pabitra

ପତିବ୍ରତା ନାରୀ କୁ ଚିହ୍ନିବେ କିପରି ….। ଜାଣନ୍ତୁ ଏହି ସହଜ ଉପାୟରେ |

FACT

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପତିବ୍ରତା ସ୍ତ୍ରୀ ମାନଙ୍କ ବିଷୟରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଜାହାଙ୍କ ଆଗରେ ଭଗବାନ ବି ହାତ ଯୋଡି ଦେଇ ଥାନ୍ତି । ଗୋଟିଏ ପତ୍ନୀ ଗୋଟିଏ ପତିର ଅର୍ଦ୍ଧାଙ୍ଗିନୀ ହୋଇ ଥାଏ । ଅର୍ଥାତ୍ ପତ୍ନୀ ର ବାମ ଭାଗ ହୋଇ ଥାଏ । ଗୋଟିଏ ପତିବ୍ରତା ପତ୍ନୀ ନିଜର ପତିଙ୍କ ର ବହୁତ ବଡ ସୁରକ୍ଷା ଅଟେ , ଆପଣ ବହୁତ ଗୁଡିଏ ଉଦାହରଣ ଦେଖିଥିବେ , ଯେମିତି ସାବିତ୍ରୀ , କୁନ୍ତି ଏମିତି ଅନେକ । ମାତା ତୁଳସୀ ଙ୍କ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଜାହାଙ୍କ ପତିବ୍ରତା ଆଗରେ ଭଗବାନ ନାରାୟଣ ବି ହାତ ଯୋଡି ଦେଇ ଥିଲେ ।

girl

ତୁଳସୀ ର ପତିବ୍ରତା ପାଇଁ ହିଁ ତୁଳସୀ ପତି ଜଳନ୍ଧର ର ବଧ କରି ପାରି ନ ଥିଲେ । ତାଙ୍କର ପତି ବ୍ରତା ଭାଙ୍ଗିବା ପାଇଁ ଭଗବାନ ବିଷ୍ଣୁ ମଧ୍ୟ ଅସଫଳ ହୋଇ ଥିଲେ । ସେହି ପରି ବେଳେ ଆପଣ ମାନେ ଜାଣି ଥିବେ ସତି ସାବିତ୍ରୀ ବି ନିଜର ପତି ର ଜିବନ କୁ ଜମରାଜ ଙ୍କ ଠାରୁ ଫେରେଇ ଆଣି ଥିଲେ । ସେମିତି ରେ ଶାସ୍ତ୍ର ରେ କୁହା ଜାଇଛି କି ଆପଣ ମାନେ ଯଦି କୈଣସି ପତି ବ୍ରତା ସ୍ତ୍ରୀ ର ଦର୍ଶନ ପାଇ ଜାଆନ୍ତି । ତେବେ ଆପଣ ମାନେ ଭଗବାନ ଙ୍କ ଦର୍ଷନ ପାଇଲେ ବୋଲି ଭାବନ୍ତୁ । ଆମେ ଆଜି ଜାଣିବା ପତି ବ୍ରତା ସ୍ତ୍ରୀ ର ଲକ୍ଷଣ ବିଷୟ ରେ ।

ଶାସ୍ତ୍ର ରେ କୁହା ଜାଇଛି  କି ଗୋଟିଏ ପତ୍ନୀର ସେତେ ବେଳେ ଅସଲ ପରିକ୍ଷା ହୋଇ ଥାଏ । ଯେଉଁ ସମୟ ରେ ତାର ପତିର ଅବସ୍ତା ଖରାପ୍ ହୋଇ ଥାଏ । ଏବଂ ସହି ପରି ବେଳେ ଗୋଟିଏ ପତ୍ନୀ କୁ ନିଜର ପତିର ଆଦେଶ ଏବଂ କାର୍ଯ୍ୟ କୁ ସମ୍ମାନ ଦେବା ଉଚିତ୍ । ଯେଉଁ ପତ୍ନୀ କେବେ ବି ପତି ର କଥା କୁ ମାନି ନ ଥାଏ ।
girll
ତାର ସିକୃତି ବିନା ହିଁ କାର୍ଯ୍ୟ କରେ ତେବେ ସେହି ପତ୍ନୀର ଉପାସନା ଏବଂ କମନା ସବୁ ସମୟ ରେ ବ୍ୟର୍ଥ ହୋଇ ଥାଏ । ଯେଉଁ ପତ୍ନୀ ଉପରେ ତାର ପତିର ଅନୁରାଗ ନ ଥାଏ । ସେହି ପତ୍ନୀ ଯେତେ ବି ସୁନ୍ଦର ହେଉ ନା କାହିଁକି ତାହା ସବୁ କିଛି ବ୍ୟର୍ଥ ହୁଏ ।

ଗୋଟିଏ ପତି ବ୍ରତା ନାରୀ କେବେ ବି ନିଜ ପତି ଙ୍କୁ ମିଛ କୁହେ ନାହିଁ । ସେ ସବୁ ବେଳେ ନିଜର ପତି ଙ୍କୁ ଧ୍ୟନ କରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *