fridge

ଖରାଦିନେ ଫ୍ରିଜ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ।

HEALTH

ବନ୍ଧୁଗଣ ଆମେ ସାଧାରଣତଃ ଖରାଦିନେ ଫ୍ରିଜର ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି।କିଛି ଲୋକ ଲଗାତାର ଫ୍ରିଜ ପାଣି ପିଇବାକୁଭଲ ପାଆନ୍ତି କାହିଁକିନା ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରକୁ ଆଶ୍ୱସ୍ତି ଲାଗିଥାଏ କିନ୍ତୁ ଏହି ଥଣ୍ଡା ପାଣି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।ଗରମ ଦିନରେ ଶୋଷ ବହୁତ ଅଧିକ ହୋଇଥାଏ।

ଏହି ଶୋଷ ମେଣ୍ଟାଇବା ପାଇଁ ଆମେ ଫ୍ରିଜ ପାଣି ପିଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଫ୍ରିଜ ପାଣି ପିଇବା ଦ୍ୱାରା ଆମ ଜାଣତରେ ହେଉ କି ଅଜାଣତରେ ଆମେ ଏତେ ମାତ୍ରାରେ ରୋଗକୁ ଡ଼ାକି ଆଣିଥାଉ ଯେ ଯାହା ବିଷୟରେ ଆମେ କେବେ ବି ଭାବିନଥାଉ । ତାହେଲେ ମୁ ଆପଣଙ୍କୁ ଏମିତି କଥା କହିବି ଯାହା ଶୁଣିଲେ ଆପଣ କେବେ ବି ଥଣ୍ଡା ପାଣି ପିଇବେନି କାହିଁକି ନା ଏହା ଆମ ଶରୀର ପ୍ରତି ବହୁତ କ୍ଷତି କାରକ ଅଟେ ।

sfridge

ଯଦି ଆମେ ଥଣ୍ଡା ପାଣି ପିଇବା ତାହେଲେ ଆମ ପେଟ ଭିତରେ ଯେଉଁ ବଡ ବଡ ଅନ୍ତନଳୀ ରହିଛି ତାହା ଆସ୍ତେ ଆସ୍ତେ ସଙ୍କୁଚିତ ହୋଇଥାଏ ଯାହା ଫଳରେ ଆମର ପାଚନ କ୍ରିୟା ସଠିକ୍ ଭାବେ ହୋଇନଥାଏ ଆଉ ଯଦି ପାଚନ କ୍ରିୟା ଠିକ୍ ଭାବେ ନ ହୁଏ ତାହେଲେ ଆମ ପେଟରେ ଗ୍ୟାସ ହେବାର ସମ୍ଭାବନା ଅଧିକ ହୋଇଥାଏ ଯାହାଦ୍ଵାରା ଆମ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଏଵଂ ଅର୍ଶ ଭଳି ରୋଗ ମଧ୍ୟ ଦେଖା ଦେଇଥାଏ ।

ଏହି ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା କୋଷ ଗୁଡ଼ିକ ସଙ୍କୁଚିତ ହୋଇଯାଏ ଯାହା ଫଳରେ ଆମର ହାର୍ଟ ଆଟକ ହେବାର ଆଶଙ୍କା ବହୁତ ଥାଏ ଏଵଂ ଆମ ଲିଭର୍ ଉପରେ ବହୁତ୍ ପ୍ରଭାବ ପଡିଥାଏ ।ଆପଣ ଦେଖିଥିବେ ଯେ ବେଳେ ବେଳେ ଆମ ଲିଭରରେ ଯନ୍ତ୍ରଣା ହୋଇଥାଏ ଏହା ସହ କିଛି ଲୋକଙ୍କର ଲିଭର୍ ସାଇଜ ମଧ୍ୟ୍ୟ ବଢ଼ିଯାଇଥାଏ ।

ଯାହା ଫଳରେ ଆମର ଗୋଟିଏ ପଟ ପେଟ କାଟିଥାଏ ।ଆମେ ଏହି ଥଣ୍ଡା ପାଣି ପିଇବା ଦ୍ୱାରା ଆମ ପାଚନ କ୍ରିୟା କରିବାରେ ଲିଭର୍ କୁ ବହୁତ୍ ପରିଶ୍ରମ କରିବାକୁ ପଡେ । ଏହି ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଗଳା ମଧ୍ୟ୍ୟ ଖରାପ ହୋଇଯାଏ ଏଵଂ ଆମକୁ ଥଣ୍ଡା ଓ ସର୍ଦ୍ଦି ମଧ୍ୟ୍ୟ ହୋଇଥାଏ ।ଏହି ସବୁ କାରଣ ପାଇଁ ଆମେ ଫ୍ରିଜ ପାଣିଠୁ ଦୂରରେ ରହିଲେ ଆମେ ଏହିସବୁ ରୋଗରୁ ମୁକ୍ତି ପାଇ ପାରିବା । ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *