ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣମାନେ ତ ସମସ୍ତେ ନିଶ୍ଚିତ ଭାବରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଜାଣିଥିବେ ଏମିତିରେକି ଓଲିଉଡରେ କାମ କରୁଥିବା ହିରୋ ହିରୋଇନ ହୁଅନ୍ତୁ କିମ୍ବା ଓଲିଉଡର ସବୁ ଆକ୍ଟର ମାନଙ୍କ ମଧ୍ୟରୁ ବେଶ ଭଲ ଭାବରେ ଜାଣିଥିବେ ଆଜି ଆମେ ଓଲିଉଡର ସ୍ମିତା ମହାନ୍ତି ତାଙ୍କର ଘର ଏବଂ ପରିବାର ବିଷୟରେ ଜାଣିବା ଏମିତିଙ୍କି ତାଙ୍କର ଝିଅ ଏହା ସହିତ ତାଙ୍କ ଝିଅ ବିଷୟରେ କିଛି ସତ୍ୟ ଘଟଣା ମୁ ଆପଣ ମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବି।
ପ୍ରଥମେ ଅଭିନେତ୍ରୀ ସ୍ମିତାଙ୍କ ବିଷୟରେ ଚାଲନ୍ତୁ ଜାଣିବା ଅଭିନେତ୍ରୀ ସ୍ମିତା ତାଙ୍କର ଅସଲ ନାମ ସ୍ମିତା ମହାନ୍ତି ୧୯୮୨ ମସିହା ସେପ୍ଟେମ୍ବର ମାସ ପଚିଶ ତାରିଖରେ ପୁରୀରେ ସେ ଜନ୍ମ ଲାଭ କରିଛନ୍ତି ଏବଂ ଏବେବି ସେ ନିଜର ପରିବାର ସହ ପୁରୀରେ ରହୁଛନ୍ତି। ଏହାଛଡା ଅଭିନେତ୍ରୀ ସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ସେ ଇଂରାଜୀରେ ପିଜି କରିଛନ୍ତି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଏସ.ଏସସି କଲେଜ ପୁରୀରେ ତାଙ୍କର କଲେଜ ଟାଇମ ଅତିବାହିତ ହୋଇଛି ଏହାଛଡା ସ୍କୁଲ ପୁରୀରେ ତାଙ୍କର ଅତିବାହିତ ହୋଇଛି।
ଅଭିନୟରେ ସ୍ମିତା ଓଡ଼ିଆ ଫିଲ୍ମରେ ଅଭିନୟ କରିବା ସହ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଛନ୍ତି। ମାଉସୀ ନାମକ ଧାରାବାହିକରେ ମଧ୍ୟ ଅଭିନେତ୍ରୀ ସ୍ମିତା ଅଭିନୟ କରିଛନ୍ତି ଏହା ସହ ତାଙ୍କର କିଛି ଚଳଚିତ୍ର ଗୁଡିକ ହେଉଛି କଣ୍ଢେଇ ଆଖିରେ ଲୁହ ପବିତ୍ର ବନ୍ଧନ ଏବଂ ଏହିପରି ଭାବରେ ସ୍ମିତା ନିଜ କ୍ୟାରିଅରରେ ପାଖାପାଖି ପଚାଷରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଲେଣି। ଏହାସହ ଅଭିନେତ୍ରୀ ସ୍ମିତା ୧୯୯୬ ମସିହାରେ ନିଜର ଅଭିନୟ ଜୀବନକୁ ଆରମ୍ଭ କରିଥିଲେ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।