ଭାଇ ର ଭାଇ ହୋଇବ ଭଗାରୀ କାଖ ଦେଖାଇଣ ଚାଲିବ ନାରୀ , ଅର୍ଥାତ୍ ଏମିତି ସମୟ ଆସିବ ; ଯେଁଉ ସମୟ ଭିତରେ ଆପଣ ମାନଙ୍କୁ ଖରାପ ଲାଗିପାରେ ଏହି କଥା କିନ୍ତୁ ତାହା ସତ୍ୟ ଭାଇ ର ଭାଇ ଭଗାରୀ ହୋଇଯିବ ଆଉ ତା ସହିତ ଯଦି ପଚରା ଯାଏ ଗୋଟେ ଭାଇ କୁ ତୋ ଶତ୍ରୁ କିଏ ସେଇ ଆଜି ଉତ୍ତର ଦଉଛି ମୋ ମା ପେଟର ଭାଇ । ଯାହାକୁ ଛଅଶହ ବର୍ଷ ତଳରେ ମାଳିକା ଅଚୁତ୍ୟ କହିଥିଲେ ସତ୍ୟ ତା ସହିତ କହି ରଖିବାକୁ ଚାହେଁ ନାରୀ ମାନେ ଆଜି ଉଲଗ୍ନ କରି ବଜାର ରେ ନିଜକୁ ପରି ବେଷଣ କରିବେ ,ମୁ ତ ସବୁ ନାରୀ ମାନଙ୍କ କଥା କହୁନି ମୁ ବି ଗୋଟେ ମା ପେଟରୁ ଜନ୍ମ ।
ମା ସେତେବେଳେ ମା ଯେତେବେଳେ ତା ଚାଲି ଚଳନ ରୁ ତା ପାଦ ତଳେ ମୁଣ୍ଡ ଲଗେବାକୁ ମନ ହବ ।କେବଳ ଆଦର୍ଶ ହିଁ ପରିଚୟ ପ୍ରଦାନ କରେ । ଏମିତି ସମୟ ଆସିବ ମହା ପୁରୁଷ ଅଚ୍ୟୁତ ଲେଖିଥିଲେ ବାହାରେ ବୁଲିବେ ନାରୀ କେଶ ଫିଟାଇ ବସନ ପିନ୍ଧିବେ ନାରୀ ନାଭି ଦେଖାଇ; ଗୁରୁ ଗୁରୁଜନ ସିଏ ମନିବେ ନାହିଁ ।ଉତ୍ତର ଦେବେ ଟିଁ ମୁହଁରେ ଯାଇ ଇଏ କଥା ଆମର ନୁହଁ ମହାପୁରୁଷ ଯାହା ଲେଖିଥିଲେ ତାହା ଏବେ ସତ୍ୟ ହଉଛି । ମହାଭାରତ ଯୁଦ୍ଧ ବସ୍ତ୍ର ଖୋଲିବାକୁ ନେଇ ହୋଇଥିଲା । ଏବେ ମହାଭାରତ ସେଠି ହଉଛି ଯାହାକୁ ଯଦି କହିବା ବସ୍ତ୍ର ଟିକେ ଭଲ କରି ପିନ୍ଧୁନୁ ।ଇଏ ହଉଛି ମହାଭାରତ ।
ପୁରୁଷ ଟିକେ ଗଞ୍ଜି ଟିକେ ପିନ୍ଧି ଯାଇପରୁନି ବଜାରକୁ ତାକୁ ଲାଜ ଲାଗୁଛି , ତାକୁ ସାର୍ଟ ଟି ଆବଶ୍ୟକ ପଡୁଛି । ଏବେ କାର ସ୍ତ୍ରୀଟି ଏ ତାର ଅସାମାଜିକ ବସ୍ତ୍ର ପିନ୍ଧି ଉଲଗ୍ନ ବସ୍ତ୍ର ପିନ୍ଧି ନାନାଦି ପ୍ରକାର ବସ୍ତ୍ର ପିନ୍ଧି ଯୋଉଟା କି ସଂସାର ଭିତରେ ଅଶାଳୀନ ବସ୍ତ୍ର କହନ୍ତି ; ତାକୁ ପିନ୍ଧି ବଜାରକୁ ଯାଉଛି ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରୁଛି ଯାହା ଆମ ସଂସ୍କୃତି ନୁହଁ । ଆପଣ ମାନଙ୍କୁ ଏ କଥା କଷ୍ଟ ଲାଗିପାରେ ଖରାପ ଲାଗିପାରେ ; ଆପଣ ମାନେ ଏହାକୁ ସଚେତନ କରାଇବା ପାଇଁ ଆମେ କହୁଛୁ । ସେତେବେଳେ ପୃଥିବୀ ଧିଂଶ ହବ ଯେତେବେଳେ ମହାମାରୀ ଆସିଛି ଯେଁଉଥି ପାଇଁ ଆଜି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।