malika

ମାଳିକାରେ ମିଳିଲା ପ୍ରମାଣ ଏହି ଦିନ ସରିବ କରୋନା ଜାଣନ୍ତୁ ସଂଫୁର୍ଣ ରହସ୍ୟ।

NEWS

ବନ୍ଧୁଗଣ ମହାପୁରୁଷ ଆଗତ ଭବିଷ୍ୟତ ମାଳିକା କୁହନ୍ତି ମାଳ ମାଳ ହୋଇ ଗୁନ୍ଥା ଯାଇଥିବା ସେଇ ଆମମାନଙ୍କର ସତର୍କ ସଚେତନ ପାଇଁ ଯେଉଁ ମାଳିକା ରଚନା କରାଯାଇଛି ତାହା ସତ୍ୟ ହୋଇଛି ତାହା ଜାଣିଥିବେ ସବୁ ଗୁଡିକ ସତ ହୋଇଛି ଯେମିତି ପର୍ବତ ଭିତରେ ଫୁଟିବ କଇଁ ଅଚୁତ ବଚନ ଟାଳିବ ନାହିଁ । ଖାଲି ସେତିକି ନୁହଁ ମହାପୁରୁଷ ଯୁଗକୁ ଯୁଗ ପରେ ଯୁଗକୁ ନାନାଦି ପ୍ରକାର କଥା ଲେଖିଛନ୍ତି ।

ମହାପୁରୁଷ ଆମ୍ଭ ମାନଙ୍କ ବିଷୟରେ ସବୁ ଲେଖିଛନ୍ତି । ଏବେ କିନ୍ତୁ କଳ୍ପନା ଜଳ୍ପନା ଲାଗି ରହିଛି ଯେ ୨୦୨୦ ମସିହା ଯୋଡ଼ା ମାସ ପଡ଼ୁଥିବାରୁ କଳିରେ ପୃଥିବୀ ଧ୍ୱଂସ ହୋଇଯିବ ପ୍ରଥମେ ଆସିଲା କରୋନା କରୋନା ରୋଗ ତାପରେ ମହାବାତ୍ୟା ତା ପରେ ମହା ବନ୍ୟା ଏହା ପରେ ଏହାକୁ ନେଇ ଅନେକ ସୋସିଆଲ ମିଡିଆ ରେ ନିଜର ମତ ରଖୁଛନ୍ତି ୨୦୨୦ ମସିହାରେ ଦ୍ଵିତୀୟା ବର୍ଷ ହୋଇଥିବାରୁ କଳିଯୁଗ ଶେଷ ହୋଇଯିବ ପୃଥିବୀ ଧ୍ୱଂସ ହୋଇଯିବ ।

covideee

ଆପଣମାନଙ୍କ ଭିତରେ ସେ ଭୟ ଆସିଯିବନି ଯେ ଆପଣ କହିବେ ପ୍ରକୃତରେ ୨୦୨୦ ରେ ଏମିତି ବିପତ୍ତି ଆସିବ ପୃଥିବୀ ଧ୍ୱଂସ ହୋଇଯିବ ମହାପୁରୁଷ କଣ ମାଳିକାରେ ଏହାକୁ ଲେଖିଛନ୍ତି ? ଆଦୌ ନୁହେଁ ଏ କଥା ମହାପ୍ରଭୁ କେଉଁଠି ବି ଲେଖିନାହାନ୍ତି ଯେ ୨୦୨୦ ଯୋଡ଼ା ବର୍ଷ ପଡ଼ୁଥିବାରୁ ପୃଥିବୀ ଧ୍ୱଂସ ହୋଇଯିବ ବିଲକୁଲ ନୁହେଁ କାହିଁକି ନା ମହାପୁରୁଷ ଅଛୁତନନ୍ଦଙ୍କ ସେ କଥା କୁ ମୁଁ ଆପଣଙ୍କ ପାଖରେ କହୁଛି ଆଉ ଯେଉଁ ମାନେ କହୁଛନ୍ତି ୨୦୨୧ ପୃଥିବୀ ଧ୍ୱଂସ ହୋଇଯିବ ୨୦୨୦ ଯୋଡ଼ା ବର୍ଷ ପଡ଼ୁଥିବାରୁ ନାନା ଡି ପ୍ରଳୟ ହେବ ନାହିଁ ମହାବାତ୍ୟା ମହାବନ୍ୟ ତା ସହିତ ଆସୁଛି ସତ ଦୁଖଃ ପରେ ସୁଖ |

ସୁଖ ପରେ ଦୁଃଖ ସବୁଦିନ ପାଇଁ ଆପଣ ଜାଣିଛନ୍ତି ସୁବୁଦିନ ପାଇଁ ଅନ୍ଧାର ପରେ ଆଲୁଅ ଯେପରି ସମୁଦ୍ର ମନ୍ଥନ କରାଯାଇଥିଲା ପ୍ରଥମେ ବିଷ ତା ପରେ ଅମୃତ ମିଳିଥିଲା ସେହିପରି କରୋନା କୁ ଯଦି ବିଷ କହିବା ତା ପରେ ଅମୃତ ଆସୁଛି ଏ କଥା କୁ ଭୁଲିବା ନାହିଁ ନା କହିବାର ତାପର୍ଯ୍ୟ ଏହା କି ଅଛୁତନନ୍ଦଙ୍କ ସେହି ବାକ୍ୟ ଯେଉଁ ବାକ୍ୟ ମୁଁ ଆପଣଙ୍କ ନିକଟରେ ରଖୁଛି ।

ମହାପୁରୁଷ କହିଥିଲେ କରୋନା ଶେଷ କେଉଁ ଦିନ ହେବ ସେ ଦିନ ବାର ମାସ ମଧ୍ୟ ଅଛୁତ ଲେଖିଛନ୍ତି କଣ ସେହି ମାସ ଥିଲା ବୈଶାଖ ଶୁକ୍ଳପକ୍ଷ ଅଷ୍ଟମି ଗୁରୁବାରଦିନ ଏହି ସମୟରେ କଳିଯୁଗ ହେବ ସମ୍ପୂର୍ଣ୍ଣ ସମସ୍ତେ ଜାଣିବାକୁ ଇଛକରନ୍ତି କେଉଁ ଦିନ କେଉଁ ବର୍ଷ କେଉଁ ମାସ ରେ କଳିଯୁଗ ସରିବ ମହାପୁରୁଷ ମନେ ଯେଉଁ କଥାକୁ ଲେଖିଛନ୍ତି ସେ ଦିନ କୁ ଆମେ ଭୁଲିବା ଉଚିତ ନୁହେଁ । ଆଳିଯୁଗ ଅନେକ ଦିନ ପାଇଁ ଅଛି କେବଳ ଆଗାମୀ ସତର୍କ ପାଇଁ ଆପଣ ଜାଣି ରଖନ୍ତୁ କେବେ କଂ ହେଉଛି ମାଳିକା ଅନୁହାରେ ଭଲ ହେଲେ ଭଲ ଏବଂ ଖରାପ ହେଲେ ଖରାପ ଏମିତୀ ସବୁ ଦିନ ପାଇଁ ଘଟିବ କେବଳ ଆମର ଅପେକ୍ଷା କରିବାର ସମୟ ମହାପ୍ରଭୁ ଜଗନ୍ନାଥ ଆମ ନିକଟରେ ସବୁଦିନ ପାଇଁ ଅଛନ୍ତି ଏବଂ ରହିଥିବେ ମଧ୍ୟ ତାଙ୍କରି ଭରସାରେ ଆମେ ବଞ୍ଚିରହିବା ।

ଧର୍ମ ପଟେ ଚାଲିବା ପାପକୁ ଟଳିବା ମଣିଷ ପାପ କରେ ଲୁଚେଇ ଲୁଚେଇ ଆଉ ପୁଣ୍ୟ କରେ ଟିକେ ଦେଖେଇ ଦେଖି ସେଠି ପାଇଁ କହିବାର କଥା ପୂଣ୍ୟ ଫଳ କାହାକୁ ନୁହେଁ ସମସ୍ତଙ୍କୁ ଦରକାର ହେଲେ ପାପ କାହାକୁ ଦରକାର ନାହିଁ । ସେଥିପାଇଁ ଆମେ ଭୟଭୀତ ହେଉ ମୃତ୍ୟୁକୁ ଭୟକରୁ । ସତ ଯେ ମଣିଷ ହେଇଆସିଛନ୍ତି ମାନେ ଯିବା ତ ସତ ଖାଲି ଅପେକ୍ଷା କରିବାର ସମୟ ଏବଂ ଧର୍ଯ୍ୟର ସହିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *