bajaranga

ଆସନ୍ତା କାଲି ଠାରୁ ଭଗବାନ୍ ହନୁମାନ ଏହି ୩ ଟି ରାଶି ଉପରେ ଧନ ର ବର୍ଷ କରିବେ ।

FACT

ବନ୍ଧୁଗଣ ଆସନ୍ତା କଳି ଠାରୁ କିଛି ଗ୍ରହ ମାନଙ୍କରେ ବନି ବାକୁ ଯାଉଛି ମହା ସଂଯୋଗ ଏହି କିଚିରସି ମାନଙ୍କୁ ଭାଗଣ ହନୁମାନ ଙ୍କ କୃପା ଦୃଷ୍ଟି ରହିବ । ସମସ୍ତେ ଏହା ଚାହିଁ ଠା ଟି କି ନିଜ ଜୀବନ କୁ ଖୁସି ରେ ବ୍ୟତୀତ କରିବାକୁ ସେଥିପାଇଁ ସେମାନେ ଭଗବାନଙ୍କ ପୂଜା ଆରାଧନା କରିଥାନ୍ତି। ଯାହା ଦ୍ଵାରା ସେମାନଙ୍କର କଷ୍ଟ ଦୂର ହୁଏ ଏବଂ ଭଗବାନ୍ ଙ୍କ କୃପା ସବୁବେଳେ ରହେ । ଦିର୍ଗ ଦିନ ପରେ ଭଗବାନ୍ ହନୁମାନ କିଛି ରାଶି ଉପରେ ବହୁତ୍ ପ୍ରସନ୍ନ ହେବାକୁ ଯାଉଛନ୍ତି ଯେଉଁ କାରଣ ରୁ ଏହି କିଛି ରାଶି ମାନଙ୍କୁ ଭଲ ଫଳ ମିଳିବାକୁ ଯାଉଛି ।

hanumann2

ତେବେ ପ୍ରଥମ ରେ ଆସୁଛନ୍ତି ବୃଷ ରାଶି । ଏହି ରାଶି ର ବ୍ୟକ୍ତି ମାନଂକ ଉପରେ ପ୍ରଭୁ ହନୁମାନ ଙ୍କ କୃପା ରହିବ । ଯେଉଁ କାରଣରୁ ଏମାନେ ହେବେ ଧନବନ ଏବଂ ଆପଣଙ୍କ ଜୀବନ ରେ ଆସୁଥିବା ସମସ୍ତ ପ୍ରକାରର ଦୁଃଖ କଷ୍ଟ ସବୁ ଦୂର ହୋଇଯିବ । ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି ଏବଂ ଆପଣ ସମାଜ ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ପରାନ୍ତି । ଆପଣ ନିଜ ଅପେକ୍ଷା ଅନ୍ୟ ମାନଙ୍କ ର ଚିହ୍ନଟ କରିବେ ଯାଃ କି ଆପଣଙଙ୍କୁ ସଫଳତା ଆଡ଼କୁ ନେଇ ଜୀବ ।

ଦ୍ଵିତୀୟ ରେ ହେଉଛନ୍ତି ସିଂହ ରାଶି । ଏହି ରାଶି ବ୍ୟକ୍ତି ମାନଙ୍କ ଉପରେ ଭଗବାନ୍ ହନୁମାନ ଙ୍କ ବିଶେଷ କୃପା ରହିବା ଯାହା ଦ୍ଵାରା ଏମାନେ ନିଜର ପ୍ରତ୍ୟେକ କାର୍ଯ୍ୟ ରେ ସଫଳ ହେବେ । ଗହର ପରିବାର ରେ ସୁଖ ଶାନ୍ତି ର ବାତାବରଣ ରହିବ ଏହା ସହିତ ଆପଣଙ୍କୁ ଜୀବନ ସାଥୀ ର ପୂରା ସାହାଯ୍ୟ ମିଳିବ । ଭଗବାନ ହନୁମାନ ଙ୍କ କୃପା ରୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରି ଯିବ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ପାଇବେ।

hanuman

ତୃତୀୟ ରେ ହେଉଛନ୍ତି ମେଷ ରାଶି । ଏହି ରାଶି ଉପରେ ଭଗବାନ୍ ହନୁମାନ ଙ୍କ ବିଶେଷ କୃପା ରହିବ । ଆପଣ କରିଥିବା ପ୍ରତ୍ୟେକ କାର୍ଯ୍ୟ ର ଆପଣଙ୍କୁ ଉଚିତ୍ ଫଳ ମିଳିବ। ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁ ଥିବେ ତାହେଲେ ଆପଣ ଏହି ସମୟ ରେ ଆରମ୍ଭ କରିପାରିବେ ।

Leave a Reply

Your email address will not be published. Required fields are marked *