ghee

ଘିଅ କୁଆଁରୀ ଋତୁସ୍ରାବ ଯନ୍ତ୍ରଣା ରୁ ମୁକ୍ତି ଦିଏ , ଜଣାନ୍ତୁ କିପରି ବ୍ୟବହାର କରିବେ …

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଘିଅ କୁଆଁରି ଋତୁ ସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ , ବିଭିନ୍ନ ପ୍ରକାରର ଘରୋଇ ଉପଚାରରେ ଘିଅ କୁଆଁରି ବ୍ୟବହାର କରାଯାଇଥାଏ , ଏହା ଆୟୁର୍ବେଦ ଓ ବିଜ୍ଞାନ ସମ୍ବନ୍ଧୀୟ |

alevera

ଏହା ଏକ ଉପକାରୀ ଓ ଔଷଧୀୟ ଗୁଳ୍ମ , ଏଥିରୁ ନାନାଦି ପ୍ରକାରର ଔଷଧ ପ୍ରସ୍ତୁତ କରାଯାଏ , ଏହା ୨୦ ପ୍ରକାରର ଖଣିଜ ଲବଣ ,୨୨ ପ୍ରକାରର ଓ ଏମୋନିୟ ଏସିଡ , ଏବଂ ଭିଟାମିନ A, B ,C ଓ E ରେ ଭରପୁର , ଏହାର ରସ ଓ ଶ୍ଵାସ୍ଥ୍ୟ ସଂବନ୍ଧ ଓ ଓ ସୈନ୍ଦର୍ଯ୍ଯ ବରଧକ , ଜୀବାଣୁ ନାଶ କାରି ଗୁଣ ଜୋଗୁ ଚର୍ମ ରୋଗରେ ବ୍ୟବହାର କରାଯାଏ , ମହିଳାଙ୍କ ଋତୁସ୍ରାବ ପାଇ ଏହାର ରସକୁ ହେଙ୍ଗୁରେ ମିଶାଇ ପିଇବା ଦ୍ବାରା ଏହା ନିୟନ୍ତ୍ରଣ ହୋଇଥାଏ |

ଏହାର ରସକୁ ମିଶ୍ରି ସହିତ ମିଶାଇ ଖାଇବା ଦ୍ବାରା ପରିଶ୍ରାରେ ଧଳା ସ୍ରାବ ବନ୍ଦ ହୋଇଯାଇଥାଏ , ଜରାୟୁ ସଂକୋଚନ ପ୍ରସାର ଠିକ ରୁହେ , ଶିଶୁ ମାନଙ୍କ କୂର୍ମ ଵା ସଦଶିପୋକ ରୋଗଥିଲେ ଏହାର ୨ ଚାମଚ ପକାଇ ପିଅନ୍ତୁ ସେ ରୋଗ ଭଲ ହୋଇଯାଏ , ତ ଜାଣିଲେ ଆଜି ଆମେ ଘିଅ କୁଆଁରି ଋତୁ ସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏହା ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ |

କାହାକୁ ଯଦି ବାଳ ଝଡିଵାର ସମସ୍ୟା ଥାଏ ତେବେ ଏହାର ରସକୁ ମୁଣ୍ଡରେ କିଛି ଦିନ ଲେପ କରିବା ଦ୍ୱାରା ବାଳ ଝଡିଵାର ସମସ୍ୟା ରୁ ଦୂର ହୋଇଥାଏ , ଆପଣ ଯଦି ଏହାକୁ ସକାଳେ ସେବନ କରିବେ ତେବେ ପେଟରେ ଥିବା ଗ୍ୟାସ୍ ର ସମସ୍ୟା ଦୂର ହୋଇଥାଏ , ଏହା ସହଜରେ ମଧ୍ୟ ମିଳିଥାଏ ଏହାକୁ ନିଜର ଘର ଛାତ ଉପରେ ଲଗେଇ ରଖିପାରିବେ |

aleee

ଏହା ଏକ ଉପକାରୀ ହୋଇଥିବାରୁ ଏହାକୁ ଡାକ୍ତରମାନେ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି , ମନେରଖନ୍ତୁ ଏହାକୁ ଗର୍ଭବତୀ ମହିଳାମାନେ ସେବନ କରନ୍ତୁ ନାହିଁ , ପିଲା ଜନ୍ମ ପରେ ଏହାକୁ ସେବନ କଲେ କୋୖଣସି ଅସୁବିଧା ନାହିଁ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ଏହି ଭଲି ପୋଷ୍ଟ ପଢିବାକୁ ଆମକୁ like କରନ୍ତୁ |

Leave a Reply

Your email address will not be published. Required fields are marked *