ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଓଡ଼ିଶାରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ କିଏ ବା ନଜାଣେ ଏବଂ ତାଙ୍କ ଅଭିନୟ କରିଥିବା ସମସ୍ତ ଚଳଚିତ୍ର ଦର୍ଶକମାନଙ୍କୁ ବେସ ପସନ୍ଦ ଆସେ ଓ ଏବେକାର ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ବିବାଦ ଭିତରେ ଛନ୍ଦି ହୋଇ ପଡିଛନ୍ତି ଅନୁଭବ ମହାନ୍ତି। ବର୍ଷା ଅନୁଭବ ଛାଡପତ୍ର ମାମଲା ଏବେ ଦାଣ୍ଡରୁ ପଡ଼ି ହାଟରେ ଗଡୁଛି।
ଅନୁଭବ ମହାନ୍ତି ଙ୍କ ସାନ ଭାଇ ଅନୁପ୍ରାସ ମହାନ୍ତି ଙ୍କୁ ତ ଆପଣମାନେ ଜାଣିଥିବେ ସେ ସମଥିଙ୍ଗ ସମଥିଙ୍ଗ ଓ ସମଥିଙ୍ଗ ସମଥିଙ୍ଗ ୨ ରେ ସେ ପ୍ରଯୋଜକ ହୋଇଥିଲେ। ଅନୁଭବ ଙ୍କ ଭାଇ ବୋହୁ ମାନେ ଅନୁପ୍ରାସ ମହାନ୍ତି ଙ୍କ ପତ୍ନୀ ଦେଖିବାକୁ ଖୁବ ସୁନ୍ଦର। ଫୋଟୋ ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ।ତେବେ ବନ୍ଧୁଗଣ ଆପଣ ତାଙ୍କ ସ୍ତ୍ରୀ ଙ୍କୁ ଏ ଫୋଟୋରେ ଦେଖିପାରୁଥିବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ପ୍ରେରଣା ମହାନ୍ତି ଯେ କି ଦେଖିବାକୁ ବର୍ଷା ଙ୍କ ଠାରୁଭି ଆହୁରି ସୁନ୍ଦର ଓ ସେ 2015 ରେ ଅନୁପ୍ରାସ ଙ୍କ ହାତ ଧରିଥିଲେ ଏବଂ ସେ ଅନୁପ୍ରାସ ଙ୍କୁ ବିବାହ କରିସାରିଲାପରେ ଏବେ ତାଙ୍କର ଝିଅ ସନ୍ତାନ ଟେ ଅଛି ଯାହାର ନାମ ହେଉଛି ଅଭିସାରିକା ମହାନ୍ତି।
ସୋସିଆଲ ମିଡ଼ିଆରେ ଅନୁଭବ ସବୁବେଳେ ଅନୁପ୍ରାସ ଙ୍କ ଝିଅଙ୍କ ଫୋଟୋ ସେୟାର କରନ୍ତି। ଅନୁଭବ ମହାନ୍ତି ଙ୍କୁ ବହୁତ ସମୟ ଅଭିସାରିକା ମହାନ୍ତି ଙ୍କ ସହ ଖେଳିବାର ଆପଣମାନେ ଦେଖୁଥିବେ ଓ ସୋସିଆଲ ମିଡିଆରେ ରେ ମଧ୍ୟ ତାଙ୍କର ଫୋଟୋ ଓ ଭିଡିଓ ସେ ପୋଷ୍ଟ କରନ୍ତି। ପ୍ରେରଣା ବର୍ତମାନ ସମୟରେ ଗୃହିଣୀ ଭାବେ ଏବେ ଘରେ ରହୁଛନ୍ତି ଓ ସେ ଅନୁପ୍ରେସ ଙ୍କ ସହ କଟକ ର ବାସଭବନ ରେ ରହୁଛନ୍ତି ଓ ତାଙ୍କ ସ୍ୱାମୀ ଅନୁପ୍ରାସ ମହାନ୍ତି ଜଣେ ବିଜନେସ ମ୍ୟାନ ଅଟନ୍ତି।
ପ୍ରେରଣା ମଧ୍ୟ ବିଜନେସ ରେ ସ୍ୱାମୀ ଅନୁପ୍ରାସ ଙ୍କୁ ବହୁତ ସାହାଯ୍ୟ କରନ୍ତି।ତେବେ ଅନୁଭବ ଙ୍କ ଭାଇ ବୋହୂ ପ୍ରେରଣା ଆପଣଙ୍କୁ କେମିତି ଲାଗିଲେ। ମତାମତ ନିହାତି କମେଣ୍ଟ କରନ୍ତୁ।ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।