ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଅଛି,ହାଡରେ କଷ୍ଟ, ଅନିଦ୍ରା,ଆଣ୍ଠୁ ଗଣ୍ଠି ବିନ୍ଧା ହଉଛି,କାମ କରିବାବେଳେ ବହୁତ ଜଲ୍ଦି ଥକ୍କା ଲାଗୁଛି,କେଶ ଉପୁଡୁଛି, ଆଖି ର କିଛି ସମସ୍ୟା ଅଛି କିମ୍ବା ଆପଣଙ୍କର ଡାଇବେଟିସ ଅଛି ତ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ଆଣିଛୁ ଯାହାର ବ୍ୟବହାର କରିବାଦ୍ୱାରା ଆପଣ ଏହି ସବୁ ସମସ୍ୟା ରୁ ଦୂର ହୋଇପାରିବେ।
ଆପଣ ଏଥିରେ ଯାହା ବି ବ୍ୟବହାର କରିବେ ତାହା ପ୍ରାକୃତିକ ଜିନିଷ ଅଟେ ଏହାଦ୍ୱାରା ଆପଣଙ୍କର ହାଡ ମଜଭୂତ ହେବ ,ଏବଂ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ରାତିରେ ଭଲ ନିଦ ହେବ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା।ପ୍ରଥମେ ଖସ୍ ଖସ୍ ବା ପୋସ୍ତ-ଏଥିରେ ଓମେଗା ୩ ଫ୍ୟାକ୍ଟି ଏସିଡ ,ପ୍ରୋଟିନ, ଫାଇବର,କ୍ୟାଲସିୟମ,ମ୍ୟାଗ୍ନେସିୟମ ରହିଥାଏ।ଏଥିରେ ଫାଇବର ବହୁତ ମାତ୍ରାରେ ଥିବାରୁ ଏହା ପେଟ ଜନିତ ସବୁ ରୋଗ ଭଲ କରିଥାଏ।ଶରୀରରେ କ୍ୟାଲସିୟମର ଅଭାବକୁ ପୂରା କରିଥାଏ।ଏଥିରେ ଆପଣଙ୍କ ହାଡ ମଜଭୂତ ହୋଇଥାଏ।ଏହା ଆଖି ଏବଂ ମୁଣ୍ଡ କୁ ସୁସ୍ଥ ରଖିଥାଏ।ଏହାଦ୍ଵାରା ଆପଣଙ୍କ ର ଡାଇବେଟିସ,ହାଇ ବ୍ଲଡ଼ ପ୍ରେସର ଭଲ ହୋଇଥାଏ।ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ଏହାକୁ ରାତିରେ କ୍ଷୀରରେ ପକାଇ ପିଇଲେ ଭଲ ନିଦ ହେବ ସହ ଏହା ଆପଣଙ୍କୁ ମାନସିକ ଯନ୍ତ୍ରଣାରୁ ଦୂର କରିଥାଏ।
ଦ୍ଵିତୀୟରେ ସଫେଦ ତିଲ ବା ରାଶି- ୧ ଚାମଚ ତିଲ୍ ରେ ପ୍ରାୟ ୧୦୦ ମିଲିଗ୍ରାମ କ୍ୟାଲସିୟମ ରହିଥାଏ।ଏଥିରେ ମ୍ୟାଗ୍ନେସିୟମ ଏବଂ ଆଇରନ୍ ମଧ୍ୟ ରହିଅଛି।ଦାନ୍ତ,କେଶ,ମୁଣ୍ଡ,ଏବଂ ସ୍କିନ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ଆପଣଙ୍କ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ।ଯାହାର ପେଟ ସଫା ରହୁନି ,ଖାଦ୍ୟ ଭଲ ଭାବରେ ହଜମ ହୁଉନି ତାଙ୍କ ପାଇଁ ସଫେଦ ତିଲ୍ ବହୁତ ଭଲ ଅଟେ।ତୃତୀୟରେ ୱାଲନଟ ବା ଅଖରୋଟ-ଏହା ଆପଣଙ୍କ ସ୍ୟାସ୍ଥ୍ୟ ର ଉନ୍ନତି କରିଥାଏ ଏବଂ ଇମ୍ୟୁନିଟି କୁ ବଢ଼େଇଥାଏ।ଏହା ମଧ୍ୟ ଆପଣଙ୍କ ଦାନ୍ତ କେଶ ମୁଣ୍ଡ,ଏବଂ ସ୍କିନ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ଆପଣଙ୍କ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ।ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଆପଣଙ୍କ ସ୍କିନ କୁ ଭଲ ରଖିଥାଏ।ସ୍କିନର ପ୍ରାକୁତିକ ଗ୍ଲୋ କୁ ମେଣ୍ଟେନ ରଖିଥାଏ।ଏହା ମେମୋରୀ ପାଇଁ ବହୁତ ଭଲ ହୋଇଥାଏ।ଆଖିର ସବୁ ସମସ୍ୟା ଦୂର ହୋଇଥାଏ।