tapu

ବଡ ଖବର – ଓଡିଶାର ପ୍ରଶିଦ୍ଧ କଣ୍ଠଶିଳ୍ପି ତପୁ ମିଶ୍ର ହେଲେ ICU ରେ ଭର୍ତ୍ତି – ଜାଣନ୍ତୁ ଏବେ ସେ କେମିତି ଅଛନ୍ତି ।

NEWS

ବର୍ତ୍ତମାନ ପୁଣି ଥରେ ଚଳଚ୍ଚିତ୍ର ଜଗତ ରୁ ଏକ ଦୁଃଖଦ ଖବର ଆସିଛି । ନିକଟ ଅତୀତ ରେ ଓଲିଉଡ୍ ର ର ଅନେକ କଳାକାର ମାନେ ନିଜ ଜୀବନ ହରାଇ ଅଛନ୍ତି । ଏହା ସହିତ କରନା ଭାଇରସ ଯୋଗୁ ମଧ୍ୟ ଅନେକ ଲୋକ ପ୍ରାଣ ହରାଇ ଅଛନ୍ତି ।

ତେବେ ପୁଣି ଥରେ ଆଉ ଜଣେ ଓଲିଉଡ୍ ର ଚିହ୍ନ ଜଣା ବ୍ୟକ୍ତି ଙ୍କ ବିଷୟରେ ଆସିଛି ଏକ ଦୁଃଖ ଖବର । ଏବେ ଏବେ ମିଳିଥିବା ସୁଚନା ଅନୁସାରେ ଓଲିଉଡର ଆଗଧାଡିର ଗୀତିକାର ତପୁ ମିଶ୍ର ଏବେ କରୋନାରେ ଆକ୍ରାନ୍ତ ହୋଇ ICU ରେ ଅଛନ୍ତି । ତେବେ ତାଙ୍କ ସ୍ୱାସ୍ତ୍ୟ ଅବସ୍ତା ଗୁରୁତ୍ୱର ଥିବା ନେଇ ସୁଚନା ମିଳିଛି ।

tapuuu

ତପୁଙ୍କର ସ୍ୱାସ୍ତ୍ୟ ଅବସ୍ତା ବିଷୟରେ ଟୁଇଟରେ ସୁଚନା ଦେଇଥିଲେ , ତାଙ୍କ ସମ୍ପର୍କୀୟ ମିଲନ ମହାପାତ୍ର । ସେ ତପୁଙ୍କର ଏକ ଫଟୋ ସହିତ ଲେଖିଛନ୍ତି କି କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଆଜି ତପୁଙ୍କୁ ICU ରେ କରା ଜାଇଛି ଭର୍ତ୍ତି । ତାହ୍କ ସ୍ୱାସ୍ତ୍ୟ ଅବସ୍ତା ସମ୍ପର୍କରେ ଅଧିକ ତଥ୍ୟ ଜଣା ନଥିଲେ ମଧ୍ୟ ଆଗକୁ ଏ ବିଷୟରେ ଆମେ ଅନେକ ସୁଚନା ଆପଣଙ୍କୁ ଦେବାକୁ ଚେଷ୍ଟା କରିବୁ ।

ନିକଟରେ ଗତ 10 ତାରିଖରେ କରୋନାରେ ତପୁଙ୍କର ପିତାହ୍କର ଦେହାନ୍ତ ହୋଇଥିଲା , ଉ ଆଜି ତପୁ ନିଜେ କରୋନା ଆକ୍ରାନ୍ତ ହୋଇ ମେଡିକାଲ ରେ ଆଡମିଟ ହୋଇଛନ୍ତି ।

ତପୁ ମିଶ୍ର ଙ୍କ ଆରାଗ୍ୟ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରନ୍ତୁ ।। ତାଙ୍କ ପାଇଁ କରନ୍ତୁ ଗୋଟିଏ ସେୟାର୍ । ତାଙ୍କ ବିଷୟରେ ଅଧିକ ତଥ୍ୟ ତଥା ସୁଚନା ପଢିବା ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *