ତେବେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ବିବାହ ବିଚ୍ଛେଦ ପାଇଁ ବର୍ଷା ଏବଂ ଅନୁଭବ କୋର୍ଟ ର ଦ୍ୱାରସ୍ତ ହୋଇଚନ୍ତି । ପ୍ରଥମେ ବର୍ଷା ଛାଡପତ୍ର ବାବଦ ରେ କ୍ଷେତି ପୂରଣ ପାଇଁ 15 କୋଟି ଟଙ୍କା ମାଗିଛନ୍ତି । ସେହି ପରି କୋର୍ଟ ର ଆପିଡେପିଟ୍ ରେ ଅନୁଭବ ଙ୍କ ବିଷୟ ରେ ଅେକ କଥା କହିଛନ୍ତି କି । ତାଙ୍କର ଅନେକ ଝିଅ ମାନଙ୍କ ସହିତ ସଂମ୍ପର୍କ ରହି ଥିଲା । ସେ ଜଣେ ପେସା ଦାର୍ ମଦୁଆ ଅଟନ୍ତି । ସେ ମଦ ପିଇ କରି ପ୍ରତି ଦିନ ତାଙ୍କୁ ମାନଶୀକ ଏବଂ ଶାରୀରିକ ଯନ୍ତ୍ରଣା ଦିଅନ୍ତି । ସେହି ପରି ଅନ୍ୟ ପଟରେ ଅନୁଭବ କହିଛନ୍ତି କି ବର୍ଷା ତାଙ୍କ ପରିବାର କୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ । ମୁଁ ତାଙ୍କୁ କେମିତି ଭରସା କରିଛି ଏ ଜନ୍ମରେ ନୁହେଁ କି ଆଉ କେହି ଜନ୍ମ ରେ ନୁହେଁ ।

ସେମିତିରେ ବର୍ଷା ଙ୍କ କଥା ଉପରେ ଅନୁଭବ କହିଛନ୍ତି ଯଦି ବର୍ଷା ଘରେ ରହିବେ ଏବଂ ସଂମ୍ପର୍କ ଭାଙ୍ଗିବା ପାଇଁ ଚାହାଁନ୍ତି ନାହିଁ ତେବେ ସେ କେଉଁ ପରି ଭାବେ ଡିଭର୍ସ କଥା କହୁଛନ୍ତି ଏବଂ ଏତେ ଟଙ୍କା ବି ଦାବି କରୁଛନ୍ତି । ସେମିତି ରେ ସେ ଭଡା ଘର ନେଇ ରହିବା କହଛନ୍ତି । ସେହି ପରି ଅପର ପକ୍ଷ ରେ ଏହି ସଂମ୍ପର୍କ ର ସୂତା କ୍ଷିୟ ରେ ଦୁହିଁଙ୍କ ଓକିଲୋ ଅଲଗା ଅଲଗା ମତ ଦେଇ ସେମାନେ ଏହାକୁ ଆହୁରି ବି ଅଡୁଆ କରି ଦେଉଛନ୍ତି । ସେହି ପରି ବର୍ତମାନ ସମୟ ରେ ବି ବର୍ଷା ସେଠାରେ ରହୁ ଥିବା ବେଳେ ସେ ଅଲଗା ରାନ୍ଧି ଖାଉଛନ୍ତି ।
ହେଲେ ଏବେ ସୋସ,ିଆଲ ମିଡିଆରେ ବର୍ଷାଙ୍କର ଏକ ଭିଡିଓ ଭାଇରାଲ ହେଉଛି୍ । ଏବେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ଦେଖା ଯାଉଛି କି ବର୍ଷା ଜଣେ ସଂସ୍କାରୀ ମହିଳା ପରି ନିଜର ଘରେ ରହିଛନ୍ତି। ତାଙ୍କର ରୂପ ଯେମିତି ଦେଖିବାକୁ ସୁନ୍ଦର ସେହିପରି ତାଙ୍କ ଗୁଣ ମଧ୍ୟ ରହିଛି। ତେବେ ଆଜି ଯାହା ଦେଖିବାକୁ ମିଳିଛି ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ଅନୁଭବ ଆଣିଥିବା ସମସ୍ତ ଅଭିଯୋଗ କୁ ଭୁଲ ବୋଲି ପ୍ରମାଣିତ କରି ଦେଇଛି। ସେ ଜଣେ ହିନ୍ଦୁ ନାରୀ ପରି ଶାଢ଼ୀ ପିନ୍ଧିବା ସହ ଆଚାର ବ୍ୟବହାର ମଧ୍ୟ ସେହିପରି କରୁଛନ୍ତି। ତାଙ୍କୁ ଏହି ଭିଡ଼ିଓ ଗୁଡିକ ମାଧ୍ୟମରେ ଦେଖିଲେ ଏମିତି କିଛି ବି ଲାଗିବନି କି ସେ ତାଙ୍କ ଶାଶୂ ଘରେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି।
ବର୍ଷା ଅନେକ ଭିଡ଼ିଓ ରେ ଦେଖା ଯାଉଛନ୍ତି କି ସେ ଘରର ସମସ୍ତ କାମ ଯେପରି ଝାଡୁ ମାରିବା, ପୋଛିବା , ବାସନ ଧୋଇବା ଏବଂ ରୋଷେଇ ଇତ୍ୟାଦି କରିବା କାର୍ଯ୍ୟ ମଧ୍ୟ ସେ କରିଥାନ୍ତି। ତାଙ୍କର ଏହି ପରି କାର୍ଯ୍ୟ କୁ ନେଇ ମଧ୍ୟ ତାଙ୍କ ଘରେ ଲୋକେ କେବେ ଖରାପ ଅନୁଭବ କରି ନଥିବା ସ୍ପଷ୍ଟ ହେଉଛି ।

ଆଉ ଗୋଟିଏ ଭିଡ଼ିଓ ରେ ବର୍ଷା ନିଜେ ହିନ୍ଦୁ ମହିଳା ଭାବରେ ତୁଳସୀ ଗଛରେ ପାଣି ଦେବା ସହ ଅନ୍ୟ ଦେବା ଦେବୀଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରୁଥିବାର ଦୃଶ୍ୟମାନ ହେଉଛନ୍ତି। ଛୋଟ ପିଲାଙ୍କ ସହ ଖେଳିବା ସହ ଖୁସିରେ ଥିବାର ଜଣା ପଡୁଛନ୍ତି। ଯେଉଁ ଜିନିଷ କୁ ଯେଉଁ ଜାଗାରେ ରଖିବା କଥା ସେମିତି ସାଜ ସଜା କରି ରଖିଛନ୍ତି।ଏମିତି ଅନେକ ଘରର ଜିନିଷ କୁ ସଜାଡି ରଖିବା ସହ ପରିଷ୍କାର ପରିଚ୍ଛନ୍ନ ମଧ୍ୟ ରଖୁଛନ୍ତି। ତେଣୁ ଅନୁଭବ କରିଥିବା ଏହି ଅଭିଯୋଗ କେତେ ମାତ୍ରା ରେ ସତ ତାହା ସମସ୍ତଙ୍କ ସାମ୍ନା କୁ ଆସିବାର ବାକି ରହିଛି। ତେବେ ଲୋକ ଏଠାରେ କହୁଛନ୍ତି କି ଅନୁଭବ ଡାହା ମିଛ କହୁଛନ୍ତି ବୋଲି ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।
Post Views:
506