6

କାହାକୁ ମଧ୍ୟ କୁହନ୍ତୁ ନାହିଁ ନିଜର ଏହି ୬ଟି ଗୁପ୍ତ କଥା,ନଚେତ ବର୍ବାଦ ହୋଇଯିବେ ଆପଣ।

Uncategorized

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଶୁକ୍ରଚାର୍ଯ୍ୟ ହିନ୍ଦୁ ପୁରାଣର ଜଣେ ବିଶେଷ ଚରିତ୍ର ଅଟନ୍ତି। ଶୁକ୍ରଚାର୍ଯ୍ୟ, ଅସୁର ମାନଙ୍କ ଗୁରୁ ଥିଲେ।ଅସୁର ଗୁରୁ ଶୁକ୍ରଚାର୍ଯ୍ୟ ଏକ ବିଦ୍ୱାନ ହେବା ସହ ଏକ ଭଲ ନୀତିକାର ମଧ୍ୟ ଅଟନ୍ତି । ଶୁକ୍ରାଚାର୍ଯ୍ୟଙ୍କର ନୀତି ଆଜି ବି ଲୋକମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି । ଜୀବନକୁ କିପରି ଖୁସଦମୟ ଭାବରେ ଅତିବାହିତ କରିବାର ଅଛି ଗୁରୁ ଶୁକ୍ରାଚାର୍ଯ୍ୟ ନିଜ ନୀତିଶାସ୍ତ୍ରରେ ଉଲ୍ଲେଖ କରିଯାଇଛନ୍ତି । ସେଗୁଡିକ ପାଳନ କରିବା ଦ୍ଵାରା ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିନଥାଏ ।

girl

ନିଜର ଅପମାନକୁ ମଧ୍ୟ ଲୋକଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ନିଜ ଅପମାନ ଅନ୍ୟକୁ କହିବା ଦ୍ୱାରା ନିଜର ହିଁ ଆପମାନ ହୋଇଥାଏ । ଯେତେବେଳେ ଅନ୍ୟମାନେ ଏହିକଥା ଜଣାପାରନ୍ତି, ତା’ହେଲେ ଅନ୍ୟ ଲୋକମାନେ ଆପଣଙ୍କୁ ସମ୍ମାନ ବଦଳରେ ଘୃଣା କରିବେ । ଏହା ପ୍ରତ୍ୟେକ ପତି ଓ ପତ୍ନୀମାନଙ୍କ ପାଇଁ ସବୁଠାରୁ ଗୁପ୍ତକଥା ଅଟେ । ଏହି ସମ୍ପର୍କକୁ ଆପଣ ଅନ୍ୟ କାହା ସହ ଆଲୋଚନା କରିବା ଉଚିତ ନୁହେଁ । ଏହିକଥା ପତି ଓ ପତ୍ନୀ ବ୍ୟତୀତ ଅନ୍ୟ କେହି ଜାଣିଲେ ଏହା ଆପଣଙ୍କ ପାଇଁ ବହୁତ ଲଜ୍ଜାର କଥା ଅଟେ ।

କୁହାଯାଏ କି ବ୍ୟକ୍ତିକୁ ନିଜର ବୟସ ସୀମା ଅନ୍ୟ କାହାସହ ସେୟାର କରିବା ଉଚିତ ନୁହେଁ । ଏହାକୁ ମଧ୍ୟ ଗୁପ୍ତ ରଖିବା ଆବଶ୍ୟକ । ଏହା ଆପଣଙ୍କ ଶତ୍ରୁମାନେ ଜାଣିବା ଫଳରେ, ଆପଣଙ୍କ ବିପକ୍ଷରେ ସେମାନେ ଏହାର ଫାଇଦା ନେଇପାରନ୍ତି । ଆଜି ବି ସମାଜରେ କିଛି ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ଘରର କଥା ବନ୍ଧୁଙ୍କ ସହ ଓ ବାହାର କିଛି ଲୋକଙ୍କ ସହ ସେୟାର କରିଥାନ୍ତି । ଏପରି କରିବା ଦ୍ଵାରା ସେମାନେ ବୁଝିପାରୁ ନାହାନ୍ତି ଯେ, ସେମାନଙ୍କ ଘର ଲୋକମାନଙ୍କ ସହ ସେମାନଙ୍କ ସମ୍ପର୍କ ଭଲ ମଧ୍ୟ ଖରାପ ହୋଇଥାଏ । ଯେତେବେଳେ ଆପଣଙ୍କ ଆପଣଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥାଏ, ସେହି ସମୟରେ ଆପଣ ସେମାନେ ସହ କରିଥିବା ଗୁପ୍ତା କଥାର ଫାଇଦା ଉଠାଇଥାନ୍ତି । ଘର କଥା ଯଦି ଘରେ ରହିଥାଏ, ତା’ହେଲେ ପରିବାରରେ ଶାନ୍ତି ବଜାୟ ରହିଥାଏ ।

girl1

ନିଜର ଟଙ୍କା ପଇସା ବିଷୟରେ ମଧ୍ୟ କାହାକୁ କିଛି କହିବା ଉଚିତ ନୁହେଁ । ଧନ ଏପରି ଏକ ଜିନିଷ ଅଟେ, ଯିଏକି ନିଜର ଲୋକକୁ ପର କରିଦେଇଥାଏ । ଏଭଳି ସ୍ଥିତିରେ, ଏହି କଥାକୁ ଆପଣ ଯଦି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି, ତା’ହେଲେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।କଥାରେ ଅଛି ଦାନ ଧର୍ମ ଗୁପ୍ତ ରଖାଯାଏ ତ ଭଲ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରୁଥାଏ, ସେହି ବ୍ୟକ୍ତିକୁ କଦାପି ଦାନର ଫଳ ମିଳିନଥାଏ। ତେଣୁ ନିଜର ଦାନ ସମାଜରେ ଦେଖାଇବା ଅନୁଚିତ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *