Monday, October 18, 2021
4

ମରିଗଲେ ବି ଘରର ପୁଜା ଘରେ ଏହି ମୁର୍ତ୍ତୀ ଆଉ ଫୋଟ ରଖନ୍ତୁ ନାହିଁ ଘରୁ ସୁଖ ଶାନ୍ତି ଧିରେ ଧିରେ ଚାଲିଯାଏ।

FACT

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ପୂଜା ଘର ର ବହୁତ ମହତ୍ୱ ରହେ ପ୍ରାୟତଃ ଲୋକ ମାନେ ନିଜର ପୂଜା ଘରେ ଏମିତି ଭୁଲ କରନ୍ତି ଯାହା ଦ୍ୱାରା ପରେ ପସ୍ତେଇବା ପାଇଁ ପଡେ ।ତେବେ ସେହି ବିଷୟ ରେ ଯଦି କହିବା ତେବେ ଠାକୁର ଘରେ ସବୁ ବେଳେ ଗୋଟିଏ ଦେବତା ଙ୍କର ଫୋଟ ବା ମୃତି ରଖନ୍ତୁ ଏହା ଜରୁରୀ ଅଟେ।

ଏମିତି ନ କରି ଗୋଟିଏ ରୁ ଅଧିକ ରଖିଲେ ନାକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ , ସେହିଥି ପାଇଁ ଏହି ଭୁଲ କରିବାରୁ ବଞ୍ଚନ୍ତୁ ସେହି ପରି ବନ୍ଧୁଗଣ ଯେଉଁ ଘରେ ସିଢୀ ତଳେ ମନ୍ଦିର ଥାଏ ସେହି ଘରେ ଦୂର୍ଭାଘ୍ୟ ବାସ କରେ , ଏମିତି ଘରେ ଝଗଡା ଲଢେଇ ସବୁ ବେଳେ ଲାଗି ରହିଥାଏ । ଆଉ ଏମିତି ଦେବୀ ଦେବତା ମାନେ ସେହି ଘରେ ରୁହନ୍ତି ନାହିଁ ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଯଦି ଆପଣ ମାନଙ୍କ ଠାକୁର ଘର ଦକ୍ଷିଣ ଦିଗ କୁ ମୁହଁ କେବେ ବି କରନ୍ତୁ ନାହିଁ ନହେଲେ ସେହି ଘରେ ସବୁ ସମୟ ରେ ଧନ ର ଅଭାବ ଦେଖିବା ପାଇଁ ମିଳିବ ।

ସେହିଥିପାଇଁ ଘରେ ନେଗେଟିଭିଟି ଆସେ ପୂର୍ବଜଙ୍କ ଫୋଟ ସବୁ ବେଳେ ଘର ର ଦକ୍ଷିଣ ଦିଗ ରେ ଲଗେଇ ରଖି୍ବା ଉଚିତ୍ କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ ଯଦି ଆପଣ ମାନେ ଅନ୍ୟ ଦିଗ ରେ ଲଗାନ୍ତି ତେବେ ଘରେ ନେଗେଟିଭିଟି ଆସେ।

ଯେଉଁ ଘରେ ଠାକୁର ଙ୍କ ଫୋଟ କୁ କଣ୍ଟା ରେ ବାଡେଇ ଲଗାଯାଏ ସେହି କେବେ ବି ସୁଖ ଶାନ୍ତି ଦେଖିବା ପାଇଁ ମିଳେ ନାହିଁ , ତେବେ ବନ୍ଧୁଗଣ ଏହା ଥିଲା କିଛି ଭଲ ସୁବିଚାର ଜାହା ଠାକୁର ଘରେ କରିବା କଥା ନୁହେଁ |

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *