-ର୍ତ୍ୟୁ ହୋଇଥାଏ ।

HEALTH

ପ୍ରତିଦିନ ଆମେ ଅଧିକରୁ ଅଧିକ ସମୟ ଆମେ ଆମର ଶୋଇବା ଘରେ ବିତେଇଥାଉ । ସେଥିପାଇଁ ଶୋଇବା ଘର ସକାରାତ୍ମକ ହେବ ବହୁତ ଜରୁରୀ ଅଟେ । ମଣିଷ ସାରା ଦିନ ପରିଶ୍ରମ କରି ଘରକୁ ଫେରିଥାଏ । କିଛି ସମୟ ଶାନ୍ତିରେ ଶୋଇବା ପାଇଁ ମନରେ ଆନନ୍ଦ ରହିବା , ପରିବାରରେ ଶାନ୍ତି ରହିବା , ନିଦ ଠିକ ରହିବା ଏବଂ ଶରୀର ସୁସ୍ଥ ହେବା ଉପରେ ବହୁତ ପ୍ରଭାବ ପକାଇ ଥାଏ । ତେଣୁ ଶୋଇବା ଘରକୁ ବାସ୍ତୁ ଅନୁସାରେ ସଜାଡି ନିଅନ୍ତୁ । ଆସନ୍ତୁ ଜାଣିବା ଶୋଇବା ଘର ବାସ୍ତୁ ଅନୁସାରେ କିପରି ହେବା ଦରକାର ।

sleep

ଘରର ମୁରବୀଙ୍କର ଶୋଇବା ଘର କିପରି ହେବା ଦରକାର । ଏହା ସବୁ ସମୟରେ ଘରର ଦକ୍ଷିଣ ପଶ୍ଚିମ ଦିଗରେ କରିବା ଉଚିତ । କାରଣ ଏହି ସ୍ଥାନଟି ଘରର ସବୁଠୁ ଭଲ ଜାଗା । କିନ୍ତୁ ଏହି କୋଠରୀରେ ଛୋଟ ପିଲା , ଚାକର ରହିବାକୁ ଦିଅନ୍ତୁ ନାହିଁ । କାରଣ ସେମାନେ ଏହେ ଦ୍ୱାରା ଅବାଧ୍ୟ ହୋଇଥାନ୍ତି । ଯଦି ଆପଣ ମୁରବୀଙ୍କୁ ଦକ୍ଷିଣ ପୂର୍ବ ଘରେ ଶୁଆନ୍ତି ତାହେଲେ ପରିବାରରେ ଅନାବଶ୍ୟକ ଖର୍ଚ୍ଚ ବଢିବ ।

ଯଦି ସେହି କୋଣରେ ପିଲାମାନେ ରୁହନ୍ତି ତାହେଲେ ସେମାନେ ଅଳସୁଆ ହେବେ । ସେହି କୋଣରେ ଘର କରିବା ଉଚିତ ନୁହେଁ । ଏହି କୋଣରେ ରୋଷେଇ ଘର ହେବ ଦରକାର । କେବେ ବି ଶୋଇବା ଘର ଉତ୍ତର ପୂର୍ବ କୋଣରେ କି ଦକ୍ଷିଣ ପୂର୍ବ କୋଣରେ କରନ୍ତୁ ନାହିଁ । ଉତ୍ତର ପୂର୍ବ ଦିଗରେ ରହୁଥିବା ବ୍ୟକ୍ତି ସବୁବେଳେ ଦୁର୍ବଳ ହେଇଯିବ ।

ପିଲାଙ୍କ ପାଇଁ ଶୋଇବା ଘର ପୂର୍ବ ଦିଗରେ ହେବା ଉଚିତ । ଶୋଇବା ଘରର କବାଟ ଏକ ପଟିଆ ହେଲେ ଭଲ । ଘରର ଆଲମୀରା ସବୁବେଳେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ରହିବା ଉଚିତ । ଶୋଇବା ଘରେ ଟିଭିକୁ ସବୁବେଳେ ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ । ଶୌଚଳୟକୁ ଘରର ଉତ୍ତର ପଶ୍ଚିମ ଦିଗରେ କରନ୍ତୁ । ଶୋଇବା ଘରେ ଖଟ ସବୁବେଳେ ଦକ୍ଷିଣ ଦିଗ କିମ୍ବା ପଶ୍ଚିମ ଦିଗରେ ରହିବ ଆବଶ୍ୟକ । ଶୋଇଲା ବେଳେ ମୁଣ୍ଡ ସବୁବେଳେ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ ଦିଗକୁ ରଖିବା ଆବଶ୍ୟକ ।

sleepp

ଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଘରେ ଧନା ସମ୍ପତି ଲାଭ ହେବ । ପୂର୍ବ ଦିଗକୁ ଶୋଇଲେ ସୁଖ ନିଦ୍ରା ହେବ । ପଶ୍ଚିମ ଦିଗରେ ଶୋଇଲେ ଏହା ନାମ କମେଇବାରେ ସାହାଯ୍ୟ କରେ । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଠିକ ନୁହେଁ ସୋଇଲେ ମୁଣ୍ଡରେ ବ୍ୟାଘାତ ହେବ । ବିଭିନ୍ନ ପ୍ରକାରର ରୋଗ ହେବ । ଆୟୁଷ ମଧ୍ୟ କମିଯିବ । ତେଣୁ ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । ନୂଆ ଘର ତିଆରି କରୁଥିଲେ ବାସ୍ତୁ ଅନୁସାରେ ଘର କରନ୍ତୁ । ଏବଂ ଘରକୁ ବାସ୍ତୁ ଅନୁସାରେ ସଜାଡି ପାରିବେ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *