ap

‘P’ ଓ ‘A’ ନାମ ଥିବା ଲୋକଙ୍କ ଯୋଡି କିପରି ହୋଇଥାଏ – ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – ଦେଖନ୍ତୁ ଏମାନଙ୍କ ଭିତରେ କିଏ |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥିରେ ଆମେ ଜାଣିବା P ଏବଂA ନାମ ଥିବା ଜୋଡି କିପରି ହୋଇଥାଏ , ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଦେଖିବା ଏମାନଙ୍କ ଭିତରୁ କିଏ ସବୁଠାରୁ ବେଶି ଶକ୍ତିଶାଳୀ |

P ନାମରେ ପରିଚିତ ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ସେମାନଙ୍କ ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ , ସେହିପରି A ନାମର ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ସେମାନଙ୍କ ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ A ନାମର ବ୍ୟକ୍ତି ଅଂଙ୍ଖ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଥମ ଅଟନ୍ତି |

copule

ଏହି ଲୋକ ନିଜ ଛବି କୁ ନିଜ ଇଚ୍ଛା ଅନୁସାରେ ତିଆରି କରିଥାନ୍ତି , ସ୍ଵଭାବ P ନାମର ବ୍ୟକ୍ତିର ସ୍ଵଭାବ ବହୁତ କଥାରେ ନିର୍ଭର କରିଥାଏ ,ଏହା ପରିବର୍ତ୍ତନ ହୁଏ କିନ୍ତୁ ଲୋକଙ୍କ ସାହାଯ୍ୟରେ ହୋଇଥାଏ , ସେହିପରି A ନାମର ବ୍ୟକ୍ତି ର ସ୍ଵଭାବ ବହୁତ ଭଲ ହୋଇଥାଏ ଏମାନେ ଟିକିଏ ରାଗିଅଟନ୍ତି ୩ୟ ହେଲା ଧନର ବା ଟଙ୍କା ରୋଜଗାରରେ P ନାମର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ସେମାନେ ସହଜରେ ଟଙ୍କା ରୋଜଗାର କରିପାରନ୍ତି କିନ୍ତୁ A ନାମର ବ୍ୟକ୍ତି ପୂରା ସିଧା , ରାଗି ହୋଇଥାନ୍ତି , କୋୖଣସି ନା କୋୖଣସି ଉପାୟରେ ରୋଜଗାର କରିଥାନ୍ତି |

ଏମାନଙ୍କୁ ରୋଜଗାରରେ କେତେ କୋୖଣସି କଷ୍ଟକର ହୋଇନଥାଏ , P ନାମର ବ୍ୟକ୍ତି ବ୍ୟବହାରରେ ଶାନ୍ତ ହୋଇଥାନ୍ତି A ନାମର ବ୍ୟକ୍ତି ର ବ୍ୟବହାର ସମସ୍ତଙ୍କ ସହ ମିଶି ଯାଇଥାଆନ୍ତି ସରଳ ସ୍ବଭାବ ହୋଇଥାନ୍ତି , P ନାମର ବ୍ୟକ୍ତି ତାଙ୍କ ଜୀବନକୁ ମସ୍ତି ମଜାକରେ ନେଇଥାନ୍ତି , A ନାମର ବ୍ୟକ୍ତିକୁ ବହୁତ ଉପଭୋଗ କରିଥାନ୍ତି P ନାମର ବ୍ୟକ୍ତିର ଖରାପ ଗୁଣ ହେଉଛି ସେମାନେ ଚୁପ୍ ରହିଲେ। ମଧ୍ୟ ଅନ୍ୟ ଆଗରେ ବେଳେବେଳେ ଝଗଡା ମଧ୍ୟ କରିଥାନ୍ତି , A ନାମର ବ୍ୟକ୍ତିକୁ ବହୁତ ରାଗି ଓ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ |

copu

ଏହା ଥିଲା କିଛି P ଏବଂ Aର ଲକ୍ଷଣ , ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ଆପଣଙ୍କ ନାମ ବିଷୟରରେ ପଢିବାକୁ ଆମକୁ like କରନ୍ତୁ  |

Leave a Reply

Your email address will not be published. Required fields are marked *