Thursday, September 23, 2021
sss

ସ୍ତ୍ରୀ ସିନ୍ଦୁର ପିନ୍ଧିବା ସମୟ ରେ କେଉଁ ଭୁଲ କଲେ ସ୍ୱାମୀ ଙ୍କ ଆୟୁଷ କମିଥାଏ।

FACT

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମ ରେ ପ୍ରଥମ ଗହଣା ନାରୀ ପାଇଁ ସିନ୍ଦୁର ହୋଇଥାଏ ଏବଂ ସିନ୍ଧୁର ପିନ୍ଧିବା ବେଳେ ଯଦି ଏମିତି କିଛି ଭୁଲ ହୋଇଥାଏ ତେବେ ସ୍ୱାମୀ ଙ୍କ ପ୍ରତି ବିପତି ଆସିଥାଏ। କାହିଁକି ନା ସ୍ୱାମୀ ହେଉଛନ୍ତି ତାଙ୍କ ସିନ୍ଦୁର।

ଝିଅଟିଏ ବିବାହ ବେଳାରେ ଯେତେବେଳେ ପ୍ରଥମ ଥର ସିନ୍ଦୁର ପିନ୍ଧେ ସେତେବେଳେ ସେ ବେଦିରେ ସ୍ୱାମୀ ହାତରୁ ହିଁ ସିନ୍ଦୁର ପିନ୍ଧିଥାଏ lତେଣୁକରି ସିନ୍ଦୁରକୁ ସ୍ୱାମୀଙ୍କ ସନ୍ତକ ବୋଲି କୁହାଯାଏ। ଯାହାକୁ ନାରୀ ସାରା ଜୀବନ ସଂମ୍ନାନ କରିଥାଏ। ପୌରାଣିକ କାହାଣୀ ଅନୁସାରେ ମା ପାର୍ବତୀ ଙ୍କୁ ବିବେଚନା କରାଯାଏ ସିନ୍ଦୁର ନାରୀ ପିନ୍ଧିଲେ ଅଖଣ୍ଡ ସୌଭାଗ୍ୟ ବତୀ ହୋଇଥାଏ।

sribangiii

ମାନ୍ୟତା ରହିଛି ସିନ୍ଥି ରେ ସିନ୍ଦୁର ପିନ୍ଧିଲେ ମା ଲକ୍ଷ୍ମୀ ଵାସ କରିଥାନ୍ତି ଓ ସିନ୍ଧିରେ ସିନ୍ଦୁର ପିନ୍ଧିବା ଦ୍ୱାରା ସ୍ୱାମୀ କୁ ସବୁବେଳେ ଧନ ପ୍ରାପ୍ତି ହୋଇଥାଏ। ବିବାହହିତ ନାରୀ ମାନେ ସବୁବେଳେ ସିନ୍ଦୁର କୁ ମସ୍ତକ ର ମଧ୍ୟ ଭାବରେ ଲଗାଇବା ଉଚିତ।

ଭିର୍ଣ୍ଣ ଭିର୍ଣ୍ଣ ଆଙ୍ଗୁଳି ରେ ସିନ୍ଦୁର ଧାରଣ କରିବାଦ୍ୱାରା ଅନ୍ୟାନ୍ୟ ମହତ୍ୱ ମିଳିତଥାଏ ପଶ୍ଚିମ ଦିଗକୁ ମୁଁହକରି ଅନାମିକା ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ। ଅର୍ଥ ଏବଂ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।ଉତ୍ତର ଦିଗକୁ ମୁଁହ କରି ଯଦି ତର୍ଜନୀ ଆଙ୍ଗୁଳି ରେ ସିନ୍ଦୁର ପିନ୍ଧାଯାଏ ତେବେ ଜ୍ଞାନ ପ୍ରାପ୍ତି ହୁଏ ଯଦି ପୂର୍ବ ଦିଗକୁ ମୁଁହ କରି ମାଧ୍ୟମ ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଐଶର୍ଯ୍ୟ ପ୍ରାପ୍ତି ହୁଏ କିନ୍ତୁ ବିଭିର୍ଣ୍ଣ କାଠି ରେ ସିନ୍ଦୁର ପିନ୍ଧିବା ଶୁଭ ହୋଇନଥାଏ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *