anthu

ଆଣ୍ଠୁଗଣ୍ଠି ବିନ୍ଧା ପୁରା ଠିକ କରିଦେବ ଏହି ଉପାୟରେ। |

HEALTH

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଯଦି ଆପଣ ଆଣ୍ଠୁଗଣ୍ଠି ରୋଗ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି, ତେବେ ଏହି ଉପାୟ ଦ୍ୱାରା ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ଦେବ ଏଥିରେ ଗରମ ପାଣିର ବ୍ୟବହାର କରାଯାଇଥାଏ ଆସନ୍ତୁ ଜାଣିବା ଏହି ଉପାୟ କିପରି କରାଯାଇଥାଏ। ଏହି ଉପାୟରେ ରୋଗୀକୁ ଦିନକୁ ୮ରୁ ୧୦ ଥର ଉଷୁମ ପାଣି ପିଇବାକୁ ଦିଆଯାଇଥାଏ ପାଣି ଷ୍ଟିଲ୍‌, ପିତ୍ତଳ କିମ୍ୱା ସେରାମିକ୍‌ ଗ୍ଲାସ୍‌ରେ ପିଇବାକୁ ପଡିଥାଏ ଏହାଦ୍ୱାରା ଶରୀରରେ ଥିବା ଟକ୍ସିକ୍‌ ବାହାରି ଯାଏ ଏହି ଥେରାପିରେ ଗ୍ୟାସ୍‌, ଏସିଡିଟି ଦୂର ହୁଏ।

knee

ଆଣ୍ଠୁଗଣ୍ଠି ରୋଗୀ ଏଥିରେ ଉଷୁମ ପାଣି ସହିତ କିଛି ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏହି ପାଣିକୁ ସକାଳେ ଖାଲି ପେଟରେ ସନ୍ଧ୍ୟା ଓ ରାତିରେ ଡିନର୍‌ର ଏକ ଘଣ୍ଟା ପୂର୍ବରୁ ପିଇବା ଆବଶ୍ୟକ ଏହାଦ୍ୱାରା ଆଣ୍ଠୁଗଣ୍ଠି ମଧ୍ୟରେ ଥିବା ଯନ୍ତ୍ରଣା ଦୂର ହୋଇଥାଏ।ଥାଇରଏଡ୍‌ ରୋଗୀ ରାତିରେ ଏକ ଚାମଚ ଧନିଆରୁ ଏକ ଗ୍ଲାସ୍‌ ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏହି ପାଣିକୁ ଫୁଟାଇ ଅଧା କରନ୍ତୁ ଓ ଉଷୁମ ଉଷୁମ ପିଅନ୍ତୁ। ଏହା କେବଳ ଥାଇରଏଡ୍‌ ନୁହେଁ, ଆପଣଙ୍କ ଏସିଡିଟି, ଓଜନ ଓ ଚର୍ମରୋଗ ମଧ୍ୟ ଦୂର କରିବ।ୱାର୍ମ ୱାଟର୍‌ ଥେରାପିରେ ଉଷୁମ ପାଣିରେ ଗାଧୋଇବା ପାଇଁ କୁହାଯାଇଥାଏ। ଏହି ପାଣିରେ ନିମ୍ୱ ପତ୍ର, କର୍ପୂର ମିଶାଇ ଆଣ୍ଟିଫଙ୍ଗଲ୍‌ ପାଣି ପ୍ରସ୍ତୁତ କରାଯାଇଥାଏ।

kneee

ୱାର୍ମ ୱାଟର୍‌ ଥେରାପି ଜରିଆରେ ଆପଣ ଗରମ ପାଣି କରି ଏକ କପଡ଼ା ମାଧ୍ୟମରେ ଆଣ୍ଠୁଗଣ୍ଠିରେ ସେକ ମଧ୍ୟ ଦେଇପାରିବେ। ଏସବୁ ଥେରାପି ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ। ଏଥିରେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହା ସହିତ ଆପଣଙ୍କ ଯନ୍ତ୍ରଣା ଅନେକାଂଶରେ ଭଲ ମଧ୍ୟ ହେବ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *