nama

ଝିଅ ମାନଙ୍କ ଗୁଣ ଓ ବ୍ୟବହାର ସେମାନଙ୍କ ନାମର ପ୍ରଥମ ଅକ୍ଷରରୁ |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଝିଅମାନଙ୍କ ଗୁଣ ଓ ତାଙ୍କ ବ୍ୟବହାର , ଏହି ଦୁନିଆରେ ପୁଅ ହେଉ ବା ଝିଅ ସମସ୍ତଙ୍କର ଅଲଗା ଅଲଗା ବ୍ୟବହାର ଥାଏ , ଯଦି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବା ଯେଉଁ ବ୍ୟକ୍ତି ର ଜାତକ ଯେପରି ହୋଇଥାଏ ସେ ବ୍ୟକ୍ତି ର ସ୍ଵଭାବ ସେହିପରି ହୋଇଥାଏ |

girl1

ତାର ଜନ୍ମ ସମୟ , ଜନ୍ମ ତାରିଖ , ଜନ୍ମ ସମୟ ଓ ତାର ନାମ ଅନୁସାରେ। ଜାତକ ତିଆରି କରାଯାଇଥାଏ , ବହୁତ ସମୟରେ ଏମିତି ହୁଏ ଵାପା ମାଁ ନିଜ ଅନୁସାରେ ପିଲାଙ୍କ ନାମ ରଖିଥାନ୍ତି ଆଉ କେତେକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରଖି ଥାନ୍ତି , ଆପଣ ଏହା ନିଶ୍ଚିତ ଶୁଣିଥିବେ ଯେ ବ୍ୟକ୍ତି ର ନାମ ଯେପରି ହୋଇଥାଏ ତାର କାମ ମଧ୍ୟ ସେହିପରି ହୋଇଥାଏ |

ଅର୍ଥାତ୍ ଭଲ ନାମ କମାଇବା ଆମ ଭଲ କର୍ମ ଉପରେ ନିର୍ଭର କରିଥାଏ , ତେବେ ଜାଣିବା P,R,S ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ନାମ ଅନୁସାରେ ଏମାନେ ବହୁତ ବୁଝି ବା ସୁଝିବା କିସମର ଲୋକ ହୋଇଥାନ୍ତି , ଏମାନେ ଟିକିଏ ରାଗିଅଟନ୍ତି , ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ସିଧା ହୋଇଥାନ୍ତି ଓ ମସ୍ତି ଖୋର ମଧ୍ୟ ହୋଇଥାନ୍ତି  |

ଏହି ନାମର ବ୍ୟକ୍ତି ମାନେ ନିଜ ଜୀବନ ନିଜେ ବଞ୍ଚିଵାକୁ ଚେଷ୍ଟା କରିଥାନ୍ତି , ଭଲ ପାଆନ୍ତି ଓ ଅନ୍ୟ କେହି ଏମାନଙ୍କୁ କନ୍ଟ୍ରୋଲ କରୁ ଏମାନେ ଏହା ଚାହାନ୍ତି ନାହିଁ , ଏହି ନାମର ଝିଅ ମାନେ କାନ୍ଦିଵାରେ ବହୁତ ଉପରେ ଥାନ୍ତି ଓ ଏମାନଙ୍କ ପ୍ରେମ ଉପରେ ଭରସା ନ ଥାଏ |

girll

ତେବେ ଆଜି ଜାଣିଲେ P,R,S ନାମର ବ୍ୟକ୍ତି ମାନଙ୍କ ଗୁଣ ବିଷୟରେ । ଏମାନେ ରୋଜଗାରରେ କୋୖଣସି ଅସୁବିଧା ହୁଏ ନାହିଁ , ଏମାନଙ୍କ ସ୍ଵଭାବ ଅତି ସରଳ ହୋଇଥାଏ , ଏହି ନାମର ବ୍ୟକ୍ତି ବୁଲିବାକୁ ବହୁତ ପସନ୍ଦ କରନ୍ତି , ନିଜ ଜୀବନ ନିଜେ ନିର୍ବାହ କରନ୍ତି , ଏମାନେ କାହା ବଶରେ ରୁହନ୍ତି ନାହିଁ |

ଏମାନେ ରାଗି ହୋଇଥିଲେ ମଧ୍ୟ ସାହାଯ୍ୟ କାରି ହୋଇଥାନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *