ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାନୀ ଙ୍କୁ ବିବାହ କରିବେ ରାଜା ମିଳିଗଲା ମନ ର ମଣିଷ ତେବେ କିଏ ସେହି ମଣିଷ । ପୁଣି ଚର୍ଚ୍ଚା ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା । ଏହି ଥର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ ମନ ର ମଣିଷ ମିଳି ସାରିଛି ।
ବର୍ତମାନ ସମୟ ରେ ଯାତ୍ରା ପେଣ୍ଡେଲ୍ ହୁଲସ୍ତୁଲ କରି ଦେଇ ଥିବା ରାନୀ ଙ୍କ ଉଦାରତା କୁ ସମସ୍ତେ ଉପଲବ୍ଧ କରି ଥିଲେ । ଏବଂ ସେହି ବିଷୟ ରେ ସମସ୍ତଙ୍କୁ ସେ ଭୁଲ ପ୍ରମାଣିତ କରି ଦେଇ ଥିଲେ । କାରଣ ସେ ଉପର କୁ ଜାହା ଦେଖେଇ ହେଉଛନ୍ତି ଭିତର ତାଙ୍କର ଭାରି କୋମଳ । ନିଜେ ଅସୁବିଧା ରେ ରହି ମଧ୍ୟ ପ୍ରଥମେ 50 ହଜାର ଏବଂ ଯଥା ସମ୍ଭବ କଳାକାର ମାନଙ୍କୁ ସେ ସାହାଯ୍ୟ କରି ଥିଲେ ।
ତେବେ ରାନୀ ଙ୍କ ଏହି ଉତ୍କଣ୍ଠା କୁ ଦେଖି ଏବେ ସମସ୍ତ ଙ୍କ ହୃଦୟ ରେ ଏବେ ରାଣୀ ସାଜିଛନ୍ତି ରାନୀ । ତେବେ ନିଜର ପ୍ରଶଂସକ ମାନଙ୍କୁ ସେ କହିଛନ୍ତି କି ସେ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତାଙ୍କ ମନ ର ମଣିଷ ତାଙ୍କୁ ମିଳି ଜାଇଛି ବୋଲି ସେ ଭିଡ଼ିଓ ମାଧ୍ୟମ ରେ କହି ଥିଲେ ।
ହେଲେ ସେ କେବେ ବିବାହ କରିବେ ଏବଂ ତାଙ୍କର ଜିବନ ସାଥି କିଏ ହେବେ ସେ ପ୍ରଷ୍ଟ କରି ନାହାଁନ୍ତି । ସେ କହିଛନ୍ତି କି ଅପେକ୍ଷା କରନ୍ତୁ ରାଣୀ ଜାଗା ଦେଖି କରି ହିଁ ଖେଳ କରିବ । ଏମିତି ବିବାହ ହେବ କି ସାରା ଓଡ଼ିଶା ରେ ସେମିତି କେହି ବି ବବିବାହ କରି ନ ଥିବେ । ସେହି ପରି ଭାବେ ସେ ପୂର୍ବ ରୁ କହି ଥିଲେ କି ସେ ଯଦି ବିବାହ କରିବେ ପ୍ରଦଦୀପ ମହାରଥୀ ଙ୍କ ପରି ପୁରୁଷ ଙ୍କୁ ସେହି ଭଳି ପୁରୁଷ ମିଳିଲେ ସେ ନିଶ୍ଚିତ ଭାବେ ବିବାହ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।