adi

ଓଡ଼ିଆ ଟିଭି ସିରିଏଲ ଅଭିନେତା ଆଦିଙ୍କ ଲାଇଫ ଷ୍ଟାଇଲ ଓ ପରିବାର ବିଷୟରେ।

NEWS

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ବନ୍ଧୁଗଣ ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଆମ ଓଡ଼ିଆ ଟେଲିଭିଜନ ଜଗତ ବିଷୟରେ ନିଶ୍ଚୟ ଜାଣିଥିବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଜି-ସାର୍ଥକରେ ପ୍ରସାରିତ ହେଉଛି ନୂଆ ଓଡ଼ିଆ ସିରିଏଲ ଜୀବନ ସାଥି ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁ ମାତ୍ରାରେ ପ୍ରଶଂସା କରିବା ସହିତ ଏହି ସିରିଏଲର କାହାଣୀଙ୍କୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।
saathii
ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଜି- ସାର୍ଥକରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ଜୀବନ ସାଥି ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଆଦିଙ୍କ ପରିବାରରେ କେଉଁ କେଉଁ ମାନେ ଅଛନ୍ତି। ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ବନ୍ଧୁଗଣ ଆପଣମାନେ ଜାଣିଥିବେ ଜୀବନ ସାଥି ସିରିଏଲରେ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଥିବା ଆଦିଙ୍କ ପ୍ରକୃତ ନା ହେଉଛି ଅମର ସେ ପୂର୍ବରୁ ଅନେକ ଗୁଡିଏ ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିସାରିଛନ୍ତି ଜୀବନ ସାଥି ସିରିଏଲରେ ଆଦିଙ୍କ ଅଭିନୟକୁ ଦର୍ଶକମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।

adityaaas

ଏହି ସିରିଏଲରେ ଆଦି ଏବଂ ଭକ୍ତିଙ୍କ ଲଭ ରୋମାନ୍ସକୁ ଦର୍ଶକମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି ଯାହା ସୂଚନା ମିଳିଛି ଆଦି ଏବଂ ଭକ୍ତି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ଜି-ସାର୍ଥକରେ ପ୍ରସାରିତ ହେଉଥିବା ସବୁ ଲୋକ ପ୍ରିୟ ମେଗା ସିରିଏଲ ଜୀବନ ସାଥିରେ ଆଦିଙ୍କ ପରିବାରରେ କିଏ କିଏ ଅଛନ୍ତି। ଆପଣମାନଙ୍କୁ ଜି-ସାର୍ଥକରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ ମେଗା ସିରିଏଲ ଜୀବନ ସାଥୀରେ ଆଦିଙ୍କ ଅଭିନୟ କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣେଇବେ। ଏହା ସହିତ ପ୍ରତିଦିନ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆ ବିଷୟରେ ନୂଆ ନୂଆ ଖବର ଜାଣିବା ପାଇଁ ଆମକୁ ଫଲୋ ଅପ କରନ୍ତୁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *