corona

କରୋନା ପଜିଟିଭ ହେଲେ ଆପଣ କଣ ଖାଇବେ ।

HEALTH

ସମଗ୍ର ଦେଶରେ କରୋନାର ପ୍ରତିକାର ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଗୋଟିଏ ଖାଦ୍ୟ ଲିଷ୍ଟ ଜାରି କରିଛି । ଯେଉଁଥିରେ କରୋନା ସଂକ୍ରମିତ ବ୍ୟକ୍ତି କଣ ଖାଇବା ଉଚିତ ତାହା ରହିଛି । ଏହାକୁ ଡାକ୍ତର ହର୍ଷ ପ୍ରଧାନ କହି ଛନ୍ତି । ସେ କହି ଛନ୍ତି ଯଦି କରୋନା ପଜିଟିଭି ଆସିଛି ତାହେଲେ ଭୟ କରନ୍ତୁ ନାହିଁ । ଡାକ୍ତରଙ୍କ କଥା ମାନି ଉପଯୋଗ କରନ୍ତୁ । ଯୋଗ କରିବା ସହିତ ଶରୀରର ରୋଗ ପ୍ରତି ଶୋଧକ ଶକ୍ତିକୁ ବଢ଼େଇବା ପାଇଁ ଭଲ ଖାଦ୍ୟ ନୂଆନ୍ତୁ ଯାହା ଆପଣଙ୍କୁ କରୋନା ର ମୁକାବିଲା କରିବାରେ ସାହାଯ୍ୟ କରିବ । ଆସନ୍ତୁ ଜାଣିବା କରୋନା ପଜିଟିଭି ହେଲେ କଣ ଖାଇବା ଉଚିତ ।

ପ୍ରୋଟିନ ଜାତୀୟ ଖାଦ୍ୟ ହେଉଛି ଚିକେନ୍ , ମାଛ , ଅଣ୍ଡା , ସୋୟବିନ ଅତ୍ୟାଦି । ସୁସ୍ଥକର ଖାଦ୍ୟ ଯେପରି ନଡ଼ିଆ , ବାଦାମ ତେଲ , ଆଲମଣ୍ଡ ସୋରିଷ ତେଲ ଇତ୍ୟାଦି ଖାଆନ୍ତୁ । ଯଦି ସମ୍ଭବ ନିୟମିତ ଭାବରେ ବ୍ୟାୟାମ ଯୋଗ ଓ ପ୍ରଣାୟମ କରନ୍ତୁ । ପର୍ଯାତ ମାତ୍ରାରେ ଥିବା ଭିଟାମିନ ଜାତୀୟ ଫଳ ଏବଂ ପନି ପରିବା ଖାଆନ୍ତୁ । ଚିନ୍ତାରୁ ବଂଚିବା ପାଇଁ ସତୁରି ପ୍ରତିଶତ କୋକୋ ଚକୋଲଟ ଖାଆନ୍ତୁ । ମଧ୍ୟାନ ଭୋଜନ ସମୟରେ ଗୁଡ ଏବଂ ଘିଅ ଖାଆନ୍ତୁ । ରାତ୍ରି ଭୋଜନରେ ଖେଚେଡି ଖାଇବା ପାଇଁ ଶରୀର ପାଇଁ ଭଲ ।

କରୋନା ସମୟରେ ଶରୀରକୁ ହାଇଡ୍ରେଟ ରଖିବା ବହୁତ ଜରୁରୀ ଅଟେ । ଖାଲି ପାଣି ସହିତ ଲେମ୍ବୁ ପାଣି ମଧ୍ୟ ପିଇବା ଉଚିତ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ସହାୟକ ହୋଇ ଥାଏ । ଏହି ସବୁ ଜିନିଷ କରୋନା ହେଲେ ଖାଆନ୍ତୁ ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରି ଛନ୍ତି । ଏହା ଆପଣଙ୍କ ଚିନ୍ତା ଦୂର କରିବ ଏବଂ ରୋଗ ପ୍ରତି ରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିବ ।

covideee

ଏବଂ ଆପଣ ବହୁତ ଜଲଦି ସୁସ୍ଥ ହୋଇ ଯିବେ । ଡାକ୍ତରଙ୍କ କଥା ମାନି ଉପଯୋଗ କରନ୍ତୁ । ଯୋଗ କରିବା ସହିତ ଶରୀରର ରୋଗ ପ୍ରତି ଶୋଧକ ଶକ୍ତିକୁ ବଢ଼େଇବା ପାଇଁ ଭଲ ଖାଦ୍ୟ ନୂଆନ୍ତୁ ଯାହା ଆପଣଙ୍କୁ କରୋନା ର ମୁକାବିଲା କରିବାରେ ସାହାଯ୍ୟ କରିବ । ଏହା ସହିତ ବହୁତ ପରିମାଣରେ ଭିଟାମିନ ଜାତୀୟ ଫଳ ଏବଂ ପନି ପରିବା ଖାଆନ୍ତୁ। ବହୁତ ପରିମାଣରେ ପାଣି ପିଅନ୍ତୁ ଏହା ସହିତ ଲିମ୍ବୁ ପାଣି ମଧ୍ୟ ପିଅନ୍ତୁ । ଏହା ଦ୍ୱାରା ଆପଣ କରୋନା ରୁ ରକ୍ଷା ପାଇ ପାରିବେ ।

ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *