Tuesday, August 16, 2022
dara

ବାଛନ୍ତୁ ଗୋଟିଏ ଫଟୋ ଓ ଜାଣନ୍ତୁ କଣ ଅଟେ ଆପଣଙ୍କର ପ୍ରକୃତ ଡର।

FACT

ବନ୍ଧୁଗଣ ଭୟ ହିଁ ଆମର ଜୀବନକୁ ଏକ ଭିନ୍ନ ମାର୍ଗକୁ ନେଇ ଚାଲିଯାଏ ଏହା ଆମର ଜୀବନକୁ ଏକ ଭିନ୍ନ ଦିଗ ଦେଇଥାଏ ସମସ୍ତଙ୍କୁ ନିଜର ଭୟ ବିଷୟରେ ଜଣା ଅଛି। କିନ୍ତୁ କଣ ସେହି ଭୟ ଆପଣଙ୍କର ବାସ୍ତବିକ ଭୟ ଅଟେ । ଏହି ପ୍ରଶ୍ନର ଜବାବ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଫଟୋରୁ ଗୋଟିଏ ବାଛିବାର ଅଛି ।

ତେବେ ବାଛନ୍ତୁ ଗୋଟିଏ ଫଟୋ ।ଯଦି ଆପଣ ପ୍ରଥମ ଫଟୋକୁ ବାଛିଛନ୍ତି ତେବେ ଆପଣଙ୍କୁ ଅସ୍ଥାୟିତ୍ଵରୁ ଭୟ ଲାଗିଥାଏ । ଜୀବନର ଅର୍ଥ କେବେ ବି ଏହା ହୁଏ ନାହିଁ କି ଆପଣ ଗୋଟିଏ ପ୍ରକାରର କାମ ଗୋଟିଏ ପ୍ରକାରର ସ୍ଥିତି ଗୁଡିକର ସାମ୍ନା କରିବେ । ଏହି ଜୀବନ ବହୁତ ନିରସ୍ତ ହୋଇଯାଏ । ଯଦି ଏହିଭଳି ହୋଇ ଯାଉଛି ତେବେ ଆପଣ କେବଳ ଏହା ଚିନ୍ତା କରି ଭୟ କରିବାକୁ ଲାଗନ୍ତି । ଆପଣଙ୍କୁ ସବୁଦିନ ଗୋଟିଏ ଛୁଟି ଦିନ ଭାବି ବଞ୍ଚିବାର ଅଭ୍ୟାସ ଅଛି ।

ଆପଣଙ୍କୁ ଅଧିକ କାମ କରିବାକୁ ଭଲ ଲାଗେ ନାହିଁ ।କୌଣସି ଅଜଣା ଜିନିଷ ଠାରୁ ହାରିବା ଆପଣଙ୍କର ସବୁଠୁ ବଡ ଭୟ ଅଟେ । ନିଜର ଉଦ୍ଦେଶ୍ୟ ନ ପ୍ରାପ୍ତ କରିବା ଭଳି ହାର ବି ଏଥିରେ ସାମିଲ ଅଛି । ଆପଣ ଯେତିକି ହାରକୁ ଘୃଣା କରିବେ ଓ ଏହା ବିଷୟରେ ଯେତିକି ଚିନ୍ତା କରିବେ ଏହା ଆପଣଙ୍କୁ ଆଗକୁ ବଢିବାକୁ ଅଟକାଇ ଦେବ ।

କହିବାକୁ ଗଲେ ଯଦି ଆପଣ ନିଜ ଜୀବନରେ ରିସ୍କ ନେବେ ତେବେ ଆପଣ ଆଗକୁ ବଢିବେ ।ଆପଣଙ୍କର ବୟସ ବଢିବା ଓ ବୁଦ୍ଧ ଅବସ୍ଥା ଆସିବା ଆପଣଙ୍କର ସବୁଠୁ ବଡ ଭୟ ଅଟେ । ଆପଣ ମୃ-ତ୍ୟୁ-କୁ ଭୟ କରନ୍ତି ବୋଲି ଆମେ କହୁ ନାହୁଁ । ଆପଣ ସବୁବେଳେ ଚାହାଁନ୍ତି କି ଆପଣ ଯବାନ ରହିବେ । ଆପଣ ଚାହାନ୍ତି କି ସବୁ ପ୍ରିୟ ଜଣ ଆପଣଙ୍କ ସହିତ ରୁହନ୍ତୁ । ଆପଣ ନିଜକୁ ବୁଢା ହେଉଥିବାର ଦେଖି ପାରିବେ ନାହିଁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *