sabitree

ଆଗକୁ ଆସୁଛି ସାବିତ୍ରୀ ତେବେ ଏହି ବ୍ରତ ର ମହତ୍ଵ କଣ ଆପଣ ମାନେ ଜାଣିଛନ୍ତି କି।

NEWS

ବନ୍ଧୁଗଣ ଓଡ଼ିଆ ସ୍ତ୍ରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ । ଆସନ୍ତା ଜୁନ ମାସ ୧୦ ତାରିଖ ରେ ଏହି ଓଷା ପାଳନ ହେବାକୁ ଯାଉଛି । ଏହି ଦିନ ନାରୀ ମାନେ ସେମାନଙ୍କର ସ୍ବାମୀ ମାନଙ୍କର ମଙ୍ଗଳ ସୁଖ ଶାନ୍ତି ଏବଂ ଦୀର୍ଘ ଆୟୁଷ ପ୍ରାପ୍ତ ପାଇଁ ବ୍ରତ ରଖିଥାନ୍ତି ।ସବୁ ନାରୀ ମାନଙ୍କର ଏହି ଇଚ୍ଛା ଥାଏ କି ସେମାନଙ୍କର ସ୍ବାମୀ ବହୁତ୍ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତୁ ଏବଂ ସେମାନେ ସାବିତ୍ରୀ ଙ୍କ। ପରି ସଧବା ରୁହନ୍ତୁ ।

ସାଧବ ନାରୀ ମାନଙ୍କର ର ଏକ ବିଶେଷ ପର୍ବ ହେଉଛି ସାବିତ୍ରୀ ବ୍ରତ ।କିନ୍ତୁ ଆପଣ ମାନେ କଣ ଏହା ଜାଣିଛନ୍ତି କୁ ନାରୀ ମାନେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍। କେଉଁ ସବୁକଥା କୁ ଧ୍ୟାନ ଦେଲେ ସ୍ବାମୀ ର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ଯେଉଁ ସବୁ କଥା କୁ ଧ୍ୟାନ ଦେଲେ ସ୍ବାମୀ ର ଆୟୁଷ ହାନି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ନିୟମ ଗୁଡ଼ିକ ବିଷୟରେ ଏବଂ ଏହି ନିୟମ ଗୁଡିକ ମାହାତ୍ମ୍ୟ କଣ ରହିଥାଏ ।

ବନ୍ଧୁଗଣ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହା ସ ଧବା ନାରୀ ମାନଙ୍କର ଏକ ମହତ୍ୱପୂର୍ଣ୍ଣ ବ୍ରତ ଅଟେ । ଏହି ଦିନ ସତ୍ୟବାନ୍ ସାବିତ୍ରୀ ଏବଂ ଜମାରଜ ନକର ପୂଜା କରାଯାଇଥାଏ । ଏହି ଦିନ ସାବିତ୍ରୀ ନିଜର ମୃତ ସ୍ବାମୀ ଙ୍କୁ ଯମ ରାଜା ଙ୍କ ଠାରୁ ଫେରାଇ ଆଣିଥିଲେ । ସେହି ଦିନଠାରୁ ପାଳନ ହୋଇ ଆସୁଛି ଏହି ସାବିତ୍ରୀ ବ୍ରତ ଟି । ସେଥିପାଇଁ ହିନ୍ଦୁ ଧର୍ମ ର ସମସ୍ତ ନାରୀ ମାନେ ନିଜର ସ୍ବାମୀ ମାନଙ୍କ ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ କୁ ପାଳନ କରିଥାନ୍ତି । ଏହି ଦିନ ନାରୀ ମାନେ ସକାଳୁ ଉଠି ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ଭୋଗ କ ରି ଭଗବାନ ଙ୍କ ପୂଜା କରିଥାନ୍ତି ।

ଏହି ବ୍ରତ ଯେଉଁସବୁ ନାରୀ ମାନେ କରିଥାନ୍ତି ସେଥିପାଇଁ କିଛି ନିୟମ ର ପାଳନ କରିବାକୁ ପଡ଼ିଥାଏ ଏବଂ ଏହି ପୂଜା ପାଇ। ଯେଉଁ ସବୁ ଜିନିଷ ର ଅବସୁକତ ପଡିଥାଏ ତାହା ହେଉଛି ବ୍ରତ ,ଲାଲ ରଙ୍ଗର ଶାଢ଼ୀ ,ଶଙ୍ଖା , ଅଳତା,ସିନ୍ଦୂର , ପାନିଆ,ଦର୍ପଣ ,ଦୁବ ,ବର କୋଳି ପତ୍ର ଏବଂ ଫୁଲ ଇତ୍ୟାଦି ଦରକାର ହୋଇଥାଏ । ଏହା ସହିତ ଭୋଗ ପାଇଁ। ବିଭିନ୍ନ ପ୍ରକାରର ଫଳ ର ବ୍ୟବହାର କରାଯାଇଥାଏ ଯେମିତିକି ନଡ଼ିଆ ,ଆମ୍ବ ,ପଣସ ,କଦଳୀ ଇତ୍ୟାଦି ।

ଏହି ସବୁ ଜିନିଷ ଏକ ବିବାହିତ ନାରୀ ର ପ୍ରତୀକ ହୋଇଥାଏ । ଯେତେବେଳେ ଏକ ନାରୀ ବୋହୂ ହୋଇ ଯାଇଥାଏ ସେତେବେଳେ ସେ ନାଲି ରଙ୍ଗ ର ସମସ୍ତ ଜିନିଷ ପିନ୍ଧିବା ସହ ବ୍ୟବହାର କରିଥାଏ ।କାରଣ ଲାଲ ରାନଗ ରୁ ହେଉଛି ବୈବାହିକ ଜୀବନ ରେ ଶୁଭ ର ପ୍ରତୀକ ସେଥିପାଇଁ ସଧବା ନାରୀ ମାନେ ମୁଣ୍ଡ ରେ ନାଲି ସିନ୍ଦୂର ,ହାତ ରେ ନାଲି ରଙ୍ଗର ଶଙ୍ଖା ଏବଂ ପାଦ ରେ ନାଲି ରଙ୍ଗର ଅଳତା ଲଗାଇ ସବୁବେଳେ ସ୍ବାମୀ ର ସୁକ୍ଦୁଃଖ ରେ ତାଙ୍କ ସହିତ ଛିଡ଼ା ହୋଇ ରହିଥାନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *