ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଦୁନିଆରେ ସବୁ ଚାହାଁନ୍ତିକି ସେମାନଙ୍କୁ ସଚା ପ୍ରେମ କରୁଥିବା ଜୀବନ ସାଥୀଟେ ମିଳୁ କିନ୍ତୁ ବହୁ କମ ଝିଅ ମାନଙ୍କର ଏହି ସ୍ବପ୍ନ ପୂରଣ ହୋଇଥାଏ ଏମିତି ବି ଝିଅ ମାନେ ଅଛନ୍ତି ସେମାନଙ୍କୁ ପ୍ରେମ ପରିବର୍ତ୍ତେ ମିଳିଥାଏ ଧୋକା।
ଚାଲନ୍ତୁ ଜାଣିବା କେଉଁ ପ୍ରକାରର ଝିଅଙ୍କ ପ୍ରେମରେ ପଡିବେନି ନହେଲେ ଧୋକା ଖାଇବେ। ପ୍ରଥମେ ବି ନାମର ଝିଅ ଏହି ଝିଅ ମାନେ ଲକ୍ଷେ ଚେଷ୍ଟା ପରେ ବି ସଛା ପ୍ରେମ କରି ନଥାନ୍ତି। ଯଦି ବା ଏମାନଙ୍କୁ ପ୍ରେମ ମିଳିଥାଏ ତାହେଲେ ସେ ପ୍ରେମ ଅଧିକ ଦିନ ଯାଏ ରହିନଥାଏ ପ୍ରେମରେ ଧୋକା ଖାଇଲା ପରେ ଏମାନେ ବହୁତ ଚିଡି ଚିଡ଼ା ହୋଇ ଯାଇଥାନ୍ତି ତାପରେ ସେମା ନଙ୍କର ପ୍ରେମ ଉପରୁ ଭରସା ବିଶ୍ୱାସ ମଧ୍ୟ ତୁଟି ଯାଇଥାଏ । ଏମାନେ ପ୍ରଥମ ଥର ଧୋକା ଖାଇସାରିଲା ପରେ ଦ୍ୱିତୀୟ ଥର ପ୍ରେମକୁ ଘୃଣା କରିଥାନ୍ତି। ଦ୍ଵିତୀୟରେ ସି ନାମ ର ଝିଅ ପ୍ରେମ ମାମଲାରେ ଦେଖିବାକୁ ଗଲେ ଏହି ଝିଅ ମାନେ କାଫି ଦୁର୍ଭାଗ୍ୟ ବତୀ ହୋଇଥାନ୍ତି ପ୍ରକୃତ ପ୍ରେମକୁ ଏମାନେ ଜାଣି ଜାଣି ହରେଇଥାନ୍ତି ଏହି ନାମର ଝିଅ ମାନଙ୍କ ମନରେ ପ୍ରଚୁର ମାତ୍ରାରେ ସନ୍ଦେହ ରହିଥାଏ ଯାହା ଫଳରେ ଏମାନଙ୍କ ପ୍ରେମ ଏମାନଙ୍କଠୁ ଜାଣି ଜାଣି ଦୂରେଇ ଯାଇଥାଏ ଏହି କାରଣରୁ ଏମାନଙ୍କୁ ପ୍ରକୃତ ପ୍ରେମ କରିବା ଦରକାର ନାହିଁ। |
ତୃତୀୟରେ ଯେ ନାମ ର ଝିଅ ଏହି ନାମ ର ଝିଅ ମାନଙ୍କୁ ମଧ୍ୟ ପ୍ରେମରେ ସଫଳତା ମିଳିନଥାଏ କିନ୍ତୁ ଏମାନେ ବହୁତ କେୟାରିଙ୍ଗ ଏବଂ ତାଙ୍କ ପ୍ରେମିକକୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ଏମାନଙ୍କର ଗୋଟେ ଖରାପ ଗୁଣ ହେଉଛି ଏମାନେ କାହାରବି ପ୍ରେମରେ ପଡ଼ିଯାନ୍ତି ଯାହା ଫଳରେ ପୁଅ ମାନେ ଏମାନଙ୍କୁ ଧୋକା ଦେଇ ଚାଲିଯାନ୍ତି ଏମାନେ ଗୋଟେ ଥର ଧୋକା ଖାଇସାରିଲା ପରେ ଗୋଟେ ସବକ ଶିଖିଯାନ୍ତି ଆଉ ଦ୍ୱିତୀୟ ଥର ଏମିତି ଭୁଲ କରିବା ପାଇଁ ମନ କରନ୍ତି ନାହିଁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ। |