sanketa

ଭଲ ସମୟ ଆସିବା ପୂର୍ବରୁ ଭଗବାନ୍ କି କି ସଙ୍କେତ ଦେଇଥାନ୍ତି କଣ ଆପଣ ଏହା ଜାଣିଛନ୍ତି କି ।

FACT

ଯାହା ପାଖରେ ପଇସା ଥାଏ ତା ହାତରେ ଦୁନିଆ ଥାଏ ଏ କଥା ତ ସମସ୍ତେ ଜାଣିଥିବେ । ଏଥିପାଇଁ ସାରା ଦୁନିଆ ମହାଲଷ୍ମୀଙ୍କର ଆରାଧନା କରିଥାଏ । ମହାଲଷ୍ମୀ ସମସ୍ତଙ୍କୁ ସହଜରେ ପ୍ରସନ୍ନ ହୋଇନଥାନ୍ତି । ଯାହାକୁ ମହାଲଷ୍ମୀଙ୍କ କୃପା ହୋଇଯାଏ ସେ କେବେ ଦୁଖୀ ରହେନି । ଆମ ଭକ୍ତିରେ ପ୍ରସନ୍ନ ହୋଇ ଆମ ଘରେ ରହିବାକୁ ଆସିଥାନ୍ତି । ମହାଲଷ୍ମୀ ଆମ ଘରକୁ ଆସିବା ପୂର୍ବରୁ କିଛି ଏମିତି ସଂକେତ ଦିଅନ୍ତି ଯାହା ଆମେ ଆଗରୁ ବୁଝି ଯାଇଥାଉ ।

laxmi1

ଏହା ଆଗମନର ସଂକେତ ବୋଲି ମାନିଥାନ୍ତି ।ଆମ ଜୀବନରେ ଧନର କେତେ ମହତ୍ଵ ଏହା ସମସ୍ତଙ୍କୁ ଜଣା । ଧନା ଦ୍ୱାରା ଖୁସି କିଣି ପାରିବ ନାହିଁ କିନ୍ତୁ ଧନା ଥିଲେ ଖୁସି ବି ଚାଲି ଆସିବ । ଧନର କାମନା ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ବନିବାର ସ୍ୱପ୍ନ ଦେଖିଥାନ୍ତି । ପ୍ରଥମ ସଂକେତ ଯଦି ଆପଣଙ୍କର ଡାହାଣ ହାତ କୁଣ୍ଡେଇ ହୁଏ ତାହେଲେ ଏହା ଶୁଭ ସଂକେତ ହୋଇଥାଏ । ଆପଣଙ୍କର ସବୁ ମନସ୍କାମନ ପୁରଣ କରିବେ । କୁଛି ନ କିଛି ଆମକୁ ସଂକେତ ମିଳିଥାଏ ଲଷ୍ମୀଙ୍କର ଆଗମନର ।

ଧନ ପ୍ରାପ୍ତି ହେବାର ସଂକେତ ମିଳିଯାଏ । ଯଦି ଆମେ ବାରମ୍ବାର ସ୍ୱପ୍ନରେ ସାପ , ନେଉଳ, ପେଚାର ସ୍ୱପ୍ନ ଦେଖିଥାଉ ତାହେଲେ ଆଗାମୀ ଭବିଷ୍ୟତରେ ଧନ ମିଳିବାର ସମ୍ଭାବନା ରହିଛି । ଝାଡୁ ଲଗାଇବା ମଧ୍ୟ ଗୋଟିଏ ଶୁଭ ସଂକେତ । ଦ୍ୱିତୀୟ ହେଉଛି ଝିଟିପିଟିକୁ ଲଷ୍ମୀଙ୍କର ରୂପ କୁହାଯାଏ । ଯଦି ଘରେ ତିନୋଟି ଝିଟିପିଟି ଏକ ସହ ଦେଖା ଯାଏ ତାହେଲେ ଲଷ୍ମୀ ଆଗମନର ସୂଚନା ମିଳିଥାଏ । ଝିଟିପିଟି ଜଣେ ଜଣକର ପିଛା କଲେ ଏହାର ଅର୍ଥ ଘରେ ଉନ୍ନତି ହେବ । ୩ୟ ସଂକେତ ହେଉଛି ପକ୍ଷୀ । ଯଦି ଆପଣଙ୍କ ଘରେ କୌଣସି ଚଢେଇ ଆସି ବସା ବାନ୍ଧେ ତାହେଲେ ଏହା ମଧ୍ୟ ଲଷ୍ମୀଙ୍କର ଆଗମନ ସଂକେତ ଦେଇଥାଏ । ଯଦି ଚଢେଇ ବସା ବନେଇ ଥାଏ ତାହେଲେ ଏହାକୁ ଭଂଗାନ୍ତୁ ନାହିଁ । ଲଷ୍ମୀଙ୍କର ପ୍ରିୟ ପେଚାକୁ ଦେଖିଲେ ଭଲ । ଶଙ୍ଖର ଧ୍ୱନିର ଶବ୍ଦ ଯଦି ଶୁଣାଯାଏ ତାହେଲେ ଏହା ଅତ୍ୟନ୍ତ ଶୁଭ ଅଟେ ।

ଏହାର ଅର୍ଥ ଏହାକି ଲଷ୍ମୀ ମାଆ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଟନ୍ତି । ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇ ସୁଖ ସମୃଦ୍ଧି ଲାଗି ରହିବ । ଚତୁର୍ଥ କଥା କଳା ରଙ୍ଗର ପିଂପୁଡି । ଘରେ ଲାଲ ରଙ୍ଗର ପିମ୍ପୁଡି ଦେଖା ଯିବା ଅଶୁଭ କୁହାଯାଏ । କଳା ରଙ୍ଗର ପିମ୍ପୁଡି ଶୁଭ ହୋଇଥାଏ । ଏହି ପିମ୍ପୁଡିକୁ ଲଷ୍ମୀଙ୍କର ରୂପ ମାନିଥାନ୍ତି । ଯଦି କଳା ପିମ୍ପୁଡି ଗୋଲ ହୋଇ ବୁଲନ୍ତି ତାହେଲେ ଏହାକୁ ଶୁଭ ସଂକେତ କୁହାଯାଏ । ତାଙ୍କୁ ଅଟା ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ। ଯଦି ଆପଣ ଭଗବାନ୍ ଙ୍କ ଏହି ସବୁ ସଂକେତ କୁ ବୁଝି ପାରି ସେହି ଅନୁସାରେ କାର୍ଯ୍ୟ ତାହେଲେ ନିଜ କାର୍ଯ୍ୟ ରେ ନିଶ୍ଚିନ୍ତ ସଫଳ ହେବେ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *