4

କେବେବି ନିଜ ସ୍ତ୍ରୀଙ୍କୁ ଖୁସି କରିପାରନ୍ତି ନାହିଁ ଏହି ରାଶିର ପୁରୁଷ। |

FACT

ବନ୍ଧୁଗଣ ମନୁଷ୍ୟର ଉତ୍ତମ ବ୍ଯବହାର ହିଁ ସମସ୍ତ ଙ୍କର ଆଦରଣୀୟ ହୋଇଥାଏ ସେ ତାର ବ୍ୟବହାର ନିମନ୍ତେ ଅନ୍ୟ ଠାରୁ ପାଇଥାଏ ପ୍ରଶଂସା । ମନୁଷ୍ୟର ଚିନ୍ତା ଧାରା ଏବଂ ବ୍ୟବହାର ତାଙ୍କୁ ସଫଳତାର ବାଟ ଦେଖାଏ । ବ୍ୟବହାର ହିଁ ନୁତନ ପରିବେଶ ସୃଷ୍ଟି କରାଏ । ଯଦି ଜୀବନରେ କେହି ମନୁଷ୍ୟ ଅନ୍ୟ ଜଣଙ୍କୁ ସୁଖ ଟିଏ ଦେଇ ନ ପାରିଲା କିମ୍ବା ମନକୁ ଖୁସି ଟିଏ କରିପାରିଲା ନାହିଁ ତେବେ ସେ କେବେ କାହାରି ମନରେ ଦୁଖଃ ଦେବା ଉଚିତ୍ ନୁହେଁ ।

ଯଦି ଆମେ ବୈବାହିକ କଥା କହିବା ତେବେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଡିଉଠିଥାଏ ସମସ୍ତେ ତାଙ୍କ ବୈବାହିକ ଜୀବନକୁ ନେଇ ଖୁସିରେ ରହିବା ପାଇିଁ ଚିନ୍ତା କରିଥାନ୍ତି . କିନ୍ତୁ ଅନେକ ଦାମ୍ପତ୍ୟ ଙ୍କ ଜୀବନରେ ତାହା ବିଫଳ ହୋଇଥାଏ ସେମାନେ ବୈବାହିକ ଜୀବନରେ ଶାନ୍ତିରେ ଜୀବନ ଯାପନ କରିବା ପାଇିଁ ଚେଷ୍ଟା କଲେ ମଧ୍ୟ କାର୍ଯ୍ୟରେ ସିଦ୍ଦିଲାଭ କରିପାରନ୍ତି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ କି ମାତ୍ର 3 ରାଶିର ପୁରୁଷ ମାନେ ଜୀବନରେ ତାଙ୍କ ସ୍ତ୍ରୀ ଙ୍କୁ ଖୁସିରେ ରଖିପାରନ୍ତି ନାହିଁ ।କନ୍ୟା ରାଶି ।ବାସ୍ତବରେ କହିବାକୁ ଗଲେ କନ୍ୟା ରାଶିର ବ୍ୟକ୍ତି ମାନେ ବହୁତ ରୋମାଣ୍ଚିକ ହୋଇଥାନ୍ତି ଏପରିକି ସେମାନେ ବହୁତ ପରିଶ୍ରମୀ ମଧ୍ୟ ।

boy

ଏହି ରାଶିର ବ୍ୟକ୍ତି ତାଙ୍କ ସବୁବେଳେ ସନ୍ଦେହଃ ଘେରୁ ମଧ୍ୟରେ ଜାବନ କାଟନ୍ତି । ଏମାନେ କେବେ ନିଜ ସ୍ତ୍ରୀ ଙ୍କୁ ଖୁସିରେ ରଖିପାରନ୍ତି ନାହିଁ କାରଣ ଏହି ରାଶିର ସ୍ବାମୀ ମାନେ ସବୁବେଳେ ନିଜ ପତ୍ନୀ ଙ୍କୁ ନିଜ ଆୟତରେ ରଖିବା ପାଇିଁ ଚେଷ୍ଟିତ ରହିଥାନ୍ତି । ଯାହା ଫଳରେ ,ସେମାନେ କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ।ବୃଷ ରାଶି ବୃଷ ରାଶିର ସ୍ବମୀ ମାନେ ବହୁତ ଶାନ୍ତ ଏବଂ ଦୟାଳୁ ଏମାନେ ଜୀବନ ଯାତ୍ରାରେ ଅନେକ ସଂଗ୍ରାମ କିରଥାନ୍ତି । କିନ୍ତୁ ଏହି ରାଶିର ପୁରୁଷ ଙ୍କ ପାଖରେ ଗୋଟିଏ କମଜୁର ମନଭାବ ରହିିଛି ତାହା ହେଉଛି ସରମ ଯାହାକୁ ଆମେ ସୁଧ ଓଡିଆରେ କହୁଛୁ ଲାଜକୁଳା ପୁରୁଷ ।

ତାଙ୍କର ଏହି ଗୁଣ ଯୋଗୁଁ ଜୀବନରେ ତାଙ୍କ ସ୍ତ୍ରୀ ଙ୍କୁ ଖୁସିରେ ରଖିପାରନ୍ତି ନାହିଁ ମୀନ ରାଶି ତୃତୀୟ ପର୍ଯ୍ୟାୟରେ ସାମିଲ ଅଛନ୍ତି ମୀନ ରାଶି ।ରାଶି ମାନଙ୍କ ମଧ୍ୟରେ ମୀନ ରାଶି ସବୁଠୁ ଉତ୍ତମ ରାଶି କହିଲେ ଚଳେ । ଏହି ରାଶିର ପୁରୁଷ ମାନେ କେବେ ନିଜ ପତ୍ନୀ ଙ୍କୁ ଖୁସିରେ ରଖି୍ପାରନ୍ତି ନାହିଁ କାରଣ ଏମାନେ ତାଙ୍କ ସ୍ତ୍ରୀ ଙ୍କର ପ୍ରତିକଥାରେ ଯୁକ୍ତି ତର୍କ କରିଥାନ୍ତି ଖାସ୍ ଏହି କାରଣ ରହିଥାଏ ତାଙ୍କ ପଛରେ ।

boy2

ଏପରିକି ତାଙ୍କ ପାଖରେ ଆଉ ଗୋଟିଏ କାରଣ ମଧ୍ୟ ରହିଛି ଏହି ପୁରୁଷମାନେ ନିଜ ସ୍ତ୍ରୀର ସବୁ କାମରେ ଦୋଷ ବାହାର କରନ୍ତି । ଏମାନଙ୍କ ସ୍ତ୍ରୀ ଯେତେ କାମ କରିଲେ ବି ଏମାନେ କେବେ ବି ପ୍ରଶଂସା କରନ୍ତି ନାହିଁ । ତେଣୁ ଆପଣ ମାନେ ଏହି ତିନୋଟି ରାଶି ମାନଙ୍କ ମଧ୍ୟରୁ ସାମିଲ ନାହାଁନ୍ତି ଯଦି ଅଛନ୍ତି ତେବେ ଜୀବନରେ କେମିତି ନିଜ ପତ୍ନୀ ଙ୍କୁ ଖୁସି କରାଇବେ ସେଥି ପ୍ରତି ଚେଷ୍ଟିତ ରୁହନ୍ତୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *