aau

ଆଉନାହାଁନ୍ତି ଓଡ଼ିଶାର ଏହି ମହାନ କଳାକାର, ଫିଲ୍ମ ଜଗତରେ ଖେଳିଗଲା ଦୁଃଖର ଛାୟା |

NEWS

ଏବେ ଯାହା ଏକ ଦୁଃଖ ଖବର ଶୁଣିବାକୁ ମିଳୁଛି ଆଉ ନାହାନ୍ତି ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ନିଜ ଫିଲ୍ମ ଜଗତରେ ବାନ୍ଧି ରଖିଥିବା ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ସେ ତେଷଠି ବର୍ଷ ରେ ମୃତ୍ୟୁ ବରଣ କରିଛନ୍ତି । କୋରୋନା ରେ ଏକ ଭେଣ୍ଟିଲେଟର ରେ ଭୁବେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ରହିଥିଲେ ଓ ଆଜି ସକାଳୁ ସେ ଦେହ ତ୍ୟାଗ କରିଛନ୍ତି । ତେବେ ସେ ଅନେକ ହିଟ୍ ଗୀତରେ ନିଜର ଡିରେକ୍ସନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଆ ସଙ୍ଗୀତ ଡାଇରେକ୍ଟର ଅମରେନ୍ଦ୍ର ଆଉ ନାହାନ୍ତି ।

aamarendra

ଅକ୍ଷୟ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ଏବଂ ବାବୁଶାନ୍ ଙ୍କ ପର୍ଯ୍ୟନ୍ତ ଅନେକ ଚଳଚଚିତ୍ରରେ ସେ ଡିରେକ୍ସନ ଦେଇଛନ୍ତି । ଅନେକ ହିଟ୍ ଗୀତ ତାଙ୍କ ଦ୍ଵାରା ହିଁ ବାହାରିଛି ।ଏଇଭଳି କି ସେ ସମୟରେ ପୁଚୁକି ଗଲି ଗୀତ ଟି ଯାହା ସେ ସମୟରେ ଲୋକ ମନଙ୍କୁ ପସନ୍ଦ ଆସିଥିଲା ତାହା ହିଁ ଅମରେନ୍ଦ୍ର ମହାନ୍ତି ଙ୍କ ସର୍ବ ଶ୍ରେଷ୍ଠ ଉପାଧି ଥିଲା ।

ସେଇ ଗୀତରେ ଡିରେକ୍ସନ ଦେଇ ରତ ରାତି ଫେମସ ଯାଏ ଯାଇଥିଲେ ଅମରେନ୍ଦ୍ର ମହାନ୍ତି ।ତବେ ଅମରେନ୍ଦ୍ର ମହାନ୍ତି ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି କରିଦେଇ ଯାଇଛନ୍ତି । ଅମରେନ୍ଦ୍ର ମହାନ୍ତି ଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ଅମରେନ୍ଦ୍ର ମହାନ୍ତି ବିୟୋଗ ପରେ ସେହି ଭାବ ବିହୋଳ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି ଙ୍କୁ ଝୁରୁଛି । ଫିଲ୍ମ କାହିଁକି ଭଜନ ରେ ମଧ୍ୟ ଅନେକ ହିଟ୍ ଭଜନ ମଧ୍ୟ ଭେଟି ଦେଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅମରେନ୍ଦ୍ର ମହାନ୍ତି ।

aaaa

କେନ୍ଦ୍ରାପଡ଼ା ର ଅମେନ୍ଦ୍ର ମହାନ୍ତି ବେଶ୍ ପପୁଲାର୍ ହୋଇ ସାରିଥିଲେ ତାଙ୍କ ଫିଲ୍ମ ଜଗତରେ କିନ୍ତୁ ଆଜି ତାଙ୍କ ନିଧନ ରେ ଲୋକମାନେ ତାଙ୍କ ଡିରେକ୍ସନ ଦେଇଥିବା ଗୀତ କୁ ଯୁରୁଛନ୍ତି । ତେବେ ଆମେ ଜଗନ୍ନାଥ ଙ୍କ ପାଖରେ ପର୍ଥନା କରୁଛୁ ଅମରେନ୍ଦ୍ର ମହାନ୍ତି ଙ୍କ ଆତ୍ମା ର ସଦଗଦି ନିମନ୍ତେ ଅମରେନ୍ଦ୍ର ମହାନ୍ତି ଙ୍କ ଆତ୍ମା ଶାନ୍ତି ରେ ଜଗନ୍ନାଥ ଙ୍କ ପାଖରେ ରହୁ । ସେ ସଙ୍ଗୀତ ଜଗତ ର ବହୁତ୍ ବଡ଼ ନିର୍ଦେଶକ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *